ତୁମ୍ଭମାନେେ ଇଦୋମୀଯ ଲୋକମାନଙ୍କୁ ଘୃଣା କରିବା ଉଚିତ୍ ନକ୍ସ୍ଟ ହେଁ। କାରଣ ସମାନେେ ତୁମ୍ଭମାନଙ୍କର ଭାଇ ଅଟନ୍ତି ଏବଂ ତୁମ୍ଭମାନେେ ମିଶରୀଯମାନଙ୍କୁ ଘୃଣା କରିବା ଉଚିତ୍ ନକ୍ସ୍ଟ ହେଁ କାରଣ ତୁମ୍ଭମାନେେ ସମାନଙ୍କେ ଦେଶ ରେ ବିଦେଶୀପରି ବାସ କରୁଥିଲ।
Cross references
ଉପୟୁକ୍ତ ସମୟରେ ରିବିକା ଜାଆଁଳା ପୁତ୍ର ଜନ୍ମ ଦେଲେ।
ତହୁଁ ସେ ଯାକୁବକୁ କହିଲା, ମୁଁ ବହୁତ ଥକି ୟାଇଛି ମତେ ଦୟାକରି ସହେି ଲାଲ ପଦାର୍ଥରୁ କିଛି ଦିଅ। ଏହି ନାମନ୍ତେ ତା'ର ନାମ ଇଦୋମ ନାମ ରେ ଖ୍ଯାତ ହେଲେ।
ଫାରୋ ଯୋଷଫଙ୍କେୁ କହିଲେ, ତୁମ୍ଭର ଭାଇମାନଙ୍କୁ କୁହ ତାଙ୍କର ପଶୁମାନଙ୍କୁ ଖାଦ୍ୟ ଶସ୍ଯ ରେ ଲଦି ଦିଅନ୍ତୁ ଏବଂ କିଣାନ ଦେଶକୁ ଚାଲିୟାଆନ୍ତୁ।
ତାଙ୍କ ସହିତ ତାଙ୍କର ପୁଅ, ଝିଅ, ନାତି ଓ ନାତୁଣି ସମସ୍ତେ ମିଶରକୁ ଗଲେ।
ତୁମ୍ଭେ ସମାନଙ୍କେୁ ମିଶର ରେ ଯେ କୌଣସି ସ୍ଥାନ ରେ ଆମ୍ଭମାନଙ୍କର ଭୂମିର ଅଂଶରୁ ନିଜର ରୁଚି ଅନୁସାରେ ଦଇପୋର। ମିଶରର ସବୁଠାରୁ ଭଲ ଭୂମି ତୁମ୍ଭର ପିତା ଓ ତୁମ୍ଭର ଭାଇମାନଙ୍କୁ ଦିଅ। ସମାନେେ ଗୋନ ଦେଶ ରେ ରୁହନ୍ତୁ। ରହିବା ପାଇଁ ସମାନଙ୍କେୁ ଗୋଶନ ପ୍ରଦେଶ ଦିଅ। ଏବଂ ସମାନେେ ଯଦି ପାରଙ୍ଗମ ତବେେ ସମାନଙ୍କେୁ ମାରେ ପଶୁପଲଗୁଡ଼ିର ଅଧକ୍ଷ ଭାବରେ ନିୟୁକ୍ତି କର।
ଯୋଷଫେ ତାଙ୍କର ପିତା, ଭାଇମାନଙ୍କୁ ଏବଂ ସମାନଙ୍କେ ପରିବାରକୁ ଆବଶ୍ଯକ ପରିମାଣ ରେ ଖାଦ୍ୟ ଦେଲେ।
ସେ ସମୟରେ ଇଶ୍ରାୟେଲ (ଯାକୁବ) ମିଶର ରେ ଗୋଶନ ପ୍ରଦେଶ ରେ ବାସ କଲେ। ସଠାେରେ ଇଶ୍ରାୟେଲମାନେ ସଫଲ ହେଲେ ଏବଂ ସମାନଙ୍କେର ପରିବାରସବୁ ବୃଦ୍ଧି ପାଇଲା।
ମନରେଖ, ଅତୀତ ରେ ତୁମ୍ଭମାନେେ ମିଶର ରେ ବିଦେଶୀ ରୁପେ ଥିଲ। ତେଣୁ ତୁମ୍ଭ ଦେଶ ରେ କୌଣସି ବିଦେଶୀକୁ ଠକିବ ନାହିଁ କିମ୍ବା ଆଘାତ କରିବ ନାହିଁ।
ତୁମ୍ଭେ କବେବେି ବିଦେଶୀମାନଙ୍କ ପାଇଁ ଅନ୍ଯାଯ କର ନାହିଁ। ମନରେଖ, ଏକ ସମୟରେ ମଧ୍ଯ ତୁମ୍ଭମାନେେ ବିଦେଶୀ ଥିଲ ଯେତବେେଳେ ତୁମ୍ଭମାନେେ ମିଶର ରେ ବାସ କରୁଥିଲ।
