Home Bibles ଆଦି ପୁସ୍ତକ 27:13 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 27:13 · ଓଡ଼ିଆ ବାଇବେଲ

ତେଣୁ ରିବିକା ତାଙ୍କୁ କହିଲେ, ଯଦି କିଛି ସମସ୍ଯା ଆ ସେ ତବେେ ମୁଁ ସହିନବେି। ମୁଁ ଯାହା କହୁଛି ତୁମ୍ଭେ ସହେିପରି କର। ୟାଅ ମାେ ପାଇଁ ଛଳେି ଧରି ଆସ।

Cross references

ଆଦି ପୁସ୍ତକ 25:23

ସଦାପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭ ଗର୍ଭ ରେ ଦୁଇ ଗୋଷ୍ଠୀ ଅଛନ୍ତି ଓ ଦୁଇ ଗୋତ୍ର ତୁମ୍ଭ ଉଦରରୁ ବିଭିନ୍ନ ହବେେ। ଏକ ଗୋତ୍ର ଅନ୍ୟ ଗୋତ୍ରଠାରୁ ବଳବାନ ହବେ। ପୁଣି ଜେଷ୍ଠ କନିଷ୍ଠର ସବୋ କରିବ।

ଆଦି ପୁସ୍ତକ 25:33

କିନ୍ତୁ ଯାକୁବ କହିଲା, ପ୍ରଥମେ ତୁମ୍ଭେ ମାେତେ ଦବୋ ପାଇଁ ପ୍ରତିଜ୍ଞା କର। ତେଣୁ ସେ ପ୍ରତିଜ୍ଞା କଲା। ଏବଂ ତାଙ୍କର ଜେଷ୍ଠତା ତାଙ୍କୁ ଦଲୋ।

ଆଦି ପୁସ୍ତକ 27:8

ତେଣୁ ପୁତ୍ର, ମାରେ କଥା ଶୁଣ। ମୁଁ ଯେପରି କହୁଛି ସହେିପରି କର।

ଆଦି ପୁସ୍ତକ 43:9

ମୁଁ ତୁମ୍ଭକୁ ପ୍ରତିଶୃତି ଦେଉଛି ଯେ ସେ ନିରାପଦ ରହିବ। ମୁଁ ତା' ପାଇଁ ଦାଯି ରହିବି। ଯଦି ମୁଁ ତାକୁ ତୁମ୍ଭ ନିକଟକୁ ଫରୋଇ ନଆଣେ ତବେେ ତୁମ୍ଭେ ମାେତେ ଜୀବନ ସାରା ଦୋଷ ଦବେ।

ପ୍ରଥମ ଶାମୁୟେଲ 14:24

କିନ୍ତୁ ଶାଉଲ ସଦେିନ ପକ୍ସ୍ଟଣି ଏକ ଭୂଲ୍ କଲେ। ଯେତବେେଳେ ସୈନ୍ଯମାନେ କ୍ଲାନ୍ତ ଓ କ୍ଷକ୍ସ୍ଟଧାର୍ତ୍ତ ହେଲେ, ଶାଉଲ ସମାନଙ୍କେୁ, ଯଦି କୌଣସି ଲୋକ ସଂନ୍ଧ୍ଯା ପୂର୍ବରକ୍ସ୍ଟ କିମ୍ବା ଶତୃ ବିନାଶ କରିବା ପୂର୍ବରକ୍ସ୍ଟ ଖାଦ୍ୟ ଗ୍ରହଣ କରେ, ତବେେ ସେ ଦଣ୍ତିତ ହବେ। ସେ ସମାନଙ୍କେୁ ଏହି ପ୍ରତିଜ୍ଞା କରିବା ପାଇଁ ବାଧ୍ଯ କଲେ। ତେଣୁ ଇଶ୍ରାୟେଲୀୟ ସୈନ୍ଯଗଣ କିଛି ଖାଦ୍ୟ ଗ୍ରହଣ କଲେ ନାହିଁ।

ପ୍ରଥମ ଶାମୁୟେଲ 14:36

ଶାଉଲ କହିଲେ, ଗ୍ଭଲ! ଆଜି ରାତ୍ରି ରେ ପଲେଷ୍ଟୀୟମାନଙ୍କ ପଛ ରେ ୟିବା। ଆମ୍ଭେ ତାଙ୍କର ସର୍ବସ୍ବ ଲକ୍ସ୍ଟସ୍ଖନ କରିବା, ସମାନଙ୍କେୁ ହତ୍ଯା କରିବା।

ପ୍ରଥମ ଶାମୁୟେଲ 25:24

ଅବୀଗଲ ଦାଉଦଙ୍କ ଚରଣ ରେ ପଡି କହିଲା, ହେ ମାରେ ପ୍ରଭକ୍ସ୍ଟ, ମାରେ କଥା ଟିକେ ଶକ୍ସ୍ଟଣନ୍ତକ୍ସ୍ଟ। ଯାହାସବୁ ଘଟିଗଲା, ସେଥି ରେ ମାେତେ ଦୋଷ ଦିଅନ୍ତକ୍ସ୍ଟ।

ଦିତୀୟ ଶାମୁୟେଲ 14:9

ତକୋଯର ସହେି ସ୍ତ୍ରୀ ଲୋକଟି ରାଜାଙ୍କକ୍ସ୍ଟ କହିଲା, ହେ ମାରେ ସଦାପ୍ରଭୁ, ଏ ଅପରାଧଟି ମାେ ଉପରେ ଓ ମାେ ପରିବାର ଉପରେ ଥାଉ। ମାତ୍ର ମହାରାଜ ଓ ତାଙ୍କ ସିଂହାସନ ଦୋଷ ରହିତ ହେଉ।

ଦିତୀୟ ବଂଶାବଳୀ 22:3

ଅହସିଯ ମଧ୍ଯ ଆହାବଙ୍କ ପରିବାର ଭଳି ଜୀବନୟାପନ କଲେ। ସେ ସେପ୍ରକାର ଜୀବନ କାଟିଲେ, କାରଣ ତାଙ୍କର ମାତା ତାଙ୍କୁ ମନ୍ଦ କାର୍ୟ୍ଯମାନ କରିବା ନିମନ୍ତେ ପ୍ରବର୍ତ୍ତାଉଥିଲେ।

ମାଥିଉଲିଖିତ ସୁସମାଚାର 27:25

ସବୁ ଲୋକ ଉତ୍ତର ଦେଲେ, ଆମ୍ଭେ ତାହାଙ୍କ ମୃତ୍ଯୁ ପାଇଁ ଦାଯୀ ରହିବୁ। ତାହାଙ୍କ ମୃତ୍ଯୁ ପାଇଁ ଯେ କୌଣସି ଦଣ୍ଡ ପାଇବାକୁ ଯୋଗ୍ଯ, ଆମ୍ଭ ନିଜ ପାଇଁ ଓ ଆମ୍ଭ ପିଲାମାନଙ୍କ ପାଇଁ ସେଥି ରେ ରାଜି ଅଛୁ।

Interlinear

Choose Theme