ଆଦି ପୁସ୍ତକ 26:20 · ଓଡ଼ିଆ ବାଇବେଲ
ତହିଁରେ ଗରାର ଦେଶୀଯ ପଶୁପାଳକମାନେ ଇସ୍ହାକଙ୍କ ପଶୁପାଳକମାନଙ୍କ ସହିତ ବିବାଦ କରି କହିଲେ, ଏହି ଜଳ ଆମ୍ଭମାନଙ୍କର ଏଣୁ ସମାନେେ ସହେି କୂପର ନାମ ଏଷକ ରଖିଲେ। ଯେ ହତେୁ ତାଙ୍କ ସହିତ ସମାନେେ ବିବାଦ କଲେ।
Cross references
ଆଦି ପୁସ୍ତକ 21:25
ଏହାପରେ ଅବ୍ରହାମ ଅବିମଲକଠାେ ରେ ଅଭିଯୋଗ କଲେ। କାରଣ ଅବିମଲକରେ ଦାସମାନେ ଏକ କୂଅକୁ କବ୍ଜା ରେ କରି ନଇେଛନ୍ତି।