ଏହାପରେ ଯାକୁବ ବହୁତ କୋର୍ଧ କଲେ। ଯାକୁବ କହିଲେ, ମାରେ କି ଦୋଷ ଅଛି? ମୁଁ କିପରି ତୁମ୍ଭକୁ ଅପମାନିତ କଲି? କାହିଁକି ତୁମ୍ଭେ ମାେତେ ଗୋଡ଼ାଇଲ ଏବଂ ମାେତେ ଅଟକାଇଲ?
Cross references
ଯାକୁବ ରାହେଲ ଉପରେ କୋରଧ କଲେ। ସେ କହିଲେ, ମୁଁ ପରମେଶ୍ବର ନୁହେଁ। କବଳେ ପରମେଶ୍ବର ହିଁ ତୁମ୍ଭକୁ ସନ୍ତାନ ଦଇେ ପାରିବେ।
ଯେତବେେଳେ ସମାନେେ କ୍ଷତରେୁ ଫରେିଲେ, ତା'ର ସମସ୍ତ ଭାଇମାନେ ଏହି କଥା ଶୁଣିଲେ, ସମାନେେ ଭୟଙ୍କର ଭାବରେ ରାଗିଗଲେ କାରଣ ଶିଖିମ ଇଶ୍ରାୟେଲ ରେ ଏପରି ଅପମାନଜନକ କାର୍ୟ୍ଯ କଲେ। ସେ ଯାକୁବର କନ୍ଯାକୁ ଧର୍ଷଣ କରିବା ଉଚିତ୍ ନଥିଲା।
ସମାନଙ୍କେ କୋରଧ ଅଭିଶପ୍ତ ହେଉ। କାରଣ ତାହା ପ୍ରଚଣ୍ଡ ଥିଲା। ସମାନଙ୍କେ କୋପ ଅଭିଶପ୍ତ ହେଉ କାରଣ ତାହା ନିଷ୍ଠୁର ଥିଲା। ମୁଁ ଯାକୁବ ମଧିଅରେ ସମାନଙ୍କେୁ ବିଭାଗ କରିବି। ଏବଂ ଇଶ୍ରାୟେଲ ମଧିଅରେ ଛିନ୍ନ ଭିନ୍ନ କରିବି।
ତେଣୁ ମାଶାେ ଅତ୍ଯନ୍ତ କୋରଧାନ୍ବିତ ହେଲେ, ସେ ସଦାପ୍ରଭୁଙ୍କୁ କହିଲେ, ମୁଁ ଏହି ଲୋକମାନଙ୍କର କିଛି କ୍ଷତି କରିନାହିଁ, ମୁଁ ସମାନଙ୍କେଠାରୁ ଗୋଟିଏ ଗଧ ମଧ୍ଯ ନଇନୋହିଁ। ତେଣୁ ତୁମ୍ଭେ ଏମାନଙ୍କର ନବୈେଦ୍ଯ ଗ୍ରହଣ କରନାହିଁ।
ମାତ୍ର ନାମାନ୍ କ୍ରୁଦ୍ଧ ହାଇେ ଗ୍ଭଲିଗଲେ। ସେ କହିଲେ ମୁଁ ଭାବିଥିଲି ସେ ବାହାରି ଆସି ଥାଆନ୍ତା ଏବଂ ତାଙ୍କ ସଦାପ୍ରଭୁଙ୍କ ନାମ ରେ ଡାକି ଥାଆନ୍ତା ଏବଂ ସଂକ୍ରମିତ ଚର୍ମ ଉପରେ ତାଙ୍କ ହାତ ରଖି ମାେତେ ଆରୋଗ୍ୟ କରିଥାଆନ୍ତା।
ପରମେଶ୍ବରଙ୍କ ଲୋକ ତାଙ୍କ ଉପରେ କୃଦ୍ଧ ହାଇେ କହିଲେ, ତୁମ୍ଭେ ପାଞ୍ଚ କିମ୍ବା ଛଅ ଥର ଆଘାତ କରିବା କଥା। ତାହା ହାଇେଥିଲେ ତୁମ୍ଭେ ଅରାମକୁ ନିଃଶଷେ କରିବା ପର୍ୟ୍ଯନ୍ତ ସମାନଙ୍କେୁ ହରାଇଥାନ୍ତ। କିନ୍ତୁ ବର୍ତ୍ତମାନ ଅରାମକୁ କବଳେ ତିନି ଥର ପାଇଁ ହରାଇବ।
ଦୁଷ୍ଟ ଲୋମାନେ ସବୁକୁ ଭୟ କରନ୍ତି। ମାତ୍ର ଧାର୍ମିକ ଲୋକମାନେ ସିଂହପରି ଆତ୍ମନିର୍ଭରଶୀଳ ହୁଅନ୍ତି।
ତା'ପରେ ଯୀଶୁ ଲୋକମାନଙ୍କ ଆଡକୁ ରାଗ ରେ ଚାହିଁଲେ; କିନ୍ତୁ ସମାନଙ୍କେ ହୃଦୟର କଠିନତା ଲକ୍ଷ୍ଯ କରି ବହୁତ ଦୁଃଖୀ ହେଲେ। ଯୀଶୁ ସହେି ଲୋକଟିକୁ କହିଲେ, ତୁମ୍ଭ ହାତ ମାେତେ ଦଖାେଅ। ଲୋକଟି ଯୀଶୁଙ୍କ ଆଡକୁ ହାତଟି ବଢାଇ ଦଲୋ ଓ
ଯେତବେେଳେ ତୁମ୍ଭର କୋର୍ଧ ହୁଏ, ସେତବେେଳେ ଅତି କୋର୍ଧୀ ହାଇେ ପାପ କର ନାହିଁ।
ମାେ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବା ରେ ବେଶି ଇଚ୍ଛୁକ ହୁଅ। ସଜହଜ ରେ ରାଗି ଯାଅ ନାହିଁ।