Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 7:13 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 7:13 · ଓଡ଼ିଆ ବାଇବେଲ

ସମାନଙ୍କେର ଦ୍ବିତୀୟ ଥର ୟିବା ସମୟରେ ଯୋଷଫେ ନିଜ ଭାଇମାନଙ୍କ ପାଖ ରେ ପରିଚ଼ିତ ହେଲେ ଓ ଫାରୋ ଯୋଷଫଙ୍କେ ପରିବାର ବିଷୟ ରେ ଜାଣିଲେ।

Cross references

ଆଦି ପୁସ୍ତକ 45:1

ଯୋଷଫେ ନିଜକୁ ବେଶି ଦିନ ନିଯନ୍ତ୍ରଣ ରେ ରଖି ପାରି ନଥିଲେ। ଯୋଷଫେ ସମସ୍ତ ଲୋକଙ୍କୁ ସମ୍ମୁଖ ରେ ଡ଼ାକି କହିଲେ, ସମସ୍ତେ ଏଠାରୁ ଚାଲିୟାଅ। ତେଣୁ କହେି ନଥିଲା ବେଳେ ଯୋଷଫେ ନିଜକୁ ଭାଇମାନଙ୍କ ସମ୍ମୁଖ ରେ ପରିଚିତ କରାଇଲେ।

ଆଦି ପୁସ୍ତକ 46:31

ଯୋଷଫେ ତାଙ୍କର ଭାଇମାନଙ୍କୁ କହିଲେ, ଏବଂ ତାଙ୍କ ପିତାଙ୍କର ପରିବାରବର୍ଗଙ୍କୁ, ମୁଁ ୟାଇ ଫାରୋଙ୍କୁ କହିବି ଯେ ତୁମ୍ଭମାନେେ ଏଠା ରେ ଅଛ। ମୁଁ ଫାରୋଙ୍କୁ କହିବି, ' ମାରେ ଭାଇମାନେ ଓ ମାରେ ପିତାଙ୍କର ଅନ୍ୟ ପରିବାରବର୍ଗ କିଣାନ ଦେଶ ଛାଡ଼ି ଏବେ ମାେ ପାଖ ରେ ଏହିଠା ରେ ଅଛନ୍ତି।

Interlinear

Choose Theme