ଗଣନା ପୁସ୍ତକ 1:30 · ଓଡ଼ିଆ ବାଇବେଲ
ସବୂଲୂନ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
Cross references
ଆଦି ପୁସ୍ତକ 30:20
ଲୟୋ କହିଲା, ପରମେଶ୍ବର ମାେତେ ଏକ ସୁନ୍ଦର ଉପହାର ଦେଲେ। ବର୍ତ୍ତମାନ ଯାକୁବ ମାେତେ ସମାଦାର କରିବେ। କାରଣ ମୁଁ ତାଙ୍କୁ ଛଅଟି ପୁତ୍ର ଦଇେଅଛି। ତେଣୁ ଲୟୋ ତାହାର ନାମ ସବୂଲୂନ୍ ଦଲୋ।
ଆଦି ପୁସ୍ତକ 46:14
ସବଲୂନର ପୁତ୍ର, ସରଦେ, ଏଲୋନ୍ ଓ ୟହଲଲେ।
ଆଦି ପୁସ୍ତକ 49:13
ସବୂଲୂନ୍ ସମୁଦ୍ର କୂଳ ରେ ବାସ କରିବ। ସେ ଜାହାଜର ଆଶ୍ରିତ ହବେ। ପୁଣି ସୀଦୋନ ପର୍ୟ୍ଯନ୍ତ ତାହାର ଅଧିକାର ସୀମା ହବେ।
ଗଣନା ପୁସ୍ତକ 2:7
ସବୁଲୂନର ଗୋଷ୍ଠୀ ମଧ୍ଯ ଯିହୁଦାର ପାଶର୍ବ ରେ ଛାଉଣୀ ସ୍ଥାପନ କରିବେ, ହେଲୋନର ପୁତ୍ର ଇଲୀଯାବ ସବୁଲୂନର ଲୋକମାନଙ୍କର ଅଧିପରି ହବେ।
ଗଣନା ପୁସ୍ତକ 26:26
ସବୁଲୂନ ପରିବାରବର୍ଗର ପରିବାରଗୁଡିକ ହେଲେ: ସରଦେଠାରୁ ସରଦେୀଯ ଗୋଷ୍ଠୀ; ଏଲୋନଠାରୁ ଏଲୋନୀଯ ଗୋଷ୍ଠୀ, ୟହଲଲଠାରୁେ ୟହଲଲେୀଯ ଗୋଷ୍ଠୀ।