ଆଦି ପୁସ୍ତକ 46:33 · ଓଡ଼ିଆ ବାଇବେଲ
ତହିଁରେ ଫାରୋ ତୁମ୍ଭମାନଙ୍କୁ ଡ଼କାଇ 'ତୁମ୍ଭର ବ୍ଯବସାଯ ବିଷଯ ରେ ପଚାରିବେ।'
Cross references
ଆଦି ପୁସ୍ତକ 46:32
ସମାନେେ ମଷେପାଳକ, ମନୁଷ୍ଯମାନେ ଯେଉଁମାନେ ଜୀବନ୍ତ ପ୍ରାଣୀର ଯତ୍ନ ଦିଅନ୍ତି। ଏଣୁ ସମାନେେ ଆପଣାମାନଙ୍କ ଗୋମଷୋଦି ପଲ ପ୍ରଭୃତି ସର୍ବସ୍ବ ଆଣିଛନ୍ତି।'
ଆଦି ପୁସ୍ତକ 47:2
ଯୋଷଫେ ତାଙ୍କର ଭାଇମାନଙ୍କ ମଧ୍ଯରୁ ପାଞ୍ଚ ଜଣଙ୍କୁ ନଇେ ଫାରୋଙ୍କ ସହିତ ସାକ୍ଷାତ କରାଇଲେ।
ଆଦି ପୁସ୍ତକ 47:3
ଫାରୋ ତାଙ୍କର ଭାଇମାନଙ୍କୁ ପଚାରିଲେ, ତୁମ୍ଭେ କି କାର୍ୟ୍ଯ କରୁଅଛ?
ଯୂନସ 1:8
ତା'ପ ରେ ଲୋକମାନେ ୟୂନସକୁ କହିଲେ, ଏହା ହେଉଛି ତୁମ୍ଭର ଦୋଷ, ଯାହା ଯୋଗୁଁ ଆମ୍ଭମାନଙ୍କର ଏହି ଭୟଙ୍କର ଦୁଃଖ ଘଟୁଛି। ତେଣୁ ତୁମ୍ଭେ କ'ଣ କରିଛ ଆମ୍ଭମାନଙ୍କୁ କୁହ। ତୁମ୍ଭର କାମ କ'ଣ? ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭର ଘର କେଉଁଠି? ତୁମ୍ଭର ଲୋକ କିଏ?