Home Bibles ☰ Books ଆଦି ପୁସ୍ତକ 41:19 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 41:19 · ଓଡ଼ିଆ ବାଇବେଲ

ଏହାପରେ ମୁଁ ଦେଖିଲି ଆଉ ସାତଟି ଦୁର୍ବଳ, ରୁଗ୍ଣ ଓ କୁତ୍ସିତ ଦଖାଯାେଉଥିବା ଗାଈଗୁଡ଼ିକ ନଦୀ ମଧ୍ଯରୁ ଉଠିଲେ, ଯେଉଁମାନେ କି ଦୁର୍ବଳ ଓ ରୁଗ୍ଣ ଦଖାଯାେଉଥିଲେ। ସମାନଙ୍କେ ପରି କୁତ୍ସିତ ଗାଈ ମୁଁ ସମୁଦାଯ ମିଶର ରେ ଆଦୌ ଦେଖି ନଥିଲି!

Cross references

ଦିତୀୟ ବିବରଣ 17:1

ତୁମ୍ଭମାନେେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଯେଉଁ ବଳି ଉତ୍ସର୍ଗ କରିବ ବାଛକ୍ସ୍ଟରୀ ହେଉ କିଅବା ମଷେ ହେଉ, ସମାନଙ୍କେର କୌଣସି ଖକ୍ସ୍ଟଣ ନ ଥିବ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତାହାକକ୍ସ୍ଟ ଘୃଣା କରନ୍ତି।

Interlinear

Choose Theme