Home Bibles ଯାତ୍ରା ପୁସ୍ତକ 10:24 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 10:24 · ଓଡ଼ିଆ ବାଇବେଲ

ପୁନ୍ନରାଯ ଫାରୋ ମାଶାଙ୍କେୁ ଡାକିଲେ ଏବଂ କହିଲେ, ୟାଅ ସଦାପ୍ରଭୁଙ୍କର ଉପାସନା କର! ତୁମ୍ଭେ ତୁମ୍ଭର ପୁତ୍ରକନ୍ଯାମାନଙ୍କୁ ସାଙ୍ଗ ରେ ନଇୟୋଅ। କିନ୍ତୁ ତୁମ୍ଭର ମଷଗେୁଡିକୁ ଓ ଗୋରୁଗାଈଗୁଡିକ ନିଅ ନାହିଁ।

Cross references

ଆଦି ପୁସ୍ତକ 34:23

ଯଦି ଆମ୍ଭେ ଏପରି କରିବା, ତବେେ ତାଙ୍କର ପଶୁମାନଙ୍କ ଦ୍ବାରା ଆମ୍ଭେ ଧନି ହାଇପୋରିବା। ତେଣୁ ଆମ୍ଭେ ସମାନଙ୍କେ ସହିତ ଚୁକ୍ତି କରିବା ଉଚିତ। ଏବଂ ସମାନେେ ଏହିଠା ରେ ଆମ୍ଭମାନଙ୍କ ସହିତ ବାସ କରିବେ।

ଯାତ୍ରା ପୁସ୍ତକ 8:28

ତେଣୁ ଫାରୋ କହିଲେ, ତେଣୁ ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିବାକୁ ମରୁଭୂମିକୁ ୟିବାକୁ ଅନୁମତି ଦବେି। କିନ୍ତୁ ତୁମ୍ଭମାନେେ ବେଶୀଦୂର ୟିବା ଉଚିତ୍ ନୁହେଁ। ବର୍ତ୍ତମାନ ୟାଅ ଏବଂ ମାେ ପାଇଁ ପ୍ରାର୍ଥନା କର।

ଯାତ୍ରା ପୁସ୍ତକ 9:28

ଏହି ଶିଳାବୃଷ୍ଟି ୟଥେଷ୍ଟ ହେଲା! ସଦାପ୍ରଭୁଙ୍କୁ କୁହ ଏହି ବୃଷ୍ଟି ବନ୍ଦ କରିବା ପାଇଁ ଏବଂ ମୁଁ ତୁମ୍ଭର ଲୋକମାନଙ୍କୁ ଛାଡି ଦବେି। ତୁମ୍ଭମାନଙ୍କର ଆଉ ଏଠା ରେ ରହିବା ଦରକାର ନାହିଁ।

ଯାତ୍ରା ପୁସ୍ତକ 10:8

ତେଣୁ ଫାରୋ ଆଜ୍ଞା ଦେଲେ, ତାଙ୍କର କର୍ମଚାରୀମାନଙ୍କୁ ଯେ, ତୁମ୍ଭମାନେେ ମାଶାେ ଓ ହାରୋଣଙ୍କୁ ଫରୋଇ ଆଣ। ଫାରୋ ସମାନଙ୍କେୁ କହିଲେ, ତୁମ୍ଭମାନେେ ୟାଅ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କର ଉପାସନା କର। କିନ୍ତୁ ମାେତେ କୁହ, କେଉଁମାନେ ୟିବ?

Interlinear

Choose Theme