Home Bibles ଆଦି ପୁସ୍ତକ 41:29 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 41:29 · ଓଡ଼ିଆ ବାଇବେଲ

ଦେଖନ୍ତୁ ସମସ୍ତ ଦେଶ ରେ ସାତବର୍ଷ ମହା ସୁଭିକ୍ଷା ଆସୁଅଛି।

Cross references

ଆଦି ପୁସ୍ତକ 41:26

ଉଭୟ ସ୍ବପ୍ନର ଅର୍ଥ ପ୍ରାଯ ସମାନ। ସାତଟି ସ୍ବାସ୍ଥ୍ଯଗାଈ, ସାତଟି ଉତ୍ତମ ଶୀଷା ସାତବର୍ଷ ଉତ୍ତମସ୍ବରୂପ ଅଟନ୍ତି।

ଆଦି ପୁସ୍ତକ 41:46

ଯୋଷଫେ ତିରିଷ ବର୍ଷ ବସଯ ରେ ମିଶ୍ରୀଯ ରାଜା ଫାରୋଙ୍କ ଛାମୁ ରେ ଛିଡ଼ା ହାଇେଥିଲେ। ଏହାପରେ ଯୋଷଫେ ଫାରୋଙ୍କ ନିକଟରୁ ପ୍ରସ୍ଥାନ କରି ମିଶର ଦେଶର ସର୍ବତ୍ର ଭ୍ରମଣ କଲେ।

ଆଦି ପୁସ୍ତକ 41:49

ଏହି ପ୍ରକା ରେ ଯୋଷଫେ ସମୁଦ୍ରର ବାଲିପରି ଏତେ ବହୁଳ ଶସ୍ଯ ସଂଗ୍ରହ କଲେ ଯେ ତାହା ଆଉ ମାପିଲେ ନାହିଁ। କାରଣ ତାହା ମାପି ହେଲା ନାହିଁ।

Interlinear

Choose Theme