Home Bibles ଆଦି ପୁସ୍ତକ 27:12 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 27:12 · ଓଡ଼ିଆ ବାଇବେଲ

ଯଦି ମାରେ ପିତା ମାେତେ ସ୍ପର୍ଶ କରନ୍ତି। ସେ ଜାଣିପାରିବେ ଯେ ମୁଁ ଏଷୌ ନୁହେଁ। ତା'ପରେ ସେ ମାେତେ ଆଶୀର୍ବାଦ କରିବା ପରିବର୍ତେ ଅଭିଶାପ ଦବେେ। କାରଣ ମୁଁ ତାଙ୍କୁ ପ୍ରବଞ୍ଚନା କରିବାକୁ ଚେଷ୍ଟା କରୁଛି।

Cross references

ଆଦି ପୁସ୍ତକ 9:25

ତେଣୁ ନୋହ କହିଲେ, କିଣାନ ଶାପଗ୍ରସ୍ଥ ହେଉ! ସେ ଆପଣା ଭାତୃଗଣର ଦାସାନୁଦାସ ହବେ।

ଆଦି ପୁସ୍ତକ 25:27

ଏହାପରେ ବାଳକମାନେ ବଢ଼ିଲେ ଏବଂ ଏଷୌ ମୃଗଯା ରେ ଜଣେ ନିପୁଣ ଓ ବନବିହାରୀ ହେଲା। ଯାକୁବ ଜଣେ ମୃଦୁ ମନୁଷ୍ଯ ବ୍ଯକ୍ତି ତମ୍ବୁ ରେ ବାସ କଲା।

ଆଦି ପୁସ୍ତକ 27:21

ଏହାପରେ ଇସ୍ହାକ ଯାକୁବକୁ କହିଲେ, ପୁତ୍ର ମାରେ ପାଖକୁ ଆସ ଦବେେ ମୁଁ ଜାଣି ପାରିବି। ଯଦି ମୁଁ ତୁମ୍ଭକୁ ସ୍ପର୍ଶ କରେ ତବେେ ମୁଁ ଜାଣି ପାରିବି ଯେ ତୁମ୍ଭେ ମାରେ ପୁତ୍ର ଏଷୌ କି ନୁହେଁ।

ଆଦି ପୁସ୍ତକ 27:36

ଏଷୌ କହିଲା, ତା'ର ନାମ ହେଲା ଯାକୁବ ତାହା କ'ଣ ଯଥାର୍ଥ ନୁହେଁ। ସେ ମାେତେ ଦୁଇଥର ପ୍ରବଞ୍ଚନା କଲା। ସେ ମାରେ ଜେଷ୍ଠ ଅଧିକାର ଛଡ଼ାଇ ନଲୋ। ଏବଂ ମାରେଆଶୀର୍ବାଦ ନଇଗେଲା। ଏହାପରେ ଏଷୌ କହିଲା, ମାେ ପାଇଁ କିଛି ଆଶୀର୍ବାଦ ରଖିଛନ୍ତି କି?

ଦିତୀୟ ବିବରଣ 27:18

ଲବେୀୟମାନେ କହିବେ, ' ଯେଉଁ ଲୋକ ଅନ୍ଧକକ୍ସ୍ଟ ବାଟ ଭୂଲାଏ, ସେ ଲୋକ ଅଭିଶଲ୍ଗ ହେଉ।'

ଆୟୁବ ପୁସ୍ତକ 12:16

ପରମେଶ୍ବର ଅତ୍ଯନ୍ତ ବଳଶାଳୀ, ସବୁଠା ରେ ତାଙ୍କର ବିଜଯ ସୁନିଶ୍ଚିତ। ତେଣୁ ହାରିବା ଓ ଜିତିବା ସବୁ ପରମେଶ୍ବରଙ୍କ ଉପରେ ନିର୍ଭର କରେ।

ଯିରିମିୟ 48:10

ଯଦି ଜଣେ ସଦାପ୍ରଭୁଙ୍କ କଥା ପାଳନ ନ କଲେ ଓ ଯଦି ସେ ସହେି ଲୋକମାନଙ୍କୁ ରକ୍ତପାତ କରିବାକୁ ଖଡ୍ଗ ବ୍ଯବହାର ନ କରେ ତବେେ ସେ ଶାପଗ୍ରସ୍ତ ହେଉ।

ମଲାଖୀ 1:14

କେତକେ ଲୋକ ଅଛନ୍ତି ଯେଉଁମାନେ ଶପଥ ନିଅନ୍ତି, ଭଲ ସୁସ୍ଥ ପଶୁକୁ ବଳିଦବୋ ପାଇଁ, କିନ୍ତୁ ଶଷେ ରେ ସମାନେେ ରୁଗ୍ଣ ପଶୁକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। ସେଥିପାଇଁ ସମାନେେ ଅଭିଶପ୍ତ ହବେେ। ଆମ୍ଭେ ଜଣେ ମହାନ୍ ରାଜା ଅଟୁ। ଆମ୍ଭକୁ ତୁମ୍ଭମାନେେ ସମ୍ମାନ କରିବା ଉଚିତ ଓ ସମଗ୍ର ବିଶ୍ବ ଆମ୍ଭକୁ ଭୟ ଓ ସମ୍ମାନ କରିବା ଉଚିତ୍। ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:8

କେତକେ ଲୋକ ଆମ୍ଭକୁ ସମ୍ମାନ ଦିଅନ୍ତି, କିନ୍ତୁ କେତେ ଲୋକ ଆମ୍ଭକୁ ଲଜ୍ଜା ଦିଅନ୍ତି। କେତେ ଲୋକ ଆମ୍ଭ ବିଷୟ ରେ ମନ୍ଦ କୁହନ୍ତି, କେତେ ଭଲ କଥା କୁହନ୍ତି। କେତେ ଲୋକ କୁହନ୍ତି ଯେ, ଆମ୍ଭେ ମିଥ୍ଯାବାଦୀ ଓ ତଥାପି ଆମ୍ଭେ ସତ୍ଯ କହୁ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:22

ସମସ୍ତ ପ୍ରକାରର ମନ୍ଦଠାରୁ ଦୂର ରେ ରୁହ।

Interlinear

Choose Theme