Home Bibles ଆଦି ପୁସ୍ତକ 29:10 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 29:10 · ଓଡ଼ିଆ ବାଇବେଲ

ରାହେଲ ଥିଲା ଲାବନ୍ର ଝିଅ। ଲାବନ ଥିଲେ ଯାକୁବର ମା' ରିବିକାର ଭାଇ। ଯାକୁବ ଯେତବେେଳେ ମାତୁଳ ଲାବନର କନ୍ଯା ମଷେ ସହିତ ରାହେଲକୁ ଦେଖିଲା, ସେ ୟାଇ ପଥର ଘୁଞ୍ଚାଇଲେ ଓ ତାଙ୍କର ମଷେମାନେ ଜଳପାନ କଲେ।

Cross references

ଯାତ୍ରା ପୁସ୍ତକ 2:17

ଇତ୍ଯବସର ରେ ମଷେପାଳକମାନେ ଆସି ସମାନଙ୍କେୁ ଗୋଡ଼ାଇବାକୁ ଆରମ୍ଭ କଲେ। ମାତ୍ର ମାଶାେ ସମାନଙ୍କେୁ ସାହାୟ୍ଯ କଲେ ଓ ସମାନଙ୍କେର ମଷେପଲକୁ ଜଳ ଦେଲେ।

Interlinear

Choose Theme