Home Bibles ମାଥିଉଲିଖିତ ସୁସମାଚାର 14:26 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 14:26 · ଓଡ଼ିଆ ବାଇବେଲ

ଶିଷ୍ଯମାନେ ତାହାଙ୍କୁ ହ୍ରଦ ଉପରେ ଚାଲିକରି ଆସୁ ଥିବାର ଦେଖି ଭୟଭୀତ ହେଲେ। ସମାନେେ କୁହାକୁହି ହେଲେ, ଏତ ଗୋଟିଏ ଭୂତ। ସମାନେେ ଭୟ ରେ ଚିତ୍କାର କଲେ।

Cross references

ପ୍ରଥମ ଶାମୁୟେଲ 28:12

ସେ ସ୍ତ୍ରୀ ଲୋକଟି ଶାମୁୟେଲଙ୍କୁ ଦେଖି ରଡି କରିବାକୁ ଲାଗିଲା। ସେ ସ୍ତ୍ରୀ ଲୋକଟି ଶାଉଲଙ୍କକ୍ସ୍ଟ କହିଲା, ତୁମ୍ଭେ ମାେତେ କାହିଁକି ପ୍ରତାରଣା କଲ? ତୁମ୍ଭେ ଶାଉଲ।

ଆୟୁବ ପୁସ୍ତକ 4:14

ମୁଁ ଭୟଭୀତ ହଲିେ ଓ ମାରେ ହାତସବୁ ଥରିଲା।

ଦାନିଏଲ 10:6

ତାହାଙ୍କ ଶରୀର ମଣି ତୁଲ୍ଯ ଚକମକ କରୁଥିଲା, ତାଙ୍କର ମୁଖ ଉଜ୍ଜ୍ବଳ ବୁଦ୍ଯୁତ୍ର ଆଲୋକ ତୁଲ୍ଯ, ଚକ୍ଷୁ ଜ୍ବଳନ୍ତ ମଶାଲ ତୁଲ୍ଯ ଓ ତାହାଙ୍କ ହସ୍ତ ଓ ପାଦ ପରିସ୍କୃତ ପିତ୍ତଳର ଆଭା ତୁଲ୍ଯ ଥିଲା। ଆଉ ତାଙ୍କର ସ୍ବର ଜନଗହଳିର ରବତୁଲ୍ଯ ଉଚ୍ଚ ଥିଲା।

ମାର୍କଲିଖିତ ସୁସମାଚାର 6:49

ସେତବେେଳେ ତାହାଙ୍କ ଶିଷ୍ଯମାନେ ତାହାଙ୍କୁ ହ୍ରଦ ଉପରେ ଚାଲୁଥିବାର ତେଖି ତାହାଙ୍କୁ ଭୂତ ବୋଲି ଭାବି ନେଲେ। ସମାନେେ ଚିତ୍କାର କରିବାକୁ ଲାଗିଲେ।

ଲୂକଲିଖିତ ସୁସମାଚାର 1:11

ସହେି ସମୟରେ ଜିଖରିୟଙ୍କ ଆଗ ରେ ପ୍ରଭୁଙ୍କର ଜଣେ ସ୍ବର୍ଗଦୂତ ଦର୍ଶନ ଦେଲେ। ସେ ଧୂପବଦେୀର ଡାହାଣ ପଟେ ଠିଆ ହାଇେଥିଲେ।

ଲୂକଲିଖିତ ସୁସମାଚାର 24:5

ସ୍ତ୍ରୀ ଲୋକମାନେ ଖୁବ୍ ଡରିଗଲେ। ସମାନେେ ତାହାଙ୍କର ମୁଣ୍ଡ ନୂଆଁଇଲେ। ସହେି ଦୁଇଜଣ ଦୂତ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ ଜଣେ ମୃତ ଲୋକକୁ ଏଠା ରେ କାହିଁକି ଖୋଜୁଛ? ଏହା ତ ମୃତ ଲୋକମାନଙ୍କର ସ୍ଥାନ।

ଲୂକଲିଖିତ ସୁସମାଚାର 24:37

ଏଥି ରେ ଶିଷ୍ଯମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଡରିଗଲେ। ସମାନେେ ଭାବିଲେ ଯେ, ସମାନେେ ଗୋଟିଏ ଭୂତ ଦେଖୁଛନ୍ତି।

ଲୂକଲିଖିତ ସୁସମାଚାର 24:45

ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ସବୁ ଶାସ୍ତ୍ର ବିଷୟ ବୁଝାଇଲେ। ତାହାଙ୍କ ବିଷୟ ରେ ଯାହା ସବୁ ଲଖାେ ଯାଇଥିଲା, ଯୀଶୁ ସମାନଙ୍କେୁ ସବୁ ବୁଝାଇଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:15

ବିଶ୍ବାସୀମାନେ ରୋଦର କଥା ଶୁଣି ତାହାକୁ କହିଲେ, ତୁ ପାଗଳୀ, କିନ୍ତୁ ସେ ତା କଥା ସତ୍ଯ ବୋଲି ଦୃଢ଼ଭାବେ କହିବାକୁ ଲାଗିଲା। ସମାନେେ କହିଲେ, ସେ ନିଶ୍ଚୟ ପିତରଙ୍କର ଦୂତ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:17

ମୁଁ ତାହାଙ୍କୁ ଦେଖି, ତାହାଙ୍କ ପାଦତଳେ ଗୋଟିଏ ମୃତ ମଣିଷ ପରି ପଡ଼ିଗଲି। ମାେ ଉପରେ ଆପଣା ଡ଼ାହାଣ ହାତ ରଖି ସେ କହିଲେ, ଭୟ କର ନାହିଁ। ମୁଁ ପ୍ରଥମ ଓ ଶଷେ।

Interlinear

Choose Theme