Home Bibles ଆଦି ପୁସ୍ତକ 29:30 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 29:30 · ଓଡ଼ିଆ ବାଇବେଲ

ତେଣୁ ଯାକୁବ ରାହେଲ ସହିତ ସହବାସ କଲେ, ଏବଂ ଯାକୁବ ଲୟୋ ଅପେକ୍ଷା ରାହେଲକୁ ଅଧିକ ଭଲ ପାଇଲେ। ଯାକୁବ ଲାବନ ପାଇଁ ଆଉ ସାତ ବର୍ଷ କାମ କଲେ।

Cross references

ଆଦି ପୁସ୍ତକ 29:18

ଯାକୁବ ରାହେଲକୁ ପ୍ ରମେ କଲେ। ଯାକୁବ ଲାବନକୁ କହିଲେ, ମୁଁ ତୁମ୍ଭ ପାଇଁ ସାତବର୍ଷ କାମ କରିବି ଯଦି ତୁମ୍ଭେ ମାେତେ ତୁମ୍ଭର ସାନ ଝିଅ ରାହେଲ ସହିତ ବିବାହ ଦିଅ।

ଆଦି ପୁସ୍ତକ 29:20

ତେଣୁ ଯାକୁବ ତାଙ୍କ ସହ ସଠାେରେ ସାତବର୍ଷ ରହି କାମ କଲେ। କିନ୍ତୁ ଏହା ତାଙ୍କୁ ଖୁବ କମ ସମୟ ଜଣାଗଲା କାରଣ ସେ ରାହେଲକୁ ବହୁତ ଭଲ ପାଉଥିଲେ।

ଆଦି ପୁସ୍ତକ 29:31

ସଦାପ୍ରଭୁ ଦେଖିଲେ ଲଯା ଘୃଣିତ ହେଉଛି, ସେଥିପାଇଁ ସଦାପ୍ରଭୁ ଲୟୋକୁ ଗର୍ଭବତୀ କରାଇଲେ। ରାହେଲର କୌଣସି ସନ୍ତାନ ଜନ୍ମ ହେଲା ନାହିଁ।

ଆଦି ପୁସ୍ତକ 30:25

ରାହେଲ ଯୋଷଫେକୁ ଜନ୍ମ ଦବା ପରେ, ଯାକୁବ ଲାବନକୁ କହିଲେ, ଏବେ ମାେତେ ମାରେ ନିଜ ଦେଶ ୟିବାକୁ ଦିଅ।

ଆଦି ପୁସ୍ତକ 31:15

ଆମ୍ଭେ ତାଙ୍କ ଆଖି ରେ ବିଦେଶୀନି ତୁଲ୍ଯ। ସେ କବଳେ ଆମ୍ଭକୁ ତୁମ୍ଭଠା ରେ ବିକ୍ରଯ କରି ନାହାନ୍ତି। ସେ ସମସ୍ତ ଟଙ୍କା ଖର୍ଚ୍ଚ କରିଦଇେଛନ୍ତି, ଯାହା ଆମ୍ଭମାନଙ୍କର ହବୋର ଥିଲା।

ଆଦି ପୁସ୍ତକ 31:41

ମୁଁ କୋଡ଼ିଏ ବର୍ଷକାଳ ତୁମ୍ଭ ନିକଟରେ ରହିଲି, ତୁମ୍ଭର ଦୁଇ ଝିଅ ନିମନ୍ତେ ଚଉତ ବର୍ଷ ଓ ପଶୁମାନଙ୍କ ନିମନ୍ତେ ଛଅ ବର୍ଷ କର୍ମ କଲି। ଏଥି ମଧିଅରେ ତୁମ୍ଭେ ଦଶଥର ମାହେର ବର୍ତ୍ତନ ପରିବର୍ତ୍ତନ କରିଅଛ।

ଆଦି ପୁସ୍ତକ 44:20

ଆମ୍ଭେ ତୁମ୍ଭକୁ ଉତ୍ତର କରିଥିଲୁ, 'ହଁ, ଆମ୍ଭର ଏକ ପିତା ଅଛନ୍ତି। ସେ ବାର୍ଦ୍ଧକ୍ଯ। ଏବଂ ଆମ୍ଭର ଗୋଟିଏ ସାନ ଭାଇ ଥିଲା ଯାହାକୁ ଆମ୍ଭର ପିତା ଅତ୍ଯନ୍ତ ପ୍ ରମେ କରୁଥିଲେ। କାରଣ ସେ ପିତାଙ୍କର ବର୍ଦ୍ଧକ୍ଯ କାଳ ରେ ଜନ୍ମ ନଇେଥିଲେ। ସହେି କନିଷ୍ଠ ମାତ୍ର ତାହାର ସହୋଦର ମରିଅଛି। ତେଣୁ ବିନ୍ଯାମୀନ ହେଉଛି ସହେି ଭାଇ ଯାହା ଏକା ମାର ସନ୍ତାନ। ଆମ୍ଭର ପିତା ମଧ୍ଯ ତାଙ୍କୁ ଅତ୍ଯନ୍ତ ଭଲପାନ୍ତି।'

ଆଦି ପୁସ୍ତକ 44:27

ଏହାପରେ ଆମ୍ଭର ପିତା ଆମ୍ଭକୁ କହିଲେ, 'ତୁମ୍ଭେ ଜାଣ ମାରେସ୍ତ୍ରୀ ରାହେଲଠାରୁ ମାତ୍ର ଦୁଇଟି ପୁତ୍ର ଜନ୍ମ ନଇେଥିଲେ।

