ଆଦି ପୁସ୍ତକ 41:28 · ଓଡ଼ିଆ ବାଇବେଲ
ପରମେଶ୍ବର ଯାହା କରିବାକୁ ଉଦ୍ଯତ ତାହା ଫାରୋଙ୍କୁ ଦଖାଇେ ଅଛନ୍ତି।
Cross references
ଆଦି ପୁସ୍ତକ 40:12
ତହିଁରେ ଯୋଷଫେ ତାଙ୍କୁ କହିଲେ, ଏହାର ଅର୍ଥ ଏହି, ସହେି ତିନି ଶାଖା ରେ ତିନିଦିନ ବୁଝାଏ।
ଆଦି ପୁସ୍ତକ 41:16
ଯୋଷଫେ ଉତ୍ତର ଦଲୋ, ମୁଁ ପାରିବି ନାହିଁ। କିନ୍ତୁ ହାଇପୋ ରେ ପରମେଶ୍ବର ଏହାର ଅର୍ଥ କରିପାରନ୍ତି।
ଆଦି ପୁସ୍ତକ 41:25
ଏହାପରେ ଯୋଷଫେ ଫାରୋଙ୍କୁ କହିଲେ, ସହେି ଦୁଇଟି ସ୍ବପ୍ନ ଏକା ପ୍ରକାର। ଯାହା ଶିଘ୍ର ଘଟିବାକୁ ଯାଉଛି ତାହା ପରମେଶ୍ବର ତୁମ୍ଭକୁ କହୁଛନ୍ତି।
ଦାନିଏଲ 2:45
ଏବଂ ଆପଣ ସ୍ବପ୍ନ ରେ ଦେଖିଲେ କୌଣସି ଲୋକଦ୍ବାରା ଛଦେିତ ହାଇେ ନଥିବା ଏକ ପ୍ରସ୍ତର ପର୍ବତରୁ ଆସିଲା ଓ ସହେି ପ୍ରସ୍ତର ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୁର୍ଣ୍ଣ କଲା। ତେଣୁ ଯାହା ଏହାପ ରେ ଘଟିବ ତାହା ମହାନ୍ ପରମେଶ୍ବର ଆପଣଙ୍କୁ ଜଣାଇଲେ। ଆଉ ଏହି ସ୍ବପ୍ନ ନିଶ୍ଚିତ ଓ ତାହାର ଅର୍ଥ ସତ୍ଯ।