Home Bibles ଆଦି ପୁସ୍ତକ 42:33 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 42:33 · ଓଡ଼ିଆ ବାଇବେଲ

ଏହାପରେ ସେ ଦେଶର କର୍ତ୍ତା ଆମ୍ଭମାନଙ୍କୁ କହିଲେ, 'ତୁମ୍ଭର ସାଧୁତାର ପ୍ରମାଣ ଦବୋ ପାଇଁ ଏହା ଏକ ବାଟ। ତୁମ୍ଭର ଜଣେ ଭାଇକୁ ଏହିଠା ରେ ମାେ ପାଖ ରେ ଛାଡ଼ି ଦଇେ ୟାଅ। ଏହି ଶସ୍ଯ ତୁମ୍ଭର ପରିବାର ପାଇଁ ନଇୟୋଅ।

Cross references

ଆଦି ପୁସ୍ତକ 42:15

କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ ତୁମ୍ଭର ସତ୍ଯତାର ପ୍ରମାଣ ଦଖାେଅ। ଫାରୋଙ୍କ ନାମ ରେ ମୁଁ ଶପଥ କରୁଛି ଯେ, ତୁମ୍ଭର ସାନଭାଇ ଏଠାକୁ ନା ଆସିବା ପର୍ୟ୍ଯନ୍ତ ମୁଁ ତୁମ୍ଭମାନଙ୍କୁ ୟିବାକୁ ଦବେି ନାହିଁ।

ଆଦି ପୁସ୍ତକ 42:19

ଯଦି ତୁମ୍ଭମାନେେ ବାସ୍ତବ ରେ ବିଶ୍ବାସୀ ଲୋକ, ତବେେ ତୁମ୍ଭ ଭାଇମାନଙ୍କ ମଧ୍ଯରୁ କହେି ଜଣେ କାରାଗାର ରେ ରହୁ। ଏବଂ ଅନ୍ୟ ସମସ୍ତେ ଶସ୍ଯ ନଇେ ତୁମ୍ଭ ଲୋକମାନଙ୍କ ପାଇଁ ନଇେ ୟାଇପାର।

Interlinear

Choose Theme