Home Bibles ☰ Books ଆଦି ପୁସ୍ତକ 41:51 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 41:51 · ଓଡ଼ିଆ ବାଇବେଲ

ପ୍ରଥମ ପୁତ୍ରର ନାମ ଦେଲେ ମନଃଶି। ଯୋଷଫେ ତାଙ୍କର ନାମ ଏହିପରି ଦେଲେ କାରଣ ଯୋଷଫେ କହିଲେ, ପରମେଶ୍ବର ମାହେର ସମସ୍ତ କ୍ଲେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇଛନ୍ତି।

Cross references

ଆଦି ପୁସ୍ତକ 41:30

କିନ୍ତୁ ତା'ପେଛ ସାତବର୍ଷ ଦୁର୍ଭିକ୍ଷ ପଡ଼ିବ। ସମସ୍ତ ସୁଭିକ୍ଷ ମିଶରଦେଶରୁ ବିସ୍ତୃତ ହବେ। ଦୁର୍ଭିକ୍ଷ ଦେଶକୁ ଧ୍ବଂସ କରିବ।

ଆଦି ପୁସ୍ତକ 48:5

ଏବଂ ବର୍ତ୍ତମାନ ତୁମ୍ଭର ଦୁଇ ପୁତ୍ର ଅଛନ୍ତି। ଏହି ଦୁଇ ପୁତ୍ର ମିଶର ରେ ମାରେ ଆସିବା ପୂର୍ବରୁ ଜନ୍ମିଛନ୍ତି। ତୁମ୍ଭର ଦୁଇ ପୁତ୍ର ଇଫ୍ରଯିମ ଓ ମନଃଶି ମାେ ନିଜର ପୁତ୍ର ପରି। ସମାନେେ ରୂବନେ ଓ ସିମିଯୋନଙ୍କ ପରି ମାେ ପାଇଁ ଅଟନ୍ତି।

ଆଦି ପୁସ୍ତକ 48:13

ଯୋଷଫେ ସେ ଦୁହିଁଙ୍କୁ ନଇେ ଆପଣା ଦକ୍ଷିଣ ହସ୍ତ ରେ ଇଫ୍ରଯିମକୁ ଧରି ଇଶ୍ରାୟେଲଙ୍କ ବାମ ଭାଗ ରେ ଓ ବାମ ହସ୍ତ ରେ ମନଃଶିକୁ ଧରି ଇଶ୍ରାୟେଲଙ୍କ ଦକ୍ଷିଣ ଭାଗ ରେ ଉପସ୍ଥିତ କରାଇଲେ।

ଆଦି ପୁସ୍ତକ 48:18

ଯୋଷଫେ ତାଙ୍କର ପିତାଙ୍କୁ କହିଲେ, ଆପଣ ଆପଣଙ୍କର ଦକ୍ଷିଣ ହସ୍ତ ଭୁଲ ରେ ରଖି ଅଛନ୍ତି। ମନଃଶି ପ୍ରଥମଜାତ ସନ୍ତାନ। ଆପଣ ଆପଣଙ୍କର ଦକ୍ଷିଣ ହସ୍ତ ମନଃଶିର ମସ୍ତକରେ ରଖନ୍ତୁ।

ଗଣନା ପୁସ୍ତକ 26:28

ଯୋଷଫଙ୍କେ ଦୁଇପୁତ୍ର ହେଲେ ମନଃଶି ଓ ଇଫ୍ରଯିମ। ଏମାନେ ପ୍ରେତ୍ୟକକ ଏକ ଏକ ପରିବାରବର୍ଗ ହେଲେ।

ଦିତୀୟ ବିବରଣ 33:17

ଯୋଷଫେ ହେଉଛନ୍ତି, ଶକ୍ତିଶାଳୀ ବୃଷଭ ପରି। ତାଙ୍କର ଦକ୍ସ୍ଟଇପକ୍ସ୍ଟତ୍ର ତାଙ୍କର ଶିଙ୍ଗ ସଦୃଶ। ସମାନେେ ଅନ୍ୟ ଲୋକମାନଙ୍କୁ ଆକ୍ରମଣ କରିବେ ଏବଂ ପୃଥିବୀର ଶଷେ ସୀମାକକ୍ସ୍ଟ ସମାନଙ୍କେୁ ତଡି ଦବେେ। ସମାନେେ ମନଃଶିର ହଜାର ହଜାର ଲୋକପରି, ଇଫ୍ରଯିମଙ୍କ ଦଶହଜାର ଲୋକଙ୍କ ତକ୍ସ୍ଟଲ୍ଯ।

ଯିହୋଶୂୟ 14:4

ବରଟି ବଂଶଧରଙ୍କକ୍ସ୍ଟ ସମାନଙ୍କେର ଭୂମିର ଅଧିକାର ଦଇେଥିଲେ। ଯୋଷଫେର ପକ୍ସ୍ଟତ୍ରଗଣ ଦକ୍ସ୍ଟଇଟି ବଂଶ ରେ ବିଭକ୍ତ ହେଲେ। ସମାନେେ ହେଲେ, ମନଃଶି ଓ ଇଫ୍ରଯିମ। ଏବଂ ପ୍ରେତ୍ୟକକ ବଂଶଧରମାନେ କିଛି କିଛି ଭୂମି ଲାଭ କଲେ। କିନ୍ତୁ ଲବେୀ ବଂଶଧରମାନଙ୍କୁ କୌଣସି ଭୂମି ଦିଆଗଲା ନାହିଁ। ଯାହା ହେଉ ସମାନଙ୍କେୁ କବଳେ ଏକ େଛାଟ ସହର ବାସ କରିବା ପାଇଁ ଅଧିକାର ଦିଆ ୟାଇଥିଲା। ସହେି ସହର ଗକ୍ସ୍ଟଡିକ ହେଲା, ପ୍ରେତ୍ୟକକ ପରିବାରବର୍ଗର ଦେଶ, ସମାନଙ୍କେର ପଶକ୍ସ୍ଟମାନେ ଚରିବା ପାଇଁ କିଛି ପଡିଆ ଦିଆୟାଇଥିଲା।

