ଏହାପରେ ଯାକୁବ ବରେଶବୋ ଛାଡ଼ି ମିଶରକୁ ୟାତ୍ରା କଲେ। ଇଶ୍ରାଯାଲଙ୍କ ପୁତ୍ରମାନେ ତାଙ୍କ ପିତା ଯାକୁବଙ୍କୁ, ତାଙ୍କ ପିଲାମାନଙ୍କୁ ଏବଂ ତାଙ୍କ ସ୍ତ୍ରୀମାନେ ଫାରୋଙ୍କ ଦ୍ବାରା ପ୍ ରରେିତ ଶକଟ ରେ ଆସିଲେ।
Cross references
ତେଣୁ ଯାକୁବ ଫରେିୟିବା ପାଇଁ ପ୍ରସ୍ତୁତ ହେଲେ। ତେଣୁ ସେ ତାଙ୍କର ପୁତ୍ରମାନଙ୍କୁ ଓ ସ୍ତ୍ରୀମାନଙ୍କୁ ଓଟ ରେ ବସାଇଲେ।
ଏହାପରେ ଫାରୋ କହିଲେ, ତୁମ୍ଭର ଭାଇମାନେ ମିଶରର ସର୍ବୋତ୍ତମ ଶକଟ ଦ୍ବାରା ସମାନଙ୍କେର ଭୂମିକୁ ୟାତ୍ରା କରନ୍ତୁ ଏବଂ ସମାନଙ୍କେର ପିତା, ସମାନଙ୍କେର ସ୍ତ୍ରୀମାନଙ୍କୁ ଏବଂ ସମାନଙ୍କେର ପିଲାମାନଙ୍କୁ ଆଣନ୍ତୁ।
ତେଣୁ ଇଶ୍ରାୟେଲର ପୁତ୍ରମାନେ ସହେିପରି କଲେ। ଫାରୋ କହିବା ଅନୁସାରେ ଯୋଷଫେ ସମାନଙ୍କେୁ ଉତ୍ତମ ଶକଟମାନ ଦେଲେ। ତାଙ୍କର ୟାତ୍ରା ପାଇଁ ଆବଶ୍ଯକ ଦ୍ରବ୍ଯମାନ ମଧ୍ଯ ଦେଲେ।
ତା'ପରେ ଯୋଷଫଙ୍କେ ସମସ୍ତ କଥା ସମାନେେ ତାଙ୍କୁ କହିଲେ। ଏବଂ ଯାକୁବ ତାଙ୍କ ପାଇଁ ପଠାଇଥିବା ଶକଟ ମାନ ଦେଖିଲେ। ଏହାପରେ ଯାକୁବ ଅତ୍ଯନ୍ତ ଆନନ୍ଦି ହେଲେ।
ପୁନ୍ନରାଯ ଫାରୋ ମାଶାଙ୍କେୁ ଡାକିଲେ ଏବଂ କହିଲେ, ୟାଅ ସଦାପ୍ରଭୁଙ୍କର ଉପାସନା କର! ତୁମ୍ଭେ ତୁମ୍ଭର ପୁତ୍ରକନ୍ଯାମାନଙ୍କୁ ସାଙ୍ଗ ରେ ନଇୟୋଅ। କିନ୍ତୁ ତୁମ୍ଭର ମଷଗେୁଡିକୁ ଓ ଗୋରୁଗାଈଗୁଡିକ ନିଅ ନାହିଁ।
ହଁ, ସଦାପ୍ରଭୁଙ୍କ ଉପାସନା ପାଇଁ ଆମ୍ଭମାନଙ୍କର ପଶୁଗଣଙ୍କୁ ଆମ୍ଭମାନଙ୍କ ସହିତ ନବେୁ। ଏଠା ରେ ଗୋଟିଏ ହେଲେ ଖୁରା ହିଁ ରହିବ ନାହିଁ। କାରଣ ଆମ୍ଭମାନଙ୍କ ସଦାପ୍ରଭୁଙ୍କର ଉପାସନା ନିମନ୍ତେ ସମାନଙ୍କେ ମଧ୍ଯରୁ ବଳି ନବୋକୁ ହବେ। କଣ ଦଇେ ସଦାପ୍ରଭୁଙ୍କର ଉପାସନା କରିବାକୁ ହବେ, ତାହା ଆମ୍ଭମାନେେ ସଠାେରେ ଉପସ୍ଥିତ ନ ହେଲେ ଜାଣି ପାରିବୁ ନାହିଁ। ତେଣୁ ଆମ୍ଭମାନଙ୍କର ଯାହାସବୁ ଅଛି ଆମ୍ଭମାନଙ୍କୁ ସେସମସ୍ତ ଦ୍ରବ୍ଯ ସଙ୍ଗ ରେ ନଇେ ୟିବାକୁ ହବେ।
ତା'ପରେ ଯାକୁବ ମିଶର ଦେଶକୁ ଗଲେ। ସଠାେରେ ସେ ନିଜେ ଓ ଆମ୍ଭର ପୂର୍ବପୁରୁଷମାନେ ମୃତ୍ଯୁ ବରଣ କଲେ।