Home Bibles ଯିହୋଶୂୟ 5:14 · ଓଡ଼ିଆ ବାଇବେଲ
ଯିହୋଶୂୟ 5:14 · ଓଡ଼ିଆ ବାଇବେଲ

ଅସ୍ତ୍ର ଧରିଥିବା ଲୋକଟି ଉତ୍ତର ଦଲୋ, ମୁ ତୁମ୍ଭର ଶତୃ ନକ୍ସ୍ଟ ହେଁ, ମୁ ସଦାପ୍ରଭୁଙ୍କ ସୈନ୍ଯର ସନୋପତି ଅଟେ। ମୁ ବର୍ତ୍ତମାନ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିଲି।

Cross references

ଆଦି ପୁସ୍ତକ 17:3

ତହିଁରେ ଅବ୍ରାମ ପରମେଶ୍ବରଙ୍କଠା ରେ ମଥାନତ କଲେ। ପରମେଶ୍ବର ତାଙ୍କୁ କହିଲେ,

ଆଦି ପୁସ୍ତକ 17:17

ଅବ୍ରାମ ମୁହଁ ତଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, କଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କଣ ସାରା ନବେ ବର୍ଷ ରେ ପିଲା ଧାରଣ କରିପାରିବ?

ଯାତ୍ରା ପୁସ୍ତକ 4:10

କିନ୍ତୁ ମାଶାେ ସଦାପ୍ରଭୁଙ୍କୁ କହିଲେ, ହେ ସଦାପ୍ରଭୁ, କଥା କହିବାର ଚାତୁର୍ୟ୍ଯ ମାଠାେ ରେ ନାହିଁ। ଏବଂ ଅତୀତ ରେ ମୁଁ ଜଣେ ଉତ୍ତମ ବକ୍ତା ନଥିଲି। ବର୍ତ୍ତମାନ ମଧ୍ଯ ମୁଁ ଜଣେ ଉତ୍ତମ ବକ୍ତା ନୁହେଁ, ଯଦିଓ ତୁମ୍ଭେ ମାେତେ କହିଲ। ଆପଣ ଜାଣନ୍ତି ଯେ, ମୁଁ ବହୁତ ଧିର କ ହେ ଏବଂ ଉତ୍ତମ ଶବ୍ଦ ବ୍ଯବହାର କରିପାରିବି ନାହିଁ।

ଯାତ୍ରା ପୁସ୍ତକ 4:13

କିନ୍ତୁ ମାଶାେ କହିଲେ, ହେ ମାରେ ପରମେଶ୍ବର, ମୁଁ ତୁମ୍ଭକୁ ବିନଯ କରୁଅଛି ମାେତେ ନ ପଠାଇ ଅନ୍ୟ ଜଣଙ୍କୁ ପଠାଅ।

ଯାତ୍ରା ପୁସ୍ତକ 23:20

ପରମେଶ୍ବର କହିଲେ, ଆମ୍ଭେ ତୁମ୍ଭ ନିକଟକୁ ସ୍ବର୍ଗଦୂତ ପଠାଉଛୁ ସେ ତୁମ୍ଭମାନଙ୍କୁ ଆମ୍ଭେ ପ୍ରସ୍ତୁତ କରିଥିବା ଦେଶକୁ ନଇୟିବେ। ସହେି ସ୍ବର୍ଗଦୂତ ତୁମ୍ଭମାନଙ୍କୁ ସୁରକ୍ଷା ଦବେ।

ଲେବୀୟ ପୁସ୍ତକ 9:24

ପୁଣି ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହାଇେ ୟଜ୍ଞବଦେୀ ଉପରିସ୍ଥ ହାମବେଳି ଓ ମଦକେୁ ଭସ୍ମ କଲା। ସେତବେେଳେ ସମସ୍ତ ଲୋକ ତାହା ଦେଖି ଉଚ୍ଚଧ୍ବନି କରି ଭୂମିରେ ମଥାନତ କରି ପଡିଲେ।

ଗଣନା ପୁସ୍ତକ 16:22

ତହୁଁ ସମାନେେ ମୁହଁ ମାଡି ପଡି କହିଲେ, ହେ ପରମେଶ୍ବର, ତୁମ୍ଭେ ଜାଣ ସମସ୍ତ ଲୋକମାନେ କଣ ଚିନ୍ତା କରୁଛନ୍ତି, ଯଦି ମଣ୍ତଳିର କହେି ପାପ କରେ, ସମସ୍ତ ମଣ୍ତଳିକୁ ଉତ୍ପିଡୀନ କରିବା ଉଚିତ୍ କି?

