ଆଦି ପୁସ୍ତକ 41:27 · ଓଡ଼ିଆ ବାଇବେଲ
ଆଉ ସହେି ସାତଟି ଦୁର୍ବଳ, ରୁଗ୍ଣ ଦଖାଯାେଉଥିବା ଗାଈଗୁଡ଼ିକ ଏ ସହେି ସାତଟି କୃଶ, କୁତ୍ସିତ ଗୋରୁ ସାତବର୍ଷ ସ୍ବରୂପ। ଆଉ ପୂର୍ବୀଯ ବାଯୁ ରେ ଶୁଷ୍କ ସାତଟା ଶୀଷା ମଧ୍ଯ ଦୁର୍ଭିକ୍ଷର ସାତ ବର୍ଷ ସ୍ବରୂପ।
Cross references
ଦିତୀୟ ଶାମୁୟେଲ 24:19
ତେଣୁ ଦାଉଦ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ଗାଦର ବାକ୍ଯନକ୍ସ୍ଟସା ରେ ଉଠି ଗଲେ।
ଦିତୀୟ ରାଜାବଳୀ 8:1
ଇଲୀଶାୟ ଯେଉଁ ସ୍ତ୍ରୀର ମୃତ ପୁତ୍ର ପୁନର୍ଜୀବିତ କରିଥିଲେ, ସହେି ସ୍ତ୍ରୀକୁ କହିଲେ, ତୁମ୍ଭେ ଓ ତୁମ୍ଭର ପରିବାର ୟାଇ ଅନ୍ୟ ଦେଶ ରେ ବାସ କରିବା ଉଚିତ୍। କାରଣ ସଦାପ୍ରଭୁ ଏହି ଦେଶ ରେ ଦୁର୍ଭିକ୍ଷ ପାଇଁ ଆଜ୍ଞା କରିଅଛନ୍ତି। ପୁଣି ଏହି ଦୁର୍ଭିକ୍ଷ ସାତବର୍ଷ ପାଇଁ ଏହି ଦେଶ ରେ ରହିବ।