ଆଦି ପୁସ୍ତକ 41:3 · ଓଡ଼ିଆ ବାଇବେଲ
ପୁଣି ସାତଟି ଦୁର୍ବଳ, ରୁଗ୍ଣ ଦଖାଯାେଉଥିବା ଗାଈ ନଦୀ ମଧ୍ଯରୁ ବାହରିଲେ। ଏବଂ ନଦୀ କୂଳ ରେ ସହେି ସ୍ବାସ୍ଥ୍ଯବାନ ଗାଈମାନଙ୍କ ପାଖ ରେ ଛିଡ଼ା ହେଲେ। କିନ୍ତୁ ସହେି ଗାଈଗୁଡ଼ିକ ଦୁର୍ବଳ ଓ ରୋଗୀଣା ଥିଲେ।
Cross references
ଆଦି ପୁସ୍ତକ 41:4
ସହେି ସାତଟି ଦୁର୍ବଳ ଓ ରୁଗ୍ଣ ଦଖାଯାେଉଥିବା ଗାଈଗୁଡ଼ିକ ସହେି ସାତଟି ସ୍ବାସ୍ଥ୍ଯବାନ ଗାଈକୁ ଖାଇଗଲେ। ସେତବେେଳେ ଫାରୋ ନିଦରୁ ଉଠି ପଡ଼ିଲେ।
ଆଦି ପୁସ୍ତକ 41:20
ଏହାପରେ ସହେି ଦୁର୍ବଳ କୁତ୍ସିତ ଗାଈଗୁଡ଼ିକ ସହେି ସୁସ୍ଥବାନ ଗାଈଗୁଡ଼ିକୁ ଖାଇଗଲେ।