Home Bibles ☰ Books ରେରିତମାନଙ୍କ କାର୍ଯ୍ୟର ବିବରଣ 11:8 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 11:8 · ଓଡ଼ିଆ ବାଇବେଲ

କିନ୍ତୁ ମୁଁ କହିଲି, 'ପ୍ରଭୁ, ମୁଁ ଏହା କଦାପି କରିବି ନାହିଁ, କାରଣ ମୁଁ କବେେ ଅପବିତ୍ର ଓ ଅପରିଷ୍କାର ଖାଦ୍ୟ ଖାଇନାହିଁ।'

Cross references

ଲେବୀୟ ପୁସ୍ତକ 10:10

ତାହାଦ୍ବାରା ତୁମ୍ଭମାନେେ ପବିତ୍ର ଓ ଅପବିତ୍ର, ପୁଣି ଶୁଚି ଓ ଅଶୁଚି ମଧିଅରେ ପ୍ରଭଦେ ସ୍ପଷ୍ଟ ଭାବରେ ଜାଣିପାରିବ।

ଲେବୀୟ ପୁସ୍ତକ 11:47

ଅଶୁଚି ଓ ଶୁଚି ପ୍ରାଣୀମାନଙ୍କ ବିଷଯ ରେ ଲୋକମାନଙ୍କ ପାଇଁ ଏହିସବୁ ଶିକ୍ଷା ବ୍ଯବସ୍ଥା ଅଟେ। ତେଣୁ ସମାନେେ କେଉଁ ପ୍ରାଣୀ ଭକ୍ଷ୍ଯ ଓ କେଉଁ ପ୍ରଣୀ ଅଭକ୍ଷ୍ଯ ଜାଣି ପାରିବେ।

ଏଜ୍ରା 9:11

ହେ ପରମେଶ୍ବର, ତୁମ୍ଭେ ଆପଣା ଦାସ ଭବିଷ୍ଯଦ୍ବକ୍ତାଗଣ ଦ୍ବାରା ଆଜ୍ଞାକରି କହିଥିଲ, ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ। ତାହା ଅନ୍ୟ ଦେଶ ଗୋଷ୍ଠୀଯମାନଙ୍କ ଅଶୌଚ ଦ୍ବାରା ଅଶୁଚି ଦେଶ ହାଇେଅଛି। ସମାନଙ୍କେର ଘୃଣାୟୋଗ୍ଯ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ୟ୍ଯନ୍ତ ସମାନଙ୍କେ ପାପରେ ପରିପୂର୍ଣ୍ଣ କରିଅଛି।

ହୋଶେୟ 9:3

ଇଶ୍ରାୟେଲୀୟମାନେ ସଦାପ୍ରଭୁଙ୍କ ରାଜ୍ଯ ରେ ରହିପାରିବେ ନାହିଁ। ଇଫ୍ରଯିମ ମିଶରକୁ ଫରେିବ। ଅଶୂରର ଯେଉଁ ଖାଦ୍ୟ ଖାଇବାକୁ ମନା ସହେି ଖାଦ୍ୟ ସମାନେେ ଖାଇବେ।

ମାର୍କଲିଖିତ ସୁସମାଚାର 7:2

ସମାନେେ ଯୀଶୁଙ୍କର କେତକେ ଶିଷ୍ଯଙ୍କୁ ଅପବିତ୍ର ହାତ ରେ ଅର୍ଥାତ୍ ନିର୍ଦ୍ଧାରିତ ପଦ୍ଧତି ରେ ହାତ ନ ଧୋଇ ଖାଉଥିବାର ଦେଖିଲେ।

ରୋମୀୟଙ୍କ ପ୍ରତି ପତ୍ର 14:14

ମୁଁ ପ୍ରଭୁ ଯୀଶୁଙ୍କଠା ରେ ରହିଥିବାରୁ, ମୁଁ ଜାଣେ ଯେ, ନିଶ୍ଚୟ କୌମସି ଭୋଜନ ଆପେ ଆପେ ଅଶୁଚି ହୁଏ ନାହିଁ। କିନ୍ତୁ ଯଦି ୟଣେ କୌଣସି ଖାଦ୍ୟକୁ ଅଶୁଚି ବୋଲି ବିଶ୍ବାସ କରେ, ସହେି ଖାଦ୍ୟ ତା ପାଇଁ ଅଶୁଚି ହୁଏ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:14

ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ନ କରୁଥବା ପତି, ତା'ର ବିଶ୍ବାସ କରୁଥିବା ପତ୍ନୀ ମାଧ୍ଯମ ରେ ପବିତ୍ର କରାଯାଇଅଛି। ସହେିଭଳି ବିଶ୍ବାସ ନ କରୁଥିବା ପତ୍ନୀ, ତା' ବିଶ୍ବାସ କରୁଥିବା ପତି ମାଧ୍ଯମ ରେ ପବିତ୍ର କରାଯାଇ ଅଛି। ଯଦି ଏହା ସତ୍ଯ ହାଇେ ନଥାନ୍ତା, ତା' ହେଲେ ତୁମ୍ଭମାନଙ୍କ ସନ୍ତାନମାନେ କଦାପି ଶୁଚି ହାଇେ ନ ଥାନ୍ତେ। କିନ୍ତୁ ସମାନେେ ଏବେ ପବିତ୍ର ଅଟନ୍ତି।

Interlinear

Choose Theme