ଗଣନା ପୁସ୍ତକ 16:45

ତୁମ୍ଭମାନେେ ଏହି ମଣ୍ତଳୀ ମଧ୍ଯରୁ ଉଠିୟାଅ, ଆମ୍ଭେ ଏକା ନିମିଷ ରେ ସମାନଙ୍କେୁ ସଂହାର କରିବା। ଏଥି ରେ ମାଶାେ ଓ ହାରୋଣ ମୁହଁ ମାଡି ପଡିଲେ।

ଗଣନା ପୁସ୍ତକ 22:31

ଏଥି ରେ ସଦାପ୍ରଭୁ ବିଲିଯମର ଚକ୍ଷୁ ଖାଲିେ ଦେଲେ ଏବଂ ସେ ସଦାପ୍ରଭୁଙ୍କ ଦୂତକୁ ପଥ ମଧିଅରେ ଖଡ୍ଗ ଧାରଣ କରି ଛିଡା ହାଇେଥିବା ଦେଖିଲା। ତହିଁରେ ସେ ହତାଶ ହାଇେ ଭୂମିରେ ପଡି ଗଲା।

ଯିହୋଶୂୟ 20:1

ଏହାପରେ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ,

ପ୍ରଥମ ଶାମୁୟେଲ 3:9

ତେଣୁ ଏଲି ଶାମକ୍ସ୍ଟଯଲକେକ୍ସ୍ଟ କହିଲେ, ୟାଇ ଶକ୍ସ୍ଟଅ, ଯବେେ ସେ ତୁମ୍ଭକୁ ଡାକନ୍ତି, ତବେେ ତୁମ୍ଭେ କହିବ, ' ହେ ସଦାପ୍ରଭୁ, କହନ୍ତକ୍ସ୍ଟ ଆପଣଙ୍କ ଦାସ ଶକ୍ସ୍ଟଣକ୍ସ୍ଟଅଛି।'

ପ୍ରଥମ ଶାମୁୟେଲ 3:10

ଏହାପରେ ସଦାପ୍ରଭୁ ଆସିଲେ ଏବଂ ସଠାେରେ ଛିଡା ହେଲେ, ଆଗଥର ପରି ସେ ଶାମକ୍ସ୍ଟଯଲେ, ଶାମକ୍ସ୍ଟଯଲେ ବୋଲି ଡାକିଲେ।

ଦିତୀୟ ଶାମୁୟେଲ 7:19

ସଦାପ୍ରଭୁ ମାରେ ମୂନିବ, କବଳେ ମୁ ଜଣେ ତୁମ୍ଭର ସବେକ। ତଥାପି ତୁମ୍ଭେ ମାରେ ଭବିଷ୍ଯତ ବଂଶଧର ପ୍ରତି ଏହି ସହାନକ୍ସ୍ଟଭକ୍ସ୍ଟତି ବାକ୍ଯ କହିଲ। ସଦାପ୍ରଭୁ ମାରେ ପ୍ରଭକ୍ସ୍ଟ, ତୁମ୍ଭେ ସର୍ବଦା ଏପରି ଲୋକମାନଙ୍କୁ କକ୍ସ୍ଟହନାହଁ। କକ୍ସ୍ଟହ କି?

