Home Bibles ଆଦି ପୁସ୍ତକ 29:2 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 29:2 · ଓଡ଼ିଆ ବାଇବେଲ

ଯାକୁବ ଦେଖିଲେ, ସହେି ଭୂମିରେ ଏକ କୂପ। ସହେି ମଷେମାନେ, ସହେି କୂପ ନିକଟରେ ବିଶ୍ରାମ ନେଉଥିଲେ। ଏହା ହେଉଛି ସହେି ସ୍ଥାନ, ମଷେମାନେ ଜଳପାନ କରୁଥିଲେ। ଗୋଟିଏ ବଡ଼ ଶୀଳାଖଣ୍ଡ କୂପର ମୁହଁ ଘାଡ଼ୋଇ ରଖିଥିଲା।

Cross references

ଆଦି ପୁସ୍ତକ 24:11

ଏହାପରେ ସେ ନଗର ବାହା ରେ ଥିବା ସହେି ସ୍ଥାନ ଗଲେ, ଯେଉଁଠାକୁ କନ୍ଯାମାନେ ଜଳ ପାଇଁ କୂପ ନିକଟକୁ ଆସନ୍ତି। ନଗର ବାହା ରେ ସହେି କୂପ ନିକଟରେ ଓଟମାନଙ୍କୁ ଆଣ୍ଠୁଆଇ ବସାଇଲେ।

ଆଦି ପୁସ୍ତକ 24:13

ଏହିଠା ରେ ମୁଁ କୂପ ନିକଟରେ ଛିଡ଼ା ହାଇେ ଅଛି। ଏବଂ ନଗରରୁ କନ୍ଯାମାନେ ପାଣି ନବୋକୁ ଏଠାକୁ ଆସୁଛନ୍ତି।

ଯାତ୍ରା ପୁସ୍ତକ 2:15

ତା'ପରେ ଫାରୋ ଜାଣିବାକୁ ପାଇଲେ ମାଶାେ ଯାହା କରିଥିଲେ। ତେଣୁ ସେ ମାଶାଙ୍କେୁ ହତ୍ଯା କରିବାକୁ ନିଷ୍ପତ୍ତି କଲେ। ତେଣୁ ଫାରୋଙ୍କ ନିକଟରୁ ମାଶାେ ଖସି ମିଦିଯନୀଯ ଦେଶକୁ ପଳାଇଲେ।

ଗୀତସଂହିତା 23:2

ସେ ମାେତେ କୋମଳ ସବୁଜ ସ୍ଥାନରେ ଶାଇେବାକୁ ଦିଅନ୍ତି। ସେ ମାେତେ ସ୍ଥିର ଜଳପୂର୍ଣ୍ଣ ପୁଷ୍କରିଣୀ ପାଖେ ପାଖେ କଢ଼ାଇ ନିଅନ୍ତି।

ପରମଗୀତ 1:6

ମାେତେ ଦେଖ ନାହିଁ କାରଣ ସୂର୍ୟ୍ଯ ମାେତେ କଳା କରିଅଛି। ମାରେ ମାତାର ସନ୍ତାନଗଣ ମାେ ଉପ ରେ ରାଗିଥିଲେ। ସମାନେେ ମାେତେ ଦ୍ରାକ୍ଷାକ୍ଷେତ୍ର ସମୂହର ରକ୍ଷକ କଲେ। ମାତ୍ର ମୁଁ ମାରେ ନିଜ ଦ୍ରାକ୍ଷାକ୍ଷେତ୍ରର ଯତ୍ନ ନଇେ ପାରିଲି ନାହିଁ।

ଯିଶାଇୟ 49:10

ସମାନେେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହବେେ ନାହିଁ। ଗ୍ରୀଷ୍ମ କିମ୍ବା ସୂର୍ୟ୍ଯତାପ ସମାନଙ୍କେୁ କାଟିବ ନାହିଁ। କାରଣ ଯେଉଁ ପରମେଶ୍ବର ସମାନଙ୍କେୁ ଦୟା କରନ୍ତି, ସେ ସମାନଙ୍କେୁ ଚଳାଇବେ; ଜଳ-ନିର୍ଝର ଦଇେ ସେ ସମାନଙ୍କେୁ କଢ଼ାଇ ଦବେେ।

ଯୋହନଲିଖିତ ସୁସମାଚାର 4:6

ଯାକୁବଙ୍କ କୂଅ ସଠାେରେ ଥିଲା। ଯୀଶୁ ଚାଲି ଚାଲି କ୍ଲାନ୍ତ ହାଇେ ପଡିଥିଲେ। ତେଣୁ ସେ କୂଅ ପାଖ ରେ ବସି ପଡିଲେ। ଏହା ମଧ୍ଯାହ୍ନ ସମୟ ଥିଲା।

ଯୋହନଲିଖିତ ସୁସମାଚାର 4:14

କିନ୍ତୁ ମୁଁ ଯେଉଁ ଜଳ ପିଇବାକୁ ଦବେି, ତାହା ଯେଉଁ ଲୋକ ପିଇବ ସେ କଦାପି ତୃଷାର୍ତ୍ତ ହବେ ନାହିଁ। ମୁଁ ତାହାଙ୍କୁ ଯେଉଁ ଜଳ ଦବେି, ତାହା ଅନନ୍ତ ଜୀବନ ଜଳର ଝର ସ୍ବରୁପେ ସର୍ବଦା ପ୍ରବାହିତ ହବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:17

ସିଂହାସନର ମଧିଅରେ ଥିବା ' ମଷେଶାବକ' ସମାନଙ୍କେର ମଷେପାଳକ ହବେେ। ସେ ସମାନଙ୍କେୁ ଜୀବନ ପ୍ରଦାନକାରୀ ଜଳର ନିର୍ଝର ପାଖକୁ କଢ଼ଇେ ନଇେଯିବେ। ପରମେଶ୍ବର ସମାନଙ୍କେର ଆଖିରୁ ସବୁ ଲୁହ ପୋଛି ଦବେେ।

Interlinear

Choose Theme