Home Bibles ଆଦି ପୁସ୍ତକ 40:2 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 40:2 · ଓଡ଼ିଆ ବାଇବେଲ

ତହିଁରେ ଫା ରେ ଏଇ ଦୁଇଟି ସବେକଙ୍କ ପ୍ରତି କୋର୍ଧିତ ଥିଲେ, ରାଜାଙ୍କର ମୂଖ୍ଯ ପାନପାତ୍ର ବାହାକ ଓ ମୁଖ୍ଯ ସୂପକାର।

Cross references

ପ୍ରଥମ ବଂଶାବଳୀ 27:27

ରାମାଥୀଯଙ୍କ ପୁତ୍ର ଶିମିଯି ଦ୍ରାକ୍ଷା କ୍ଷତଗେୁଡ଼ିକର ଦାଯିତ୍ବ ରେ ଥିଲେ।

ଗୀତସଂହିତା 76:10

ହେ ପରମେଶ୍ବର, ଯେତବେେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କୋର୍ଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ।

ହିତୋପଦେଶ 16:14

ରାଜାଙ୍କର କୋରଧ ମୃତ୍ଯୁର ଦୂତପରି। ମାତ୍ର ଜ୍ଞାନୀଲୋକ ତାହା ଶାନ୍ତ କରେ।

ହିତୋପଦେଶ 19:12

ରାଜାର କୋର୍ଧ ସିଂହର ଗର୍ଜ୍ଜନ ସଦୃଶ। କିନ୍ତୁ ତା'ର ଅନୁଗ୍ରହ ତୃଣ ଉପ ରେ ଥିବା କାକର ତୁଲ୍ଯ।

ହିତୋପଦେଶ 19:19

ଅତି ରାଗୀ ଲୋକ ଶାସ୍ତି ଭୋଗ କରିବ। ଯେ ହତେୁ ତୁମ୍ଭେ ତାକୁ ଥରେ ଉଦ୍ଧାର କଲେ ତାହା ତୁମ୍ଭକୁ ପୁନର୍ବାର କରିବାକୁ ହବେ।

ହିତୋପଦେଶ 27:4

କଠାେର ହୃଦଯ ଓ କୋର୍ଧ ପ୍ରଳଯଙ୍କାରୀ, କହେି ଅନ୍ତଜ୍ଜ୍ବାଳା ଆଗ ରେ ଠିଆ ହାଇେ ପାରିବ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:20

େ ହରୋଦ ସୋର ଓ ସୀଦୋନର ଲୋକମାନଙ୍କ ଉପରେ ଭୀଷଣ ରାଗୁଥିଲେ। ସମାନେେ ଦଳଦଳ ହାଇେ ତାହାଙ୍କୁ ଦେଖିବାକୁ ଆସିଲେ। ସମାନେେ ରାଜାଙ୍କର ବ୍ଯକ୍ତିଗତ ଚ଼ାକର ବ୍ଲାସ୍ତଙ୍କ ସାହାୟ୍ଯ ନେଲେ। ସମାନେେ େ ହରୋଦଙ୍କ ସହିତ ଶାନ୍ତିସନ୍ଧି ରଖିଲେ, କାରଣ ରାଜାଙ୍କ ଦେଶରୁ ସମାନଙ୍କେ ଦେଶକୁ ଖାଦ୍ୟ ଆସୁଥିଲା।

Interlinear

Choose Theme