ଦିତୀୟ ଶାମୁୟେଲ 7:20

ଏଣୁ ଦାଉଦ ତୁମ୍ଭକୁ ଆଉ କ'ଣ କହିପା ରେ? କାରଣ ହେ ପ୍ରଭକ୍ସ୍ଟ, ତୁମ୍ଭେ ଆପଣା ଦାସକକ୍ସ୍ଟ ଜାଣକ୍ସ୍ଟ ଅଛ।

ଗୀତସଂହିତା 110:1

ସଦାପ୍ରଭୁ ମାରେ ପ୍ରଭୁଙ୍କୁ କହିଲେ, ମାେ ସହିତ ମାରେ ଦକ୍ଷିଣ ପାଖରେ ବସ। ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ୟ୍ଯନ୍ତ।

ଯିଶାଇୟ 6:8

ତା'ପ ରେ ମୁଁ ସଦାପ୍ରଭୁଙ୍କର ସ୍ବର ଶୁଣିଲି। ସେ କହିଲେ, ମୁଁ କାହାକୁ ପଠାଇବି ? କିଏ ଆମ୍ଭମାନଙ୍କ ପାଇଁ ୟିବ?'

ଯିଶାଇୟ 55:4

ଦେଖ, ଆମ୍ଭେ ତାଙ୍କୁ ଗୋଷ୍ଠୀବର୍ଗର ସାକ୍ଷୀରୂପେ, ଗୋଷ୍ଠୀବର୍ଗ ରେ ଶାସକ ଓ ଆଜ୍ଞାଦାତା ରୂପେ ନିୟୁକ୍ତ କରିଅଛୁ।

ଯିହିଜିକଲ 3:23

ତେଣୁ ମୁଁ ଉଠି ପଡ଼ିଲି ଏବଂ ଉପତ୍ୟକାକୁ ଗଲି ସଦାପ୍ରଭୁଙ୍କର ମହିମା ସେ ସ୍ଥାନ ରେ ଠିଆ ହାଇେଥିଲା। ଏବଂ କବାର ନଦୀ କୂଳ ରେ ମୁଁ ଯେଉଁ ମହିମା ଦେଖିଥିଲି, ଏହାହିଁ ତାହା ଥିଲା। ତେଣୁ ମୁଁ ମୁହଁ ମାଡ଼ି ଭୂମିରେ ପଡ଼ି ରହିଲି।

ଦାନିଏଲ 8:11

ଆଉ ସହେି ଶିଙ୍ଗଟି ଅତି ବଳିଷ୍ଠ ହାଇେ ପରମେଶ୍ବରଙ୍କ ସ୍ବର୍ଗୀଯ ସୈନ୍ଯମାନଙ୍କ ଦଳପତି ବିରୁଦ୍ଧ ରେ ଗଲା, ଏହା ତାଙ୍କଠାରୁ ଦୈନ୍ଯଦିନ ହାମାେର୍ଥକ ବଳି ଛଡଇେ ନଲୋ ଓ ମନ୍ଦିରକୁ ଧ୍ବଂସ କଲା।

ଦାନିଏଲ 10:13

ମାତ୍ର ପାରସ୍ଯ ରାଜ୍ଯର ରାଜକୁମାର ଏକୋଇଶ ଦିନ ପର୍ୟ୍ଯନ୍ତ ଆମ୍ଭକୁ ବାଧା ଦଲୋ, ଆଉ ଦୂତମାନଙ୍କ ମଧିଅରେ ପ୍ରଧାନ ମୀଖାଯଲେ ମାେତେ ସାହାୟ୍ଯ କରିବାକୁ ଆସିଲେ। କାରଣ ପାରସ୍ଯର ରାଜକୁମାର ମାେତେ ପଛରୁ ଟାଣି ଧରିଥିଲା।

ଦାନିଏଲ 10:21

ମାତ୍ର ପବିତ୍ର ପୁସ୍ତକରେ ଯାହା ଲିଖିତ ଅଛି ଆମ୍ଭେ ତୁମ୍ଭକୁ ଜଣାଇବୁ। କବଳେ ମୀଖାଯଲେ ମାେତେ ସହେି ଦୁଷ୍ଟ ସ୍ବର୍ଗଦୂତମାନଙ୍କ ବିରୁଦ୍ଧ ରେ ସାହାୟ୍ଯ କରିବା ପାଇଁ ସଠାେ ରେ ଅଛନ୍ତି। ମୀଖାଯଲେ ହେଉଛନ୍ତି ତୁମ୍ଭର ଲୋକମାନଙ୍କର ରାଜକୁମାର।

