Home Bibles ଯୋହନଲିଖିତ ସୁସମାଚାର 12:25 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 12:25 · ଓଡ଼ିଆ ବାଇବେଲ

ନିଜ ଜୀବନକୁ ଭଲ ପାଉଥିବା ବ୍ଯକ୍ତି ଏହା ହରାଇବ। ନିଜ ଜାଗତିକ ଜୀବନକୁ ଘୃଣା କରୁଥିବା ଲୋକ ଏହାକୁ ସୁରକ୍ଷିତ ରଖିବ। ସେ ଅନନ୍ତ ଜୀବନ ପାଇଁ ତାହା ପାଇ ପାରିବ।

Cross references

ଆଦି ପୁସ୍ତକ 29:30

ତେଣୁ ଯାକୁବ ରାହେଲ ସହିତ ସହବାସ କଲେ, ଏବଂ ଯାକୁବ ଲୟୋ ଅପେକ୍ଷା ରାହେଲକୁ ଅଧିକ ଭଲ ପାଇଲେ। ଯାକୁବ ଲାବନ ପାଇଁ ଆଉ ସାତ ବର୍ଷ କାମ କଲେ।

ଉପଦେଶକ 2:17

ସେଥିପାଇଁ ମୁଁ ଜୀବନକୁ ଘୃଣା କଲି। ସେଥି ନିମନ୍ତେ ମୁଁ ଅନୁଭବ କଲି, ସୂର୍ୟ୍ଯତଳେ ସମସ୍ତ ବିଷଯ ମନ୍ଦ। କାରଣ ଅର୍ଥହୀନ ଏବଂ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି।

ମାଥିଉଲିଖିତ ସୁସମାଚାର 10:39

ଯେଉଁ ଲୋକ ମାେ ଅପେକ୍ଷା ତା ନିଜ ଜୀବନକୁ ଅଧିକ ଭଲ ପାଏ ସେ ବାସ୍ତବଜୀବନ ହରାଇ ବସିବ। କିନ୍ତୁ ଯେଉଁ ଲୋକ ମାେ ସକାେଶ ଜୀବନ ହରାଏ, ସେ ବାସ୍ତବ ଜୀବନ ପାଇପାରିବ।

ମାଥିଉଲିଖିତ ସୁସମାଚାର 16:25

ଯେଉଁ ଲୋକ ତା ନିଜ ଜୀବନ ରକ୍ଷା କରିବାକୁ ଚାହୁଁଥିବ, ସେ ଏହାକୁ ହ ରଇେ ବସିବ। ମାେ ପାଇଁ ଜୀବନ ଦେଉଥିବା ପ୍ରେତ୍ୟକକ ଲୋକ ଏହାକୁ ରକ୍ଷା କରିବ।

ମାଥିଉଲିଖିତ ସୁସମାଚାର 19:29

ମାେ ପାଇଁ ଯେଉଁ ଲୋକ ଘରଦ୍ବାର କିମ୍ବା ଭାଇ, ଭଉଣୀ କିମ୍ବା ପିତା, ମାତାଙ୍କୁ କିମ୍ବା ପିଲାମାନଙ୍କୁ କିମ୍ବା ଜମିବାଡ଼ି ଛାଡ଼ି ଦଇେଛି, ସେ ଶ ହଗେୁଣ ଅଧିକା ପାଇବ ଏବଂ ଅନନ୍ତଜୀବନ ପାଇବ।

ମାର୍କଲିଖିତ ସୁସମାଚାର 8:35

କାରଣ ଯେଉଁ ଲୋକ ନିଜ ଜୀବନକୁ ବଞ୍ଚାଇବାକୁ ଚାହିଁବ, ସେ ତାହା ହରାଇବ। ଯେଉଁ ଲୋକ ମାେ ପାଇଁ ଓ ସୁସମାଚାର ପାଇଁ ନିଜ ଜୀବନ ତ୍ଯାଗ କରିବ, ସେ ତା' ଜୀବନକୁ ଚିର ଦିନ ଲାଗି ରକ୍ଷା କରିବ।

ଲୂକଲିଖିତ ସୁସମାଚାର 9:23

ଯୀଶୁ ପୁଣି ସମାନଙ୍କେୁ କହିବାକୁ ଲାଗିଲେ, ଯଦି କହେି ମାରେଅନୁସରଣ କରିବାକୁ ଚାହୁଁଥାଏ, ତବେେ ତାହାକୁ ନିଜର ସମସ୍ତ କାମନା ତ୍ଯାଗ କରିବାକୁ ପଡିବ। ପ୍ରତିଦିନ ତାହାକୁ ଦିଆଯାଇଥିବା କୃଶକୁ ଗ୍ରହଣ କରିବାକୁ ହବେ, ଏବଂ ସେ ମାରେ ଅନୁସରଣ କରିବ।

