Home Bibles ☰ Books ପ୍ରଥମ ଶାମୁୟେଲ 4:20 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 4:20 · ଓଡ଼ିଆ ବାଇବେଲ

ତା'ପରେ ପ୍ରାଯ ତାହାର ମରଣ ହେଲାପରି, ତାହା ନିକଟରେ ଠିଆ ହାଇେଥିବା ସ୍ତ୍ରୀମାନେ ତାକକ୍ସ୍ଟ କହିଲେ, ଭୟ କର ନାହିଁ, ତୁମ୍ଭେ ତ ପକ୍ସ୍ଟତ୍ର ପ୍ରସବ କରିଅଛ,

Cross references

ଆଦି ପୁସ୍ତକ 35:17

ପ୍ରସବ ବଦନୋ ଅତିଶଯ କଷ୍ଟ ହବୋରୁ ଧାତ୍ରୀ ତାହାକୁ କହିଲେ, ଭୟ କରନାହିଁ, ତୁମ୍ଭେ ଏଥର ହିଁ ପୁତ୍ର ପ୍ରସବ କରିବ।

ଆଦି ପୁସ୍ତକ 35:18

ରାହେଲ ପୁତ୍ର ସନ୍ତାନ ଜନ୍ମ ଦଇେ ମଲା। ମଲା ପୂର୍ବରୁ ରାହେଲ ସହେି ସନ୍ତାନର ନାମ ଦଇେଥିଲା, ବିନୋନୀ। କିନ୍ତୁ ଯାକୁବ ତାକୁ ଡାକିଲେ ବିନ୍ଯାମିନ୍।

ଗୀତସଂହିତା 77:2

ବିପଦ ସମଯରେ ମୁଁ ମାରେ ପ୍ରଭୁଙ୍କୁ ସାହାୟ୍ଯ ପାଇଁ ଚାହିଁଅଛି। ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି। କିନ୍ତୁ ମୁଁ ଆଶ୍ବାସନା ପାଇଲି ନାହିଁ।

ଯୋହନଲିଖିତ ସୁସମାଚାର 16:21

ଯେତବେେଳେ ଜଣେ ସ୍ତ୍ରୀଲୋକ ଗୋଟିଏ ସନ୍ତାନକୁ ଜନ୍ମ ଦିଏ, ସେ ୟନ୍ତ୍ରଣା ଭୋଗ କରେ କାରଣ ଜନ୍ମ ଦବୋର ସମୟ ଆସିଯାଇଥାଏ। କିନ୍ତୁ ତାର ସନ୍ତାନ ଜନ୍ମ ହବୋ ପରେ ସେ କଷ୍ଟ ଭୁଲିଯାଏ। ଜଗତ ରେ ସନ୍ତାନଟିଏ ଜନ୍ମ ହଇେଥିବା କାରଣରୁ ସେ ଏବେ ଖୁସି ଅନୁଭବ କରେ।

Interlinear

Choose Theme