ତୁମ୍ଭମାନେେ ସ୍ବଦେଶୀମାନଙ୍କ ପ୍ରତି ଯେପରି ଆଚରଣ କରିବ, ତୁମ୍ଭ ସହବାସୀ ବିଦେଶୀମାନଙ୍କ ପ୍ରତି ମଧ୍ଯ ସହେିପରି ଆଚରଣ କରିବ। ତୁମ୍ଭେ ସମାନଙ୍କେୁ ଆତ୍ମତୁଲ୍ଯ ପ୍ ରମେ କରିବ। କାରଣ ମିଶର ଦେଶ ରେ ତୁମ୍ଭମାନେେ ବିଦେଶୀ ଥିଲ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
ଅନନ୍ତର ମାଶାେ କାଦେଶରୁ ଇଦୋମୀଯ ରାଜା ନିକଟକୁ ଦୂତମାନଙ୍କ ଦ୍ବାରା କହି ପଠାଇଲେ, ତୁମ୍ଭର ଭ୍ରାତା ଇଶ୍ରାୟେଲ କହିଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେଉଁସବୁ କ୍ଲେଶ ଘଟି ଅଛି ଜାଣ।
ଏଥିପାଇଁ ତୁମ୍ଭମାନେେ ବିଦେଶୀକକ୍ସ୍ଟ ପ୍ ରମେ କର, କାରଣ ତୁମ୍ଭମାନେେ ମିଶର ଦେଶ ରେ ବିଦେଶୀ ଥିଲ।
ରଷୋଣ ଅରାମ ରେ ରାଜତ୍ବ କଲା। ସେ ଇଶ୍ରାୟେଲକୁ ଘୃଣା କଲା। ସେ ଶଲୋମନଙ୍କର ଓ ଇଶ୍ରାୟେଲର ୟାବଜ୍ଜୀବନ ବିପକ୍ଷ ହାଇେଥିଲା। ରଷୋଣ ଓ ହଦଦ୍ ଇଶ୍ରାୟେଲର ଅତି ଉତ୍ପାତର କାରଣ ଥିଲେ।
ଏଣୁ ହେ ଇଶ୍ରାୟେଲର ଲୋକମାନେ ତୁମ୍ଭର ସନ୍ତାନମାନଙ୍କୁ ସମାନଙ୍କେର ସନ୍ତାନମାନଙ୍କ ସହିତ ବିବାହ ଦିଅ ନାହିଁ। କିମ୍ବା ସମାନଙ୍କେ ଶାନ୍ତି ଓ ସୌଭାଗ୍ଯ ପାଇଁ କଦାପି ଚେଷ୍ଟା କରନାହିଁ। ତହିଁରେ ତୁମ୍ଭମାନେେ ବଳବାନ ହବେ। ଦେଶର ଉତ୍ତମ ଦ୍ରବ୍ଯ ଭୋଜନ କରିବ ଓ ସବୁଦିନ ପାଇଁ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିୟିବ। ମାତ୍ର ଆମ୍ଭମାନେେ ତୁମ୍ଭର ଏହି ଆଜ୍ଞା ପରିତ୍ଯାଗ କରିଅଛୁ।
ଏହାପରେ ଇଶ୍ରାୟେଲ ମିଶରକୁ ଆସିଲା। କିନ୍ତୁ ୟାକୁବ ହାମ ଦେଶରେ ବାସ କଲା।
ତୁମ୍ଭେ ଲଜ୍ଜିତ ହବେ ଓ ଚିରଦିନ ପାଇଁ ଧ୍ବଂସ ହବେ। କାରଣ, ତୁମ୍ଭେ ତୁମ୍ଭର ଭାଇ ଯାକୁବ ପ୍ରତି ଅତି ନିଷ୍ଠୁର ଥିଲ।
ସଦାପ୍ରଭୁ କହିଲେ, ଆମ୍ଭେ ତୁମ୍ଭ ସମସ୍ତଙ୍କୁ ପ୍ ରମେ କରିଅଛୁ।
ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ। ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ। ସେ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା କରି ଦେଲେ।