ସମାନେେ ମଷେପାଳକ, ମନୁଷ୍ଯମାନେ ଯେଉଁମାନେ ଜୀବନ୍ତ ପ୍ରାଣୀର ଯତ୍ନ ଦିଅନ୍ତି। ଏଣୁ ସମାନେେ ଆପଣାମାନଙ୍କ ଗୋମଷୋଦି ପଲ ପ୍ରଭୃତି ସର୍ବସ୍ବ ଆଣିଛନ୍ତି।'
Cross references
ଏହାପରେ ହବା କଯିନର ଭାଇ ଏବଲଙ୍କୁ ଜନ୍ମ କଲେ। ଏବଲ ମଷେପାଳକ ଓ କଯିନ କୃଷକ ହେଲ।
ନୋହ କୃଷକ ହେଲ। ସେ କ୍ଷେତ୍ର ରେ ଦ୍ରାକ୍ଷା ବୃକ୍ଷ ରୋପଣ କଲେ।
ତେଣୁ ସମାନେେ ଯାହା ପା୍ରପ୍ତ ହାଇେଥିଲେ ପଦ୍ଦନ ଅରାମ ରେ ସମସ୍ତ ଜୀବନ୍ତ ବସ୍ତ୍ର ଓ ସମ୍ପତ୍ତି ନେଲେ ଏବଂ ଚାଲିଗଲେ। ସମାନେେ ପ୍ରସ୍ଥାନ କଲେ ଯାକୁବଙ୍କ ପିତା ଇସ୍ହାକଙ୍କ ଦେଶ କୀଣାନୀଯକୁ।
ଏହା ହେଉଛି ଯାକୁବ ପରିବାରର ଇତିହାସ।
ତୁମ୍ଭେ ପୁତ୍ର, ପୌତ୍ର ଓ ଗୋମଷୋଦି ସର୍ବସ୍ବ ସହିତ ଗୋଶନ ପ୍ରଦେଶ ରେ ବାସକରି ମାରେ ନିକଟବର୍ତ୍ତୀ ହବେ।
ତୁମ୍ଭେ ତାଙ୍କୁ କହିବ. 'ଆମ୍ଭେ ମଷେପାଳକ ଅଟୁ, ଆମ୍ଭ ପରିବାର ସମସ୍ତେ ମଷେପାଳକ ଓ ଆମ୍ଭ ପୂର୍ବରୁ ଯେତବେେଳେ ଆମ୍ଭେ ୟୁବା ଥିଲୁ, ଜୀବନ୍ତ ପ୍ରଣୀମାନଙ୍କର ଯତ୍ନ ନେଉଥିଲୁ।' ଏହାପରେ ଫାରୋ ତୁମ୍ଭମାନଙ୍କୁ ଗୋଶନ ରେ ରହିବାକୁ ଅନୁମତି ଦବେେ। କାରଣ ମିଶରର ଲୋକମାନେ ମଷେପାଳକଙ୍କୁ ସମାନଙ୍କେର ଅଞ୍ଚଳ ପାଖ ରେ ରଖିବାକୁ ପସନ୍ଦ କରନ୍ତି ନାହିଁ।
ଫାରୋ ତାଙ୍କର ଭାଇମାନଙ୍କୁ ପଚାରିଲେ, ତୁମ୍ଭେ କି କାର୍ୟ୍ଯ କରୁଅଛ?
ଯିଥ୍ରୋ ମାଶାଙ୍କେର ଶ୍ବଶୁର ଥିଲେ। ଯିଥ୍ରୋମିଦିଯନୀଯମାନଙ୍କ ଯାଜକ ଥିଲେ। ମାଶାେ ତାଙ୍କ ଶ୍ବଶୁରଙ୍କର ମଷେପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମାଶାେ ତାଙ୍କ ମଷେପଲଙ୍କୁ ମରୁଭୂମିର ପଶ୍ଚିମପଟକୁ ଆଗଇେ ନେଲେ। ମାଶାେ ହାରେବେ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ବରଙ୍କର ପର୍ବତ ଥିଲା।
ଶାମକ୍ସ୍ଟଯଲେ ୟିଶୀଙ୍କକ୍ସ୍ଟ କହିଲେ, ତୁମ୍ଭର ସବୁ ସନ୍ତାନ କ'ଣ ଏଠା ରେ ଅଛନ୍ତି?
କିନ୍ତୁ ଦାଉଦ ଆପଣା ପିତାର ମଷେପଲ ଚରାଇବା ନିମନ୍ତେ ଶାଉଲଙ୍କ ନିକଟରକ୍ସ୍ଟ ବୈଥଲହମେକକ୍ସ୍ଟ ସମୟ ସମୟରେ ୟାଅ ଆସ କରୁଥାନ୍ତି।
ପୁଣି ହୀରମ ସହେି ଜାହାଜ ରେ ଶଲୋମନଙ୍କ ଦାସମାନଙ୍କ ସହିତ ସାମୁଦ୍ରିକ କର୍ମ ରେ ନିପୁଣ ଆପଣା ଦାସ ନାବିକମାନଙ୍କୁ ପଠାଇଲେ।
ଆହାବ୍ ଓବଦିଯକୁ କହିଲେ, ମାେ ସହିତ ଆସ, ଆସ ୟିବା ଏବଂ ଦେଶର ସବୁ ଝରଣା ଓ ନଦୀ କୂଳ ଦେଖିବା। ଆମ୍ଭେ ଯଦି ଆମ୍ଭର ଅଶ୍ବଗୁଡିକ ଓ ଗଧମାନଙ୍କ ପାଇଁ ପ୍ରଚୁର ଘାସ ପାଇ ପାରିବା ତବେେ ଆମ୍ଭେ ଆମ୍ଭର ପଶୁମାନଙ୍କୁ ବଧ କରିବାକୁ ପଡିବ ନାହିଁ।
ପରମେଶ୍ବର ଦାଉଦଙ୍କୁ ତାଙ୍କର ବିଶଷେ ଦାସରୂପେ ମନୋନୀତ କଲେ ଓ ମଷେ ଜଗିବା କାମରୁ ଆଣି ତାଙ୍କୁ ଗ୍ରହଣ କଲେ।
ମଷେଶାବକ ମଷେମାନଙ୍କୁ ଚରାଇଲା ପରି ସେ ଆପଣା ଲୋକମାନଙ୍କର ଯତ୍ନ ନବେେ। ମଷେ ଛୁଆମାନଙ୍କୁ ସେ ନିଜର ବାହୁ ବଳ ରେ ସଂଗ୍ରହ କରିବେ ଓ ନିଜର କୋଳ ରେ ସମାନଙ୍କେୁ ବହି ନବେେ। ସମାନଙ୍କେର ମାଆମାନେ ପେଛ ପେଛ ଯିବେ।
ସହେି ଲୋକମାନେ କହିବେ, 'ମୁଁ ଜଣେ ଭବିଷ୍ଯଦ୍ବକ୍ତା ନୁହେଁ, ମୁଁ ଜଣେ କୃଷକ। ଏହି ଭୂମି ମାରେ ବାଲ୍ଯକାଳରୁ ମାରେ ଅଧିକାର ରେ ଅଛି।'