ଯୋଷଫେ ତାଙ୍କର ଭାଇମାନଙ୍କୁ କହିଲେ, ମୁଁ ତୁମ୍ଭର ଭାଇ ଯୋଷଫେ ଅଟେ। ମାରେ ପିତା କୁଶଳ ରେ ତ? କିନ୍ତୁ ତାଙ୍କ ଭାଇମାନେ କିଛି ଉତ୍ତର ଦେଲେ ନାହିଁ, କାରଣ ସମାନେେ ଭୟ କରୁଥିଲେ।
Cross references
କିନ୍ତୁ ବର୍ତ୍ତମାନ ତୁମ୍ଭ ନିକଟକୁ ବିପଦ ଆସିଛି ଓ ତୁମ୍ଭେ ହତାଶ ହାଇେଛ, ବିପଦ ତୁମ୍ଭକୁ ଆଘାତ କରିଛି ଓ ତୁମ୍ଭେ ବିବ୍ରତ ହେଉଛ।
ସେଥିପାଇଁ ମୁଁ ପରମେଶ୍ବରଙ୍କୁ ଭୟ କରେ। ମୁଁ ଏକଥା ବୁଝିପା ରେ। ତେଣୁ ମୁଁ ପରମେଶ୍ବରଙ୍କୁ ଭୟ କରେ।
ଆମ୍ଭେ ଦାଉଦ ପରିବାର ଓ ୟିରୁଶାଲମ ନିବାସୀଙ୍କ ଉପ ରେ ଦୟା ଓ ବିନତୀର ଆତ୍ମା ବୃଷ୍ଟି କରିବା। ସମାନେେ ଆମ୍ଭକୁ ଦେଖିବେ, ଯାହାକୁ ସମାନେେ ବିନ୍ଧି କଲେ। ଏବଂ ସମାନେେ ଶାେକ କରିବେ। ସମାନେେ ଏପରି ଶାେକ କରିବେ ଯେ, ନିଜର ଏକମାତ୍ର ପୁତ୍ରର ମୃତ୍ଯୁ ରେ ଜଣେ ଯେପରି ଶାେକ କରେ। ସମାନେେ ବ୍ଯାକୁଳ ହାଇେ କାନ୍ଦିବେ, ଯେପରି ଜଣେ ଜେଷ୍ଠପୁତ୍ରର ମୃତ୍ଯୁ ରେ କାନ୍ଦନ୍ତି।
ଶିଷ୍ଯମାନେ ତାହାଙ୍କୁ ହ୍ରଦ ଉପରେ ଚାଲିକରି ଆସୁ ଥିବାର ଦେଖି ଭୟଭୀତ ହେଲେ। ସମାନେେ କୁହାକୁହି ହେଲେ, ଏତ ଗୋଟିଏ ଭୂତ। ସମାନେେ ଭୟ ରେ ଚିତ୍କାର କଲେ।
ସମସ୍ତ ଶିଷ୍ଯମାନେ ଯମେିତି ତାହାଙ୍କୁ ଦେଖିଲେ ସମାନେେ ଡରିଗଲେ। ଯୀଶୁ ତୁରନ୍ତ ସମାନଙ୍କେୁ କହିଲେ, ସାହାସ ଧର। ଇଏ ମୁଁ, ଭୟ କର ନାହିଁ।
ଶିମାନେ ପିତର ଏବଂ ସମସ୍ତ କେଉଟମାନେ ଏତେ ଗୁଡିଏ ମାଛ ଧରିପାରିଥିବାରୁ ଆଶ୍ଚର୍ୟ୍ଯ ହାଇଗେଲେ।
ଏଥି ରେ ଶିଷ୍ଯମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଡରିଗଲେ। ସମାନେେ ଭାବିଲେ ଯେ, ସମାନେେ ଗୋଟିଏ ଭୂତ ଦେଖୁଛନ୍ତି।
ସମାନଙ୍କେର ଦ୍ବିତୀୟ ଥର ୟିବା ସମୟରେ ଯୋଷଫେ ନିଜ ଭାଇମାନଙ୍କ ପାଖ ରେ ପରିଚ଼ିତ ହେଲେ ଓ ଫାରୋ ଯୋଷଫଙ୍କେ ପରିବାର ବିଷୟ ରେ ଜାଣିଲେ।
ଶାଉଲ କହିଲେ, ପ୍ରଭୁ, ତୁମ୍ଭେ କିଏ?
ଦେଖ, ଯୀଶୁ ମେଘମାଳା ରେ ଆସୁଅଛନ୍ତି। ପ୍ରେତ୍ୟକକ ଲୋକର ଚକ୍ଷୁ ତାହାଙ୍କୁ ଦେଖିବ ଏପରିକି ତାହାଙ୍କୁ ବିଦ୍ଧ କରିଥିବା ଲୋକମାନେ ମଧ୍ଯ ତାହାଙ୍କୁ ଦେଖିବେ। ଏ ପୃଥିବୀର ସବୁ ଜାତିର ଲୋକମାନେ ତାହାଙ୍କ ଆଗମନ ରେ ଉଚ୍ଚସ୍ବର ରେ ରୋଦନ କରିବେ। ହଁ, ଏହା ଘଟିବ। ଆମେନ୍।