Home Bibles ଆଦି ପୁସ୍ତକ 44:27 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 44:27 · ଓଡ଼ିଆ ବାଇବେଲ

ଏହାପରେ ଆମ୍ଭର ପିତା ଆମ୍ଭକୁ କହିଲେ, 'ତୁମ୍ଭେ ଜାଣ ମାରେସ୍ତ୍ରୀ ରାହେଲଠାରୁ ମାତ୍ର ଦୁଇଟି ପୁତ୍ର ଜନ୍ମ ନଇେଥିଲେ।

Cross references

ଆଦି ପୁସ୍ତକ 29:18

ଯାକୁବ ରାହେଲକୁ ପ୍ ରମେ କଲେ। ଯାକୁବ ଲାବନକୁ କହିଲେ, ମୁଁ ତୁମ୍ଭ ପାଇଁ ସାତବର୍ଷ କାମ କରିବି ଯଦି ତୁମ୍ଭେ ମାେତେ ତୁମ୍ଭର ସାନ ଝିଅ ରାହେଲ ସହିତ ବିବାହ ଦିଅ।

ଆଦି ପୁସ୍ତକ 29:28

ତେଣୁ ଯାକୁବ ଏହିପରି କଲେ, ଏବଂ ଏକ ସପ୍ତାହ ବିତାଇଲେ। ଏହାପରେ ଲାବନ ରାହେଲକୁ ତା'ର ସ୍ତ୍ରୀ ଭାବେ ତାଙ୍କୁ ଦେଲେ।

ଆଦି ପୁସ୍ତକ 30:22

ଏହାପରେ ପରମେଶ୍ବର ରାହେଲର ପ୍ରାର୍ଥନା ଗ୍ରହଣ କଲେ, ପରମେଶ୍ବର ରାହେଲକୁ ମାତୃତ୍ବ ଦେଲେ।

ଆଦି ପୁସ୍ତକ 35:16

ଯାକୁବ ଏବଂ ତାଙ୍କର ଦଳ ବୈଥଲେ ଛାଡ଼ିଲେ, ସମାନେେ ଇଫ୍ରାଥା ରେ ଉପସ୍ଥିତ ହବୋପାଇଁ ଅଳ୍ପ ବାଟ ଥିଲା। ରାହେଲର ପ୍ରସବ ବଦନୋ ହେଲା ଏବଂ ତା'ର ପ୍ରସବ କରିବ ରେ ଅତିଶଯ କଷ୍ଟ ହେଲା।

ଆଦି ପୁସ୍ତକ 46:19

ଯାକୁବଙ୍କ ସ୍ତ୍ରୀ ରାହେଲର ପୁତ୍ର, ଯୋଷଫେ ଏହଂ ବିନ୍ଯାମୀନ।

ଆଦି ପୁସ୍ତକ 46:22

ଏହି ଚଉଦ ଜଣ ଯାକୁବଙ୍କଠାରୁ ଜାତ ରାହେଲ ସନ୍ତାନ ଥିଲେ।

Interlinear

Choose Theme