ଲୂକଲିଖିତ ସୁସମାଚାର 14:26

ଯଦି ଜଣେ ଲୋକ ମାେ ପାଖକୁ ଆ ସେ, କିନ୍ତୁ ଯଦି ମାେ ଅପେକ୍ଷା ତା ବାପାମାଆ, ସ୍ତ୍ରୀ, ପିଲା, ଭାଇଭଉଣୀମାନଙ୍କୁ ଅଧିକ ଭଲ ପାଏ, ତବେେ ସେ ଲୋକ ମାରେ ଶିଷ୍ଯ ହାଇେ ପାରିବ ନାହିଁ। ଜଣେ ଲୋକକୁ ତା' ନିଜ ଅପେକ୍ଷା ମାେତେ ଅଧିକ ଭଲ ପାଇବାକୁ ହବେ।

ଲୂକଲିଖିତ ସୁସମାଚାର 17:33

ଯେଉଁଲୋକ ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିବ, ସେ ତାହା ହ ରଇେ ବସିବ। କିନ୍ତୁ ଯେଉଁ ଲୋକ ତା ଜୀବନ ପରିତ୍ଯାଗ କରିବ, ସେ ତାହା ରକ୍ଷା କରିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:24

କିନ୍ତୁ, ମୁଁ ପ୍ରଭୁ ଯୀଶୁଙ୍କଠାରୁ ପରମେଶ୍ବରଙ୍କ ଅନୁଗ୍ରହଜନକ ସୁସମାଚ଼ାର ଘାଷେଣା କରିବାର ଯେଉଁ କାର୍ୟ୍ଯ ଓ ସବୋ ପଦ ପାଇଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରାଣପଣେ ଚେ଼ଷ୍ଟା କରୁଛି। ଏଥିପାଇଁ ମାେ ନିଜର ଜୀବନକୁ ନିତାନ୍ତ ମୂଲ୍ଯହୀନ ମଣୁଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:13

କିନ୍ତୁ ପାଉଲ କହିଲେ, ତୁମ୍ଭମାନେେ କାହିଁକି କାନ୍ଦୁଛ? ତୁମ୍ଭମାନେେ କାହିଁକି ଏପରି ମାେତେ ଦୁଃଖିତ କରୁଛ? ୟିରୂଶାଲମ ରେ ମୁଁ ବନ୍ଧା ହବୋ ପାଇଁ ଯେ କବଳେ ପ୍ରସ୍ତୁତ ଅଛି, ତାହା ନୁହେଁ, ମାତ୍ର ମୁଁ ପ୍ରଭୁ ଯୀଶୁଙ୍କ ନାମ ରେ ମରିବା ପାଇଁ ମଧ୍ଯ ପ୍ରସ୍ତୁତ ଅଛି।

ଏବ୍ରୀ 11:35

ମୃତ୍ଯୁରୁ ଲୋକମାନେ ପୁନଃଜୀବିତ ହାଇେ ପରିବାର ରେ ନିଜ ନାରୀମାନଙ୍କ ପାଖକୁ ଗଲେ। ଅନ୍ୟ ଲୋକମାନଙ୍କୁ ଯାତନା ଦିଆ ହେଲା, ସମାନେେ ସ୍ବାଧୀନ ହବୋକୁ ଚାହିଁଲେ ନାହିଁ କାରଣ ସମାନେେ ମୃତ୍ଯୁରୁ ପୁନଃଜୀବନ ଲାଭ କରି ଗୋଟିଏ ଅଧିକ ଭଲ ଜୀବନ ପାଇ ପାରିବେ ବୋଲି ଭାବି ଏହି ସବୁ କାର୍ୟ୍ଯ କରିଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:11

ଆମ୍ଭ ଭାଇମାନେ ମଷେଶାବକଙ୍କ ରକ୍ତ ଦ୍ବାରା ଓ ସମାନଙ୍କେର ପ୍ରଚାର ଦ୍ବାରା ତାହାକୁ ପରାସ୍ତ କରିଛନ୍ତି, କାରଣ ସମାନେେ ନିଜ ନିଜର ଜୀବନକୁ ତୁଚ୍ଛଜ୍ଞାନ କରି ତାହାଙ୍କ ନିମନ୍ତେ ମୃତ୍ଯୁ ଭୋଗ କରିଥିଲେ।

Interlinear

Choose Theme