ଏହାପରେ ଯାକୁବ ତାଙ୍କର ୟାତ୍ରା ଚାଲୁ ରଖିଲେ, ସେ ପୂର୍ବଦିଗସ୍ଥ ଦେଶକୁ ଗଲେ।
Cross references
ଏହିସବୁ ଘଟଣା ଘଟିୟିବା ପରେ , ଅବ୍ରହାମକୁ ଏକ ବାର୍ତ୍ତା ପଠାଗଲା। ବର୍ତ୍ତାଟି ଏହିପରି ଥିଲା, ତୁମ୍ଭର ଭାଇ ନା ହରେ ଏବଂ ତାଙ୍କର ସ୍ତ୍ରୀ ମିଲ୍କା ସନ୍ତାନ ପ୍ରସବ କରିଅଛି।
ସହେି ଦାସ ଅବ୍ରହାମଙ୍କର ଦଶଟା ଓଟ ନଇେ ସହେି ସ୍ଥାନ ପିରତ୍ଯାଗ କଲା। ସମସ୍ତ ପ୍ରକାରର ସୁନ୍ଦର ଉପହାରଗୁଡ଼ିକ ବହନ କରି ନେଲେ। ସହେି ଦାସ ନାହାରେ ଅରାମନହରଯିମର ନଗରକୁ ୟାତ୍ରା କଲା।
ଅବ୍ରହାମ ମୃତ୍ଯୁ ପୂର୍ବରୁ ସେ ଦାମୀମାନଙ୍କ ପୁତ୍ରଗଣଙ୍କୁ କିଛି ଉପହାର ଦେଲେ ଓ ସହେି ପୁତ୍ରଗଣଙ୍କୁ ପୂର୍ବ ଦିଗସ୍ଥ ଦେଶ ରେ ରହିବାକୁ ବିଦାଯ କଲେ। ସେ ସମାନଙ୍କେୁ ଇସ୍ହାକଠାରୁ ହୂରକୁ ପଠାଇଲେ। ତା'ପରେ ଅବ୍ରହାମ ତାଙ୍କର ସମସ୍ତ ସମ୍ପତ୍ତି ଇସ୍ହାକକୁ ଦେଲେ।
ଯେତବେେଳେ ଇସ୍ହାକ ରିବିକାକୁ ବିବାହ କଲେ, ସେ ଚାଳିଶ ବର୍ଷ ଥିଲେ। ୟିଏକି ବଥୁଯଲରେ କନ୍ଯା, ଅରାମୀଯ ପଦ୍ଦନ-ଅରାମୀଯ ଏବଂ ଅରାମୀଯ ଲାବନର ଭୁଗିନୀ।
ଏହାପରେ ଇସ୍ହାକ ଯାକୁବକୁ ବିଦାଯ କରନ୍ତେ ସେ ପଦ୍ଦନ ଅରାମ ରେ ଲାବନକୁ ବଥୁଯଲରେ ପୁତ୍ର ଅରାମୀଯ ଅର୍ଥାତ୍ ଯାକୁବ ଓ ଏଷୌର ମାତା ରିବିକାର ଭ୍ରାତା ନିକଟକୁ ୟାତ୍ରା କଲେ। ରିରିକା ଯାକୁବ ଏବଂ ଏଷୌର ମାତା ଥିଲେ।
ପରମେଶ୍ବର ଯାକୁବକୁ କହିଲେ, ବୈଥଲକେୁ ୟାଅ, ସଠାେରେ ବାସକର ଏବଂ ସଠାେରେ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବଳି ଉତ୍ସର୍ଗ କରିବା ପାଇଁ ଏକ ୟଜ୍ଞବଦେୀ ସ୍ଥାପନ କର। ୟିଏ ତୁମ୍ଭ ଭାଇ ଏଷୌଠାରୁ ତୁମ୍ଭର ପଳାଯନ ବେଳେ ଆର୍ବିଭାବ ହାଇେଥିଲେ।
ଯାକୁବ ୟଜ୍ଞବଦେୀ ନିର୍ମାଣ କଲେ। ଯାକୁବ ସହେି ସ୍ଥାନର ନାମ ଦେଲେ ଏଲ୍-ବୈଥେଲ୍। ଯାକୁବ ଏପରି ନାମ ସ୍ଥିର କଲେ କାରଣ ସହେି ସ୍ଥାନ ରେ ପରମେଶ୍ବର ତାଙ୍କୁ ପ୍ରଥମେ ଦଖାେ ଦଇେଥିଲେ। ଯେତବେେଳେ ସେ ତାଙ୍କ ଭାଇଙ୍କ ନିକଟରୁ ଦୌଡ଼ି ପଳାଉଥିଲେ।
