Home Bibles ଆଦି ପୁସ୍ତକ 41:10 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 41:10 · ଓଡ଼ିଆ ବାଇବେଲ

ଆପଣ ମାେ ପ୍ରତି କୋର୍ଧିତ ହାଇେ ଏବଂ ପ୍ରଧାନ ରୋଟୀବାଲା ଓ ଆମ୍ଭମାନଙ୍କୁ କାରାବାସ କରିଥିଲେ।

Cross references

ଆଦି ପୁସ୍ତକ 37:36

ମିଦିଯନୀଯ ବଣିକମାନେ ଯୋଷଫେକୁ ମିଶର ରେ ବିକ୍ରି କଲେ। ସମାନେେ ତାଙ୍କୁ ପୋଟିଫର ନାମକ ଫାରୋର ଅଧିକାରୀ ଅର୍ଥାତ୍ ରକ୍ଷକ ସନୋପତିଙ୍କଠା ରେ ଯୋଷଫେକୁ ବିକ୍ରଯ କଲେ।

ଆଦି ପୁସ୍ତକ 39:20

ସଠାେରେ ଏକ କାରାଗାର ଥିଲା ଯେଉଁଠା ରେ ରାଜାଙ୍କର ଶତୃମାନେ ରହୁଥିଲେ। ତେଣୁ ପୋଟୀଫର ଯୋଷଫଙ୍କେୁ ସହେି କାରାଗୃହ ରେ ରଖିଲା। ଏବଂ ଯୋଷଫେ ସହେିଠା ରେ ରହିଲେ।

ଆଦି ପୁସ୍ତକ 40:2

ତହିଁରେ ଫା ରେ ଏଇ ଦୁଇଟି ସବେକଙ୍କ ପ୍ରତି କୋର୍ଧିତ ଥିଲେ, ରାଜାଙ୍କର ମୂଖ୍ଯ ପାନପାତ୍ର ବାହାକ ଓ ମୁଖ୍ଯ ସୂପକାର।

Interlinear

Choose Theme