Home Bibles ଆଦି ପୁସ୍ତକ 36:27 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 36:27 · ଓଡ଼ିଆ ବାଇବେଲ

ଏତ୍ସରଙ୍କର ତିନୋଟି ପୁତ୍ର ଥିଲେ, ସମାନେେ ହେଲେ, ବିଲହନ୍, ସାବନ୍ ଓ ୟାକନ୍।

Cross references

ଆଦି ପୁସ୍ତକ 36:21

ଦିଶୋନ୍, ଏତ୍ସର, ଦୀଶନ୍, ଏହି ପୁତ୍ରମାନେ ଥିଲେ। ହୋରୀଯ ମୂଖ୍ଯ ବଂଶର ରାଜା ଇଦୋମ ସଯେୀରର ରାଜା।

ଗଣନା ପୁସ୍ତକ 33:31

ପୁଣି ସମାନେେ ମାେଷେରୋତରୁ ୟାତ୍ରା କରି ବନଯୋକନ ରେ ଛାଉଣୀ ସ୍ଥାପନ କଲେ।

ପ୍ରଥମ ବଂଶାବଳୀ 1:38

ସଯେୀରର ପୁତ୍ରମାନେ ଥିଲେ : ଲୋଟନ୍, ଶାେବଲ୍, ସିବିଯୋନ୍, ଅନା, ଦିଶୋନ୍, ଏତସର ଓ ଦୀଶନ୍।

ପ୍ରଥମ ବଂଶାବଳୀ 1:42

ଏତସରଙ୍କର ପୁତ୍ରମାନେ ଥିଲେ : ବିଲ୍ହନ୍, ସାବନ୍ ଓ ୟାକନ୍। ଦୀଶନର ପୁତ୍ରମାନେ ଥିଲେ : ଊସ୍ ଓ ଅରାଣ।

Interlinear

Choose Theme