ଦିତୀୟ ବିବରଣ 21:15

ଯଦି କୌଣସି ଲୋକର ଦକ୍ସ୍ଟଇଟି ସ୍ତ୍ରୀ ଥାଏ, ସେ ଜଣକକ୍ସ୍ଟ ଅନ୍ୟ ଜଣ ଅପେକ୍ଷା ଅଧିକ ଭଲ ପାଉଥାଏ, ଏବଂ ଯଦି ସହେି ଦକ୍ସ୍ଟଇଜଣ ୟାକ ତୁମ୍ଭର ପକ୍ସ୍ଟତ୍ର ସନ୍ତାନ ପ୍ରସବ କରନ୍ତି। ଯଦି ପ୍ରଥମ ପକ୍ସ୍ଟତ୍ରକକ୍ସ୍ଟ ତୁମ୍ଭେ ଭଲ ପାଉ ନ ଥିବ ସ୍ତ୍ରୀ ଜନ୍ମ ଦଇେଥାଏ।

ପ୍ରଥମ ଶାମୁୟେଲ 18:17

କିନ୍ତୁ ଶାଉଲ ଦାଉଦଙ୍କକ୍ସ୍ଟ ମାରିଦବୋ ପାଇଁ ଚାହିଁଲେ ଏବଂ ଶାଉଲ ଏକ ଉପାଯ ଚିନ୍ତା କଲେ। ଶାଉଲ କହିଲେ, ଦାଉଦ ମରେବ୍ ନାମକ ମାରେଜେଷ୍ଠ କନ୍ଯାକକ୍ସ୍ଟ ଦେଖ। ମୁ ତାକକ୍ସ୍ଟ ତୁମ୍ଭକୁ ବିବାହ ଦବେି। ତା'ପରେ ତୁମ୍ଭେ ଜଣେ ବୀର ଯୋଦ୍ଧା ସୈନିକ ହବେ। ତୁମ୍ଭେ ମାରେ ସନ୍ତାନପରି, ତା'ପରେ ତୁମ୍ଭେ ସଦାପ୍ରଭୁଙ୍କ ପାଇଁ ୟକ୍ସ୍ଟଦ୍ଧ କର। ଶାଉଲ ଚିନ୍ତାକଲେ, ମୁ ତାକକ୍ସ୍ଟ ହତ୍ଯା କରିବା ପାଇଁ ହାତ ଉଠାଇବି ନାହିଁ, କିନ୍ତୁ ପଲେଷ୍ଟୀୟମାନେ ହକ୍ସ୍ଟଏତ ତାକକ୍ସ୍ଟ ହତ୍ଯା କରି ପାରନ୍ତି।

ହୋଶେୟ 12:12

ଯାକୁବ ଅରାମ ରାଜ୍ଯକୁ ପଳାଇଲେ। ସହେି ସ୍ଥାନ ରେ ଇଶ୍ରାୟେଲ ଗୋଟିଏ ସ୍ତ୍ରୀ ପାଇଁ କାର୍ୟ୍ଯ କରୁଥିଲେ। ସେ ଅନ୍ୟ ସ୍ତ୍ରୀ ପାଇବାକୁ ମଷେ ରଖିଲେ।

ମାଥିଉଲିଖିତ ସୁସମାଚାର 6:24

'ଜଣେ କବେେ ହେଲେ ଏକା ବେଳେ ଦୁଇଜଣ ମାଲିକଙ୍କ ସବେକ ହାଇେ ପାରିବ ନାହିଁ।

ମାଥିଉଲିଖିତ ସୁସମାଚାର 10:37

ଯେଉଁ ଲୋକ ମାେ ଅପେକ୍ଷା ତା ବାପା ମାଆଙ୍କୁ ଅଧ୍କ ଭଲ ପାଏ, ତବେେ ସେ ମାରେ ଅନୁଗାମୀ ହବୋର ଯୋଗ୍ଯ ନୁହେଁ। ଯେଉଁ ଲୋକ ମାେ ଅପେକ୍ଷା ତା ପୁଅ ଓ ଝିଅଙ୍କୁ ଅଧିକ ଭଲ ପାଏ, ସେ ମାରେ ଅନୁଗାମୀ ହବୋର ଯୋଗ୍ଯ ନୁହେଁ।

ଲୂକଲିଖିତ ସୁସମାଚାର 14:26

ଯଦି ଜଣେ ଲୋକ ମାେ ପାଖକୁ ଆ ସେ, କିନ୍ତୁ ଯଦି ମାେ ଅପେକ୍ଷା ତା ବାପାମାଆ, ସ୍ତ୍ରୀ, ପିଲା, ଭାଇଭଉଣୀମାନଙ୍କୁ ଅଧିକ ଭଲ ପାଏ, ତବେେ ସେ ଲୋକ ମାରେ ଶିଷ୍ଯ ହାଇେ ପାରିବ ନାହିଁ। ଜଣେ ଲୋକକୁ ତା' ନିଜ ଅପେକ୍ଷା ମାେତେ ଅଧିକ ଭଲ ପାଇବାକୁ ହବେ।

ଯୋହନଲିଖିତ ସୁସମାଚାର 12:25

ନିଜ ଜୀବନକୁ ଭଲ ପାଉଥିବା ବ୍ଯକ୍ତି ଏହା ହରାଇବ। ନିଜ ଜାଗତିକ ଜୀବନକୁ ଘୃଣା କରୁଥିବା ଲୋକ ଏହାକୁ ସୁରକ୍ଷିତ ରଖିବ। ସେ ଅନନ୍ତ ଜୀବନ ପାଇଁ ତାହା ପାଇ ପାରିବ।

Interlinear

Choose Theme