ଯିହୋଶୂୟ 17:1

ଏହାପରେ ମନଃଶି ପରିବାରବର୍ଗର ଲୋକମାନେ ଭୂମିର ଅଧିକାରୀ ହେଲେ। ମନଃଶି ଥିଲେ ଯୋଷଫଙ୍କେର ପ୍ରଥମ ପକ୍ସ୍ଟତ୍ର। ମନଃଶିଙ୍କର ପ୍ରଥମ ପକ୍ସ୍ଟତ୍ର ମାଖୀର ଗିଲିଯଦର ପିତା ଥିଲା। ମାଖୀର ଥିଲେ ଜଣେ ଯୋଦ୍ଧା ସୈନିକ। ତେଣୁ ଗିଲିଯଦ ଏବଂ ବାଶନର ସମସ୍ତ ଭୂମି ତାଙ୍କୁ ଓ ତାଙ୍କର ଉତ୍ତରାଧିକାରୀମାନଙ୍କୁ ଦିଆଗଲା।

ଆୟୁବ ପୁସ୍ତକ 11:16

ତା'ପରେ ତୁମ୍ଭେ ତୁମ୍ଭର ବିପଦକୁ ଭୁଲିୟିବ। ବହିଗଲା ଜଳ ପରି ତୁମ୍ଭର ସମସ୍ତ ଦୁଃଖ ଦୂର ହାଇଯେିବ।

ଗୀତସଂହିତା 30:5

ପରମେଶ୍ବର କୋର୍ଧିତ ହୁଅନ୍ତି। ତଣେୁ ତାଙ୍କର ନିଷ୍ପତ୍ତି ହିଁ ମୃତ୍ଯୁ। କିନ୍ତୁ ସେ ମାେ ପ୍ରତି କରୁଣା ପ୍ରଦର୍ଶନ କରି ମାେତେ ଜୀବନଦାନ ଦଇେଛନ୍ତି। ସାରା ରାତି ମୁଁ କାନ୍ଦୁଥିଲି। ତା'ପରଦିନ ସକାଳୁ ଦେଖିଲି, ମୁଁ ଖୁସିରେ ଗୀତ ବୋଲୁଛି।

ଗୀତସଂହିତା 30:11

ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ତୁମ୍ଭେ ମାେତେ ସାହାୟ୍ଯ କଲ। ତୁମ୍ଭେ ମାରେ କ୍ରନ୍ଦନକୁ ନୃତ୍ଯରେ ପରିଣତ କଲ। ତୁମ୍ଭେ ମାରେ ଦୁଃଖର ପୋଷାକ ସବୁକୁ କାଢ଼ି ନଲେ ଓ ମାେତେ ସୁଖରେ ଆଚ୍ଛାଦିତ କରିଲ।

ଗୀତସଂହିତା 45:10

ହେ ରାଜକୁମାରୀ, ଶୁଣ। ୟଦି ତୁମ୍ଭେ ମନଦଇେ ଶୁଣ ସବୁ ବୁଝିପାରିବ ଓ ତୁମ୍ଭର ପରିବାରକୁ ଭୁଲିୟାଅ।

ହିତୋପଦେଶ 31:7

ସେ ଲୋକ ପାନକରି ଆପଣା ଦରିଦ୍ରତା ପାଶୋରନ୍ତୁ ଏବଂ ଆପଣା କ୍ଲେଶ ଭୁଲି ୟାଆନ୍ତୁ।

ଯିଶାଇୟ 57:16

ଆମ୍ଭେ ସର୍ବଦା ବିରୋଧ କରିବା ନାହିଁ କିମ୍ବା ନିରନ୍ତର କୋର୍ଧ କରିବା ନାହିଁ। ଯଦି କରିବା ତାହା ହେଲେ ମାନବର ଆତ୍ମା ଓ ଆମ୍ଭ ନିର୍ମିତ ପ୍ରାଣୀସକଳ ଆମ୍ଭ ସମ୍ମୁଖ ରେ କ୍ଷୀଣ ହବେେ।

ଯିଶାଇୟ 65:16

ଯେଉଁଲୋକ ପୃଥିବୀ ରେ ଆଶୀର୍ବାଦର ପାତ୍ର ହୁଏ, ସେ ପରମେଶ୍ବରଙ୍କ ଦ୍ବାରା ଆଶୀର୍ବାଦିତ ହବେ ଓ ଯେଉଁ ଲୋକ ପୃଥିବୀ ରେ ଶପଥ କରିବ ସେ ପରମେଶ୍ବରଙ୍କ ନାମ ରେ ଶପଥ କରିବ। କାରଣ ଅତୀତର ସଙ୍କଟସବୁ ବିସ୍ମୃତ ହାଇେଅଛି ଓ ତାହା ସବୁ ଆମ୍ଭ ଦୃଷ୍ଟିରୁ ଗୁପ୍ତ ହାଇେଅଛି।

Interlinear

Choose Theme