Home Bibles ଆଦି ପୁସ୍ତକ 48:18 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 48:18 · ଓଡ଼ିଆ ବାଇବେଲ

ଯୋଷଫେ ତାଙ୍କର ପିତାଙ୍କୁ କହିଲେ, ଆପଣ ଆପଣଙ୍କର ଦକ୍ଷିଣ ହସ୍ତ ଭୁଲ ରେ ରଖି ଅଛନ୍ତି। ମନଃଶି ପ୍ରଥମଜାତ ସନ୍ତାନ। ଆପଣ ଆପଣଙ୍କର ଦକ୍ଷିଣ ହସ୍ତ ମନଃଶିର ମସ୍ତକରେ ରଖନ୍ତୁ।

Cross references

ଆଦି ପୁସ୍ତକ 19:18

କିନ୍ତୁ, ଲୋଟ ସହେି ଦୁଇଜଣ ସ୍ବର୍ଗଦୂତଙ୍କୁ କହିଲେ, ହେ ମହାଶୟଗଣ, ଏପରି ନ ହେଉ।

ଆଦି ପୁସ୍ତକ 27:15

ରିବିକା ତା'ର ବଡ଼ପୁଅର ପୋଷାକ, ଯାହା ଘ ରେ ତାଙ୍କ ନିକଟରେ ଥିଲା, ନଇେ ଆଣି ତା'ର ସାନ ପୁଅ ଯାକୁବକୁ ସହେି ବସ୍ତ୍ର ପିନ୍ଧାଇ ଦଲୋ।

ଆଦି ପୁସ୍ତକ 29:26

ଲାବନ କହିଲା, ଆମ୍ଭ ଦେଶ ରେ ଅଛି ଯେ ବଡ଼ ବିବାହ କରିବା ପୂର୍ବରୁ ସାନ ବିବାହ କରିପାରିବ ନାହିଁ।

ଆଦି ପୁସ୍ତକ 43:33

ଯୋଷଫେର ଭାଇମାନେ ଯୋଷଫେର ଆଗ ଟବେୁଲ ରେ ଖାଇ ବସିଲେ। ତା'ର ଭାଇମାନେ ବଡ଼ରୁ ସାନ କ୍ରମ ରେ ବସିଥିଲେ। ସମସ୍ତେ ସମସ୍ତଙ୍କୁ ଚାହୁଁଥାନ୍ତି। କ'ଣ ସବୁ ଘଟୁଛି ସମାନେେ ଆଶ୍ଚର୍ୟ୍ଯ ହେଉଥାନ୍ତି।

ଆଦି ପୁସ୍ତକ 49:3

ହେ ମାରେ ପ୍ରଥମ ପୁତ୍ର ରୁବନ୍େ, ତୁମ୍ଭେ ମାରେ ପ୍ରଥମଜାତ ପୁତ୍ର। ତୁମ୍ଭେ ମାରେ ବଳ ଓ ଶକ୍ତିର ପ୍ରଥମ ଫଳ ଏବଂ ପୁଣି ମାରେ ପୁତ୍ରମାନଙ୍କ ମଧିଅରେ ତୁମ୍ଭେ ସବୁଠୁଁ ସମ୍ମାନିତ ଏବଂ ଶକ୍ତିଶାଳି ଥିଲ।

ଯାତ୍ରା ପୁସ୍ତକ 10:11

ଆରମ୍ଭରୁ ଯେଉଁ ଲୋକମାନଙ୍କୁ ତୁମ୍ଭେ ପ୍ରସ୍ତାବ କରିଅଛ, କବଳେ ସହେି ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବା ପାଇଁ ଯିବେ। କିନ୍ତୁ ସବୁଲୋକମାନେ ୟାଇ ପାରିବେ ନାହିଁ। ଏହାପରେ ସେ ହାରୋଣ ଓ ମାଶାଙ୍କେୁ ବିଦାଯ ଦେଲେ।

ମାଥିଉଲିଖିତ ସୁସମାଚାର 25:9

ଚ଼ତୁର ଝିଅମାନେ କହିଲେ, 'ନା, ନା, ଆମ୍ଭ ତଲେ ଆମ୍ଭ ସମସ୍ତଙ୍କ ପାଇଁ ୟଥେଷ୍ଟ ହବେ ନାହିଁ। ବରଂ ତୁମ୍ଭମାନେେ ଦୋକାନକୁ ଯାଇ ନିଜ ପାଇଁ କିଛି ତଲେ କିଣିଆଣ।'

ରେରିତମାନଙ୍କ କାର୍ଯ୍ୟର ବିବରଣ 10:14

ପିତର କହିଲେ, ନା ପ୍ରଭୁ। ମୁଁ କବେେ କୌଣସି ଅପବିତ୍ର ବା ଅପରିଷ୍କାର ଖାଦ୍ୟ ଖାଇ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:8

କିନ୍ତୁ ମୁଁ କହିଲି, 'ପ୍ରଭୁ, ମୁଁ ଏହା କଦାପି କରିବି ନାହିଁ, କାରଣ ମୁଁ କବେେ ଅପବିତ୍ର ଓ ଅପରିଷ୍କାର ଖାଦ୍ୟ ଖାଇନାହିଁ।'

Interlinear

Choose Theme