ତହୁଁ ବିଲିଯମ କହିଲେ,
ସମାନେେ ଏହିପରି କଲେ, କାରଣ ମିଦିଯନୀଯ ଓ ଅମାଲକେୀଯ ଓ ପୂର୍ବ ଦେଶିଯ ଗୋଷ୍ଠୀମାନେ ସର୍ବଦା ଆସି ସମାନଙ୍କେର ଫସଲ ନଷ୍ଟ କରି ଦେଉଥିଲେ।
ମିଦିଯନୀଯ, ଅମାଲକେୀଯ ଓ ପୂର୍ବ ଦେଶୀଯ ଲୋକମାନେ ନିଜକକ୍ସ୍ଟ ଏକତ୍ରୀତ କରାଇଲେ। ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ସହେି ଲୋକମାନେ ୟର୍ଦ୍ଦନ ନଦୀ ପାର ହାଇେ ୟିଷ୍ରିଯଲରେ ତଳ ଭୂମିରେ ଛାଉଣୀ ସ୍ଥାପନ କଲା।
ମିଦିଯକୀଯ, ଅମାଲକେୀଯ ଓ ପୂର୍ବ ଦେଶୀଯ ଲୋକମାନେ ଯେଉଁମାନେ ସଠାେରେ ଛାଇଣୀ କରିଥିଲେ ବହକ୍ସ୍ଟ ସଂଖ୍ଯକ ହତେକ୍ସ୍ଟ ପଙ୍ଗପାଳର ଦଳପରି ଦଖାଗେଲେ। ସମାନଙ୍କେର ଏତଗେକ୍ସ୍ଟଡିକ ଓଟ ଥିଲେ ଯେ, ସଗେକ୍ସ୍ଟଡିକ ସମକ୍ସ୍ଟଦ୍ର କୂଳର ବାଲିକଣା ତକ୍ସ୍ଟଲ୍ଯ ଦଖାଗେଲେ।
ସହେି ସମୟରେ ସବହେ ଓ ସଲ୍ମକ୍ସ୍ଟନ୍ନ କର୍କୋର ନଗର ରେ ଥିଲେ। ସମାନଙ୍କେ ସହିତ 15,000 ସୈନ୍ଯ ଥିଲେ। ଏହି ସୈନ୍ଯମାନେ, ଯେଉଁମାନେ ପୂର୍ବ ଦେଶୀଯ ଲୋକମାନଙ୍କର ସୈନ୍ଯବାହୀନି ରେ ରହିଥିଲେ। 1,20,000 ଜଣ ଶକ୍ତିଶାଳୀ ସୈନ୍ଯ ପୁରାପୁରି ମୃତକ୍ସ୍ଟ୍ଯବରଣ କରିଥିଲେ।
ପୂର୍ବ ଦେଶୀଯ ଓ ମିଶରୀଯ ଲୋକମାନଙ୍କ ଜ୍ଞାନ ଅପେକ୍ଷା ଶଲୋମନଙ୍କର ଜ୍ଞାନ ଅଧିକ ଥିଲା।
ମୁଁ ବହୁ ଆନନ୍ଦ ସହକାରେ ତୁମ୍ଭର ଆଦେଶସବୁ ମାନିବି, ଯେତବେେଳେ ତୁମ୍ଭେ ମାରେ ବୁଝିବା ଶକ୍ତିକୁ ପ୍ରଶସ୍ତ କରିବ।
ମୁଁ ତୁମ୍ଭର ଆଜ୍ଞାସବୁ ପାଳନ କରିବାରେ, ବିଳମ୍ବ କରି ନାହିଁ।
ତୁମ୍ଭେ ଆପଣା ମାର୍ଗ ରେ ୟାଅ। ଆନନ୍ଦ ରେ ଆପଣା ଆହାର ଭୋଜନ କର ଓ ହୃଷ୍ଟ ଚିତ୍ତ ରେ ଆପଣା ଦ୍ରାକ୍ଷାରସ ପାନ କର। କାରଣ ପରମେଶ୍ବର ତୁମ୍ଭର କାର୍ୟ୍ଯ ଗ୍ରହଣ କରି ସାରିଲଣେି।
ଯାକୁବ ଅରାମ ରାଜ୍ଯକୁ ପଳାଇଲେ। ସହେି ସ୍ଥାନ ରେ ଇଶ୍ରାୟେଲ ଗୋଟିଏ ସ୍ତ୍ରୀ ପାଇଁ କାର୍ୟ୍ଯ କରୁଥିଲେ। ସେ ଅନ୍ୟ ସ୍ତ୍ରୀ ପାଇବାକୁ ମଷେ ରଖିଲେ।