Home Bibles ଆଦି ପୁସ୍ତକ 36:28 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 36:28 · ଓଡ଼ିଆ ବାଇବେଲ

ଦୀଶନଙ୍କର ଦୁଇଟି ପୁତ୍ର ଥିଲେ, ସମାନେେ ହେଲେ, ଊଷ୍ ଓ ଅରାନ୍।

Cross references

ଆଦି ପୁସ୍ତକ 36:29

ହୋରୀଯ ବଂଶର ରାଜାମାନେ ହେଲେ, ରାଜା ଲୋଟନ୍, ରାଜା ଶାେବଲ, ରାଜା ସିବିଯୋନ୍ ଓ ରାଜା ଅନା।

ଆୟୁବ ପୁସ୍ତକ 1:1

ଊଷ୍ ଦେଶ ରେ ଆୟୁବ ନାମ ରେ ଜଣେ ବ୍ଯକ୍ତି ବାସ କରୁଥିଲା। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ଯକ୍ତି ଥିଲା। ଆୟୁବ ପରମେଶ୍ବରଙ୍କ ଉପାସନା କରିବା ବ୍ଯତୀତ ଅନ୍ୟ ସମସ୍ତ ପ୍ରକାର ମନ୍ଦ କାର୍ୟ୍ଯରୁ ବିରତ ରହୁଥିଲା।

ଯିରିମିୟ 25:20

ପୁଣି ଆରବର ସମସ୍ତଙ୍କୁ ଓ ଉଷ୍ ଦେଶସ୍ଥ ସମସ୍ତ ରାଜାଙ୍କୁ

ଯିରିମିୟଙ୍କ ବିଳାପ 4:21

ହେ ଇଦୋମର କନ୍ଯ ଓ ଉଷ ଦେଶ ନିବାସିନୀ, ତୁମ୍ଭମାନେେ ଆନନ୍ଦ କର ଓ ପୁଲକିତା ହୁଅ। ସଦାପ୍ରଭୁଙ୍କର ସହେି କୋରଧରୂପକ ପାନପାତ୍ର ତୁମ୍ଭମାନଙ୍କ ନିକଟକୁ ୟିବ। ତୁମ୍ଭମାନେେ ତାହା ପାନ କରି ମତ୍ତ ହବେ ଓ ଉଲଗ୍ନା ହବେ।

Interlinear

Choose Theme