ଆଦି ପୁସ୍ତକ 41:4 · ଓଡ଼ିଆ ବାଇବେଲ
ସହେି ସାତଟି ଦୁର୍ବଳ ଓ ରୁଗ୍ଣ ଦଖାଯାେଉଥିବା ଗାଈଗୁଡ଼ିକ ସହେି ସାତଟି ସ୍ବାସ୍ଥ୍ଯବାନ ଗାଈକୁ ଖାଇଗଲେ। ସେତବେେଳେ ଫାରୋ ନିଦରୁ ଉଠି ପଡ଼ିଲେ।
Cross references
ପ୍ରଥମ ରାଜାବଳୀ 3:15
ତା'ପରେ ଶଲୋମନ ଜାଗ୍ରତ ହେଲେ ଓ ଜାଣିଲେ ଯେ ପରମେଶ୍ବର ତାଙ୍କୁ ସ୍ବପ୍ନାଦେଶ କରଛନ୍ତି। ତେଣୁ ସେ ୟିରୁଶାଲମକୁ ୟାଇ ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ସମ୍ମୁଖ ରେ ଦଣ୍ତାଯମାନ ହାଇେ ହାମବେଳି ଉତ୍ସର୍ଗ କଲେ ଓ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ନିଜର କର୍ମଗ୍ଭରୀ ଓ ଅନୁଚରମାନଙ୍କୁ ଏକ ଭୋଜି ଦେଲେ।