ଗଣନା ପୁସ୍ତକ 33:31 · ଓଡ଼ିଆ ବାଇବେଲ
ପୁଣି ସମାନେେ ମାେଷେରୋତରୁ ୟାତ୍ରା କରି ବନଯୋକନ ରେ ଛାଉଣୀ ସ୍ଥାପନ କଲେ।
Cross references
ଆଦି ପୁସ୍ତକ 36:27
ଏତ୍ସରଙ୍କର ତିନୋଟି ପୁତ୍ର ଥିଲେ, ସମାନେେ ହେଲେ, ବିଲହନ୍, ସାବନ୍ ଓ ୟାକନ୍।
ଦିତୀୟ ବିବରଣ 10:6
ଏହାପରେ ଇଶ୍ରାୟେଲ ସନ୍ତାନଗଣ ବରେୋତ୍ ବନଯୋକନଠାରକ୍ସ୍ଟ ମାେଷେରୋତକୁ ୟାତ୍ରା କଲେ, ସେ ସ୍ଥାନ ରେ ହାରୋଣ ମଲେ ଓ ସହେି ସ୍ଥାନ ରେ ସେ କବର ପାଇଲେ। ପକ୍ସ୍ଟଣି ତାଙ୍କର ପକ୍ସ୍ଟତ୍ର ଇଲିଯାସର ତାଙ୍କ ପଦ ରେ ଯାଜକ କର୍ମ କଲା।
ପ୍ରଥମ ବଂଶାବଳୀ 1:43
ଇଶ୍ରାୟେଲର ରାଜାଗଣଙ୍କର ବହୁ ପୂର୍ବରୁ ଇଦୋମର ରାଜାମାନେ ଥିଲେ। ଇଦୋମର ରାଜାଗଣଙ୍କର ନାମ ଏହିପରି ଥିଲା :