କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ୟିହୂଦା, ତୁମ୍ଭେ କ'ଣ ମନୁଷ୍ଯପୁତ୍ରଙ୍କୁ ତାହାଙ୍କ ଶତୃମାନଙ୍କ ହାତ ରେ ଦଇେ ଦବୋପାଇଁ ବଂଧୁତାର ଚୁମ୍ବନକୁ ବ୍ଯବହାର କରୁଛ?
Cross references
ଯୋୟାବ ଅମାସାକକ୍ସ୍ଟ ପଗ୍ଭରିଲା, କି ଭାଇ ତୁମ୍ଭର ମଙ୍ଗଳ?
ମାରେ ଶତ୍ରୁ ତା'ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା'ର ପ୍ରତିଜ୍ଞା ଭଂଗ କରେ। ତା'ର କଥାଗୁଡ଼ିକ ଲବଣୀ ତୁଲ୍ଯ ଚିକ୍କଣ। କିନ୍ତୁ ତା ହୃଦଯରେ ଘୃଣା ଅଛି। ତା'ର କଥାଗୁଡ଼ିକ ତଲେ ସଦୃଶ ଦିଛିଳ, କିନ୍ତୁ ସଗେୁଡ଼ିକ ଧାରୁଆ ଖଡ୍ଗ ତୁଲ୍ଯ କାଟନ୍ତି।
ଗୋଟିଏ ସାଙ୍ଗଠାରୁ କର୍କଷ ଶବ୍ଦସବୁ ତା'ର ବିଶ୍ବସନୀଯତାଠାରୁ ଅଙ୍କୁରୀତ ହୁଏ। କିନ୍ତୁ ଶତ୍ରୁମାନଙ୍କର ଚୁମ୍ବନକୁ ଭରସା କରାୟାଇ ପାରିବ ନାହିଁ।
ୟିହୂଦା ଲୋକମାନଙ୍କୁ ଯୀଶୁ କିଏ ବୋଲି ଚିହ୍ନଇେ ଦବୋ ପାଇଁ ଗୋଟିଏ ସଙ୍କତେ ବତଇେ ଦେଲେ। ସେ କହିଲେ, ମୁଁ ଯାହାକୁ ଚୁମ୍ବନ କରିବି, ସେ ସହେି ଲୋକ। ତାକୁ ବନ୍ଦୀ କରିବ।
ବିଶ୍ବାସଘାତକ ଯିହୁଦା ସହେି ଲୋକମାନଙ୍କୁ ଯୀଶୁଙ୍କୁ ଚିହ୍ନଇେ ଦବୋ ପାଇଁ ଗୋଟିଏ ସଙ୍କତେ ଦଇେଥିଲା। ସେ କହିଥିଲା: ଯେଉଁ ଲୋକକୁ ମୁଁ ଚୁମ୍ବନ ଦବେି, ସେ ହେଉଛନ୍ତି ଯୀଶୁ। ତୁମ୍ଭମାନେେ ତାହାଙ୍କୁ ବନ୍ଦୀ କରିବ ଓ ସାବଧାନ ରେ ଦୂରକୁ ନଇୟିବେ।