Home Bibles ☰ Books ଗଣନା ପୁସ୍ତକ 26:28 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 26:28 · ଓଡ଼ିଆ ବାଇବେଲ

ଯୋଷଫଙ୍କେ ଦୁଇପୁତ୍ର ହେଲେ ମନଃଶି ଓ ଇଫ୍ରଯିମ। ଏମାନେ ପ୍ରେତ୍ୟକକ ଏକ ଏକ ପରିବାରବର୍ଗ ହେଲେ।

Cross references

ଆଦି ପୁସ୍ତକ 41:51

ପ୍ରଥମ ପୁତ୍ରର ନାମ ଦେଲେ ମନଃଶି। ଯୋଷଫେ ତାଙ୍କର ନାମ ଏହିପରି ଦେଲେ କାରଣ ଯୋଷଫେ କହିଲେ, ପରମେଶ୍ବର ମାହେର ସମସ୍ତ କ୍ଲେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇଛନ୍ତି।

ଆଦି ପୁସ୍ତକ 41:52

ଯୋଷଫେ ତାଙ୍କର ଦ୍ବିତୀୟ ପୁତ୍ରରନାମ ଦେଲେ ଇଫ୍ରଯିମ କାରଣ ସେ କହିଲେ, ମାହେର ଦୁଃଖ ଭୋଗର ଦେଶ ରେ ପରମେଶ୍ବର ମାେତେ ଫଳବାନ କରି ଅଛନ୍ତି।

ଆଦି ପୁସ୍ତକ 46:20

ମିଶର ରେ ଯୋଷଫଙ୍କେର ଦୁଇ ପୁତ୍ର ଥିଲେ। ମନଃଶି ଓ ଇଫ୍ରଯିମ। ଯୋଷଫଙ୍କେ ସ୍ତ୍ରୀ ଆସନତ, ସମାନଙ୍କେୁ ଜନ୍ମ କରିଥିଲେ। ୟିଏ ଓନ୍ ନଗରସ୍ଥ ପୋଟୀଫର ଯାଜକର କନ୍ଯା ଥିଲେ।

ଆଦି ପୁସ୍ତକ 48:5

ଏବଂ ବର୍ତ୍ତମାନ ତୁମ୍ଭର ଦୁଇ ପୁତ୍ର ଅଛନ୍ତି। ଏହି ଦୁଇ ପୁତ୍ର ମିଶର ରେ ମାରେ ଆସିବା ପୂର୍ବରୁ ଜନ୍ମିଛନ୍ତି। ତୁମ୍ଭର ଦୁଇ ପୁତ୍ର ଇଫ୍ରଯିମ ଓ ମନଃଶି ମାେ ନିଜର ପୁତ୍ର ପରି। ସମାନେେ ରୂବନେ ଓ ସିମିଯୋନଙ୍କ ପରି ମାେ ପାଇଁ ଅଟନ୍ତି।

ଆଦି ପୁସ୍ତକ 48:13

ଯୋଷଫେ ସେ ଦୁହିଁଙ୍କୁ ନଇେ ଆପଣା ଦକ୍ଷିଣ ହସ୍ତ ରେ ଇଫ୍ରଯିମକୁ ଧରି ଇଶ୍ରାୟେଲଙ୍କ ବାମ ଭାଗ ରେ ଓ ବାମ ହସ୍ତ ରେ ମନଃଶିକୁ ଧରି ଇଶ୍ରାୟେଲଙ୍କ ଦକ୍ଷିଣ ଭାଗ ରେ ଉପସ୍ଥିତ କରାଇଲେ।

ପ୍ରଥମ ବଂଶାବଳୀ 5:23

ବାଲ୍-ହର୍ମୋଣ, ସନୀର ଓ ହର୍ମୋଣ ପର୍ବତ ପର୍ୟ୍ଯନ୍ତ ବିସ୍ତୃତ ମନଃଶିରଙ୍କ ଗୋଷ୍ଠୀର ଅର୍ଦ୍ଧକେ ଲୋକ ବାସ କଲେ। ସମାନେେ ଏକ ବିଶାଳ ଗୋଷ୍ଠୀ ରେ ପରିଣତ ହେଲେ।

ପ୍ରଥମ ବଂଶାବଳୀ 7:14

ଏହିମାନେ ମନଃଶିଙ୍କର ବଂଶଧର ଥିଲେ : ମନଃଶି ଓ ତାଙ୍କର ଅରାମୀଯ ଦାସୀଙ୍କଠାରୁ ଅସ୍ରୀଯଲେ ନାମକ ପୁତ୍ର ଜାତ ହାଇେଥିଲା। ସମାନଙ୍କେର ମାଖୀର ନାମକ ମଧ୍ଯ ପୁତ୍ରଟିଏ ଥିଲା। ମାଖୀର ଗିଲିଯଦଙ୍କ ପିତା ଥିଲେ।

Interlinear

Choose Theme