ଦାନିଏଲ 12:1

ସହେି ଲୋକଟି ଦର୍ଶନ ରେ କହିଲେ, 'ଦାନିୟେଲ, ସେ ସମୟରେ ତୁମ୍ଭ ଲୋକ ୟିହୁଦୀଙ୍କ, ତତ୍ତ୍ବାବଧାରକ ରୂପେ ମୀଖାଯଲେ ମୁଖ୍ଯ ଅଧିପତିରୂପେ ଠିଆ ହବେେ। ମନୁଷ୍ଯ ଗୋଷ୍ଠୀର ସ୍ଥିତିକାଳ ଆରମ୍ଭରୁ ସେ ସମୟ ପର୍ୟ୍ଯନ୍ତ ଯେଉଁ ପ୍ରକାର ସଂକଟର କାଳ କବେେ ହାଇନୋହିଁ। ଆଉ ତୁମ୍ଭ ୟିହୁଦୀଯ ଗୋଷ୍ଠୀଯ ଯେଉଁ ପ୍ରେତ୍ୟକକର ନାମ ପୁସ୍ତକରେ ଲିଖିତ ହାଇେଅଛି, ସମାନେେ ପ୍ରେତ୍ୟକକ ସେ ସମୟରେ ଉଦ୍ଧାର ପାଇବେ।

ମାଥିଉଲିଖିତ ସୁସମାଚାର 8:2

ସମାନଙ୍କେ ଭିତରୁ ଜଣେ କୁଷ୍ଠ ରୋଗୀ ଆସି ଯୀଶୁଙ୍କ ଆଗ ରେ ଆଣ୍ଠୁ ମାଡି ବସି ପଡି କହିଲା, ପ୍ରଭୁ, ଆପଣ ଚାହିଁଲେ ମାେତେ ଭଲ କରିଦଇେ ପାରିବେ।

ମାଥିଉଲିଖିତ ସୁସମାଚାର 22:44

ପ୍ରଭୁ ମାରେ ପ୍ରଭୁ ଖ୍ରୀଷ୍ଟଙ୍କୁ କହିଥିଲେ, ମୁଁ ତୁମ୍ଭର ଶତୃମାନଙ୍କୁ ତୁମ୍ଭର ନିୟନ୍ତ୍ରଣ ରେ ଦବେି ଏବଂ ତୁମ୍ଭେ ମାରେ ଡ଼ାହାଣ ପଟେ ବସିବ। ଗୀତସଂହିତା 110:1

ଲୂକଲିଖିତ ସୁସମାଚାର 1:43

ତୁମ୍ଭେ ମାେ ପ୍ରଭୁଙ୍କ ମାଆ ଏବଂ ତୁମ୍ଭେ ମାେ ପାଖକୁ ଆସିଛ! ମାେ ପାଇଁ ଏତେ ବଡ ଭଲ ଘଟଣା କାହିଁକି ଘଟିଲା?

ଲୂକଲିଖିତ ସୁସମାଚାର 5:12

ଥରେ ଯୀଶୁ ଗୋଟିଏ ନଗର ରେ ଥିଲେ। ସଠାେରେ ଦହେସାରା କୁଷ୍ଠ ହାଇେ ଯାଇଥିବା ଲୋକଟିଏ ରହୁଥିଲା। ଯେତବେେଳେ ସେ ଯୀଶୁଙ୍କୁ ଦେଖିଲା, ତାହାଙ୍କୁ ପ୍ରଣାମ କରି ଅନୁରୋଧ କଲା, ହେ ପ୍ରଭୁ! ମାେତେ ସୁସ୍ଥ କରିଦିଅ। ମୁଁ ଜାଣେ ଯେ ତୁମ୍ଭେ ଇଚ୍ଛାକଲେ ମାେତେ ସୁସ୍ଥ କରିଦଇେ ପାରିବ।

ଲୂକଲିଖିତ ସୁସମାଚାର 20:42

ଗୀତସଂହିତା ରେ ଦାଉଦ ନିଜେ କହିଛନ୍ତି:

ଯୋହନଲିଖିତ ସୁସମାଚାର 20:28

ଥୋମା ଯୀଶୁଙ୍କ କହିଲେ, ମାରେପ୍ରଭୁ, ମାରେ ପରମେଶ୍ବର।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:6

