ତା'ପରେ ଯୋଷଫଙ୍କେ ସମସ୍ତ କଥା ସମାନେେ ତାଙ୍କୁ କହିଲେ। ଏବଂ ଯାକୁବ ତାଙ୍କ ପାଇଁ ପଠାଇଥିବା ଶକଟ ମାନ ଦେଖିଲେ। ଏହାପରେ ଯାକୁବ ଅତ୍ଯନ୍ତ ଆନନ୍ଦି ହେଲେ।
Cross references
ଏହାପରେ ଫାରୋ କହିଲେ, ତୁମ୍ଭର ଭାଇମାନେ ମିଶରର ସର୍ବୋତ୍ତମ ଶକଟ ଦ୍ବାରା ସମାନଙ୍କେର ଭୂମିକୁ ୟାତ୍ରା କରନ୍ତୁ ଏବଂ ସମାନଙ୍କେର ପିତା, ସମାନଙ୍କେର ସ୍ତ୍ରୀମାନଙ୍କୁ ଏବଂ ସମାନଙ୍କେର ପିଲାମାନଙ୍କୁ ଆଣନ୍ତୁ।
ପରମେଶ୍ବର ଲିହିସ୍ଥିତ ଏକ ଖୋଲ ବିଦିର୍ଣ୍ଣ କରିବାରକ୍ସ୍ଟ ତହିଁରକ୍ସ୍ଟ ଜଳ ନିର୍ଗତ ହେଲା। ଶାମ୍ଶାେନ୍ ସହେି ଜଳ ପାନ କଲେ ଏବଂ ତାଙ୍କର ଶକ୍ତି ଫରେି ଆସିଲା। ସେ ଏହି ସ୍ଥାନର ନାମ ଐନ୍ହକ୍କୋରୀ ଦେଲେ। ଯାହାକି ଏବେ ପର୍ୟ୍ଯନ୍ତ ଲିହି ରେ ଅଛି।
ସମାନେେ ମିଶରୀଯଙ୍କକ୍ସ୍ଟ ଡିମ୍ବିରି ଚକ୍ତିରକ୍ସ୍ଟ ଖଣ୍ଡେ ଓ ଦକ୍ସ୍ଟଇ ପନ୍ଡୋ କିସ୍ମିସ ଦେଲେ। ସେ ଖାଇ ସାରିବା ପରେ ଶାନ୍ତି ଅନକ୍ସ୍ଟଭବ କଲା। ସେ ତିନିଦିନ ଏବଂ ତିନିରାତି କିଛି ଖାଇ ନଥିଲେ, ପାଣି ପିଇଲେ ନାହିଁ।
ନିଶ୍ଚିତ ତୁମ୍ଭେ ଆଉଥରେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦବେ। ତଣେୁ ତୁମ୍ଭର ଲୋକମାନେ ତୁମ୍ଭ ସହିତ ଆନନ୍ଦ କରିବେ।
ତୃଷିତ ପ୍ରାଣକୁ ଶୀତଳ ଜଳ ଯେପରି, ଦୂର ଦେଶରୁ ଆସିଥିବା ସୁସମାଚାର ସହେିପରି ଅଟେ।
କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ପରମେଶ୍ବର, ସହେି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି ; ଆମ୍ଭେ ଉର୍ଦ୍ଧ୍ବ ଓ ପବିତ୍ର ସ୍ଥାନ ରେ ବାସ କରୁ। ଆଉ ମଧ୍ଯ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନିମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ।
ଦୁଇ ଦିନ ପ ରେ ସେ ଆମ୍ଭମାନଙ୍କୁ ପୁନର୍ଜୀବନ ଦବେେ। ତିନି ଦିନ ପ ରେ ସେ ଆମ୍ଭକୁ ଛିଡା କରାଇବେ। ତା'ପ ରେ ଆମ୍ଭେ ତାଙ୍କ ନିକଟରେ ବଞ୍ଚି ଉଠିବା।