ତେଣୁ ଯାକୁବ ୟାଇ ଦୁଇଟି ଛଳେି ଆଣି ତା'ର ମା'କୁ ଦଲୋ। ଏହାପରେ ତାଙ୍କର ମା' ତାଙ୍କ ପିତାଙ୍କର ରୁଚି ଅନୁସାରେ ଖାଦ୍ୟ ପ୍ରସ୍ତୁତ କଲେ।
Cross references
ଇସ୍ହାକ ମୃଗଯା ମାଂସ ଅତି ସୁସ୍ବାଦୁ ବୋଧ କରିବାରୁ ଏଷୌକୁ ଭଲ ପାଇଲେ। ମାତ୍ର ରିବିକା ଯାକୁବକୁ ଭଲ ପାଇଲେ।
ମୁଁ ଯେଉଁ ପିର ଖାଦ୍ୟକୁ ଭଲପାଏ ସହେିପରି ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମାେ ପାଇଁ ଆଣ। ତହିଁରେ ମାରେ ମୃତ୍ଯୁ ପୂର୍ବରୁ ତୁମ୍ଭକୁ ଆଶିର୍ବାଦ କରିବି।
ତୁମ୍ଭର ପିତା କହିଲେ, 'ମାେ ପାଇଁ ମୃଗଯା ମାଂସ ରାନ୍ଧି କରି ମାଦେେ ଖୁଆଅ। ମାେ ପାଇଁ ଖାଦ୍ୟ ପ୍ରସ୍ତୁତ କରିଆଣ ମୁଁ ତାହା ଖାଇ ମରିବା ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବି।'
ଆମ୍ଭର ଗୋଠରୁ ଦୁଇଟି ୟୁବା ଛଳେି ଆଣ। ତୁମ୍ଭର ପିତାଙ୍କର ରୁଚି ମୁତାବକ ଖାଦ୍ୟ ମୁଁ ପ୍ରସ୍ତୁତ କରି ଦବେି।
ଏହାପରେ ରିବିକା ପ୍ରସ୍ତୁତ ଖାଦ୍ୟକୁ ଆଣି ଯାକୁବକୁ ଦଲୋ।
ତାଙ୍କର ପିତାଙ୍କ ରୁଚି ଅନୁସାରେ ସେ ଖାଦ୍ୟ ପ୍ରସ୍ତୁତ କଲେ। ଏବଂ ତାହା ତାଙ୍କ ପିତାଙ୍କ ନିକଟକୁ ଆଣିଲେ। ସେ ତାଙ୍କ ପିତାଙ୍କୁ କହିଲେ, ପିତା, ମୁଁ ତୁମ୍ଭର ପୁତ୍ର, ଉଠ ଏବଂ ମାଂସ ଖାଅ, ମୁଁ ତାହା ତୁମ୍ଭ ପାଇଁ ରାନ୍ଧି ଆଣିଛି। ତା'ପରେ ତୁମ୍ଭେ ମାେତେ ଆଶୀର୍ବାଦ କରିବ।
ମାେତେ ମନ୍ଦକାର୍ୟ୍ଯ କରିବାର ଇଚ୍ଛା ଦିଅ ନାହିଁ। ଦୁଷ୍ଟ ସାଙ୍ଗ ଓ ତାଙ୍କର ଖାଦ୍ୟ ଏବଂ ମନ୍ଦ କାର୍ୟ୍ଯରେ ମାେତେ ମିଶିବା ପାଇଁ ବନ୍ଦ କର। ଏପରି ସମାନଙ୍କେର ଭୋଜିଠାରୁ ଦୂରରେ ରହିବାକୁ ମାେତେ ସାହାୟ୍ଯ କର।
ଯବେେ ତୁମ୍ଭେ ଭୋକିଲା ହୁଅ। ତୁମ୍ଭେ ଆପଣା ଗଳା ରେ ଛୁରି ଆପେ ରଖ।
ସାବଧାନ ରୁହ। ତୁମ୍ଭମାନେେ ମଦ୍ଯପାନ କରି ମାତାଲ ହାଇେ ନିଜ ସମୟ ନଷ୍ଟ କରନାହିଁ। ସାଂସାରିକ ବସ୍ତୁଗୁଡିକ ବିଷୟ ରେ ଅତ୍ଯଧିକ ଚିନ୍ତିତ ହାଇେ ପଡନାହିଁ। ସଭେଳେ କଲେ ତୁମ୍ଭମାନେେ ଜଡ ହାଇଯେିବ ଓ ଉଚିତ କଥା କବେେ ଭାବି ପାରିବ ନାହିଁ। ଏବଂ ତୁମ୍ଭମାନେେ ପ୍ରସ୍ତୁତ ନଥିବା ବେଳେ ଅନ୍ତିମକାଳ ଆସି ଯାଇପା ରେ।