ଏବେ ଉଠ ଓ ନଗରକୁ ଯାଅ। ସଠାେରେ ତୁମ୍ଭକୁ କ'ଣ କରିବାକୁ ହବେ, ତାହା ତୁମ୍ଭକୁ ଜଣେ କହିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:25

ପିତର ଘ ରେ ପ୍ରବେଶ କରିବା ବେଳେ କର୍ଣ୍ଣୀଲିୟ ତାହାଙ୍କୁ ସାକ୍ଷାତ କରି ତାହାଙ୍କ ପାଦତଳେ ପଡ଼ି ପ୍ରଣାମ କଲେ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 3:8

ମୁଁ ମାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହତେୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନକରେେ, ସଗେୁଡ଼ିକ ମାେ ପାଇଁ ମୂଲ୍ଯହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟଗୁଡ଼ିକୁ ମହତ୍ବପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ଯାଗ କରିଛି। ମୁଁ ଏବେ ଜାଣେ ଯେ ସଗେୁଡ଼ିକ ମୂଲ୍ଯହୀନ ସଢ଼ାକୁଟା ପରି।

ଏବ୍ରୀ 2:10

ପରମେଶ୍ବର ସମସ୍ତ ବିଷୟ ସୃଷ୍ଟି କରିଛନ୍ତି। ସମସ୍ତ ବିଷୟଗୁଡ଼ିକ ତାହାଙ୍କ ଗୌରବ ପାଇଁ ଉଦ୍ଦିଷ୍ଟ। ଅନକେ ଲୋକ ଯେପରି ତାହାଙ୍କ ଗୌରବ ରେ ପ୍ରବେଶ କରନ୍ତି ଏହା ଇଚ୍ଛା କରି ସେ ଯୀଶୁଙ୍କୁ ଦୁଃଖ ଭୋଗ ମାଧ୍ଯମ ରେ ସିଦ୍ଧ କଲେ, ତହିଁରେ ସେ ଲୋକମାନଙ୍କୁ ପରିତ୍ରାଣର ମାର୍ଗ ଦଖାଇେଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:7

ଏହିପରି ସମୟରେ ସ୍ବର୍ଗ ରେ ୟୁଦ୍ଧ ହେଲା। ମୀଖାଯଲେ ଓ ତାହାଙ୍କର ଦୂତଗଣ ସହେି ସାପ ଓ ତାହାର ଦୂତମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ। ସାପ ତା'ର ଦୂତମାନଙ୍କ ସହତ ପ୍ରତିୟୁଦ୍ଧ କଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:10

ତା'ପରେ ମୁଁ ଦୂତଙ୍କୁ ପ୍ରଣାମ କରିବା ପାଇଁ ତାହାଙ୍କ ପାଦତଳେ ପଡ଼ିଗଲି। କିନ୍ତୁ ସେ ମାେତେ କହିଲେ, ମାେତେ ପ୍ରଣାମ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ଖ୍ରୀଷ୍ଟ ବିଶ୍ବାସୀ ଓ ଯୀଶୁଙ୍କର ସାକ୍ଷୀ ଭାଇମାନଙ୍କ ପରି ପରମେଶ୍ବରଙ୍କର ଜଣେ ସବେକ ମାତ୍ର। ତେଣୁ ପରମେଶ୍ବରଙ୍କୁ ଉପାସନା କର ! କାରଣ ଯୀଶୁଙ୍କ ପାଇଁ ସାକ୍ଷ୍ଯ ଦେଉଛି ଭବିଷ୍ଯତ୍ ବାଣୀର ମୂଳ ଆତ୍ମା ସ୍ବରୂପ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:8

ମୁଁ ଯୋହନ। ମୁଁ ଏସବୁ ଶୁଣିଛି ଓ ଦେଖିଛି। ପୁଣି କଥା ଶୁଣିବା ଓ ଦେଖିବା ପରେ ମୁଁ ଏସବୁ କହିବାଦୂତଙ୍କ ପାଦତଳେ ପ୍ରଣାମ କରିବା ପାଇଁ ପଡ଼ିଗଲି।

Interlinear

Choose Theme