ଆଦି ପୁସ୍ତକ 41:20 · ଓଡ଼ିଆ ବାଇବେଲ
ଏହାପରେ ସହେି ଦୁର୍ବଳ କୁତ୍ସିତ ଗାଈଗୁଡ଼ିକ ସହେି ସୁସ୍ଥବାନ ଗାଈଗୁଡ଼ିକୁ ଖାଇଗଲେ।
Cross references
ଆଦି ପୁସ୍ତକ 34:19
ଦୀଣାର ଭାଇମାନଙ୍କର କଥାନୁସା ରେ ସୁନ୍ନତ ହବୋକୁ ଖୁସି ରେ ଗ୍ରହଣ କଲେ।
ଆଦି ପୁସ୍ତକ 41:3
ପୁଣି ସାତଟି ଦୁର୍ବଳ, ରୁଗ୍ଣ ଦଖାଯାେଉଥିବା ଗାଈ ନଦୀ ମଧ୍ଯରୁ ବାହରିଲେ। ଏବଂ ନଦୀ କୂଳ ରେ ସହେି ସ୍ବାସ୍ଥ୍ଯବାନ ଗାଈମାନଙ୍କ ପାଖ ରେ ଛିଡ଼ା ହେଲେ। କିନ୍ତୁ ସହେି ଗାଈଗୁଡ଼ିକ ଦୁର୍ବଳ ଓ ରୋଗୀଣା ଥିଲେ।