ଆଦି ପୁସ୍ତକ 26:19 · ଓଡ଼ିଆ ବାଇବେଲ
ଆଉ ଇସ୍ହାକଙ୍କର ଦାସମାନେ ସହେି ଉପତ୍ୟକା ଖାେଳି ସୋର୍ତାବାହି କୂପ ପାଇଲେ।
Cross references
ପରମଗୀତ 4:15
ତୁମ୍ଭେ ଉଦ୍ୟାନର ଏକ ଝରଣା, ଅମୃତ ଜଳର କୂପ ଓ ଲିବାନୋନରୁ ପ୍ରବାହିତ ସୋର୍ତ ଅଟ।
ଯୋହନଲିଖିତ ସୁସମାଚାର 4:10
ଯୀଶୁ ଉତ୍ତର ଦେଲେ, ତୁମ୍ଭେ ପରମେଶ୍ବର ଦେଉଥିବା ଜିନିଷ ବିଷୟ ରେ ଜାଣି ନାହିଁ। ତୁମ୍ଭକୁ ଜଳ ମାଗୁଥିବା ବ୍ଯକ୍ତି, ଅର୍ଥାତ ମୁଁ କିଏ ତାହା ମଧ୍ଯ ତୁମ୍ଭେ ଜାଣି ନାହିଁ। ତୁମ୍ଭେ ଯଦି ଏସବୁ କଥା ଜାଣିଥାନ୍ତ ତବେେ ତୁମ୍ଭେ ମାେତେ ମାଗନ୍ତ ଓ ମୁଁ ତୁମ୍ଭକୁ ଜୀବନ୍ତ ଜଳ ଦିଅନ୍ତି।
ଯୋହନଲିଖିତ ସୁସମାଚାର 7:38
ଯଦି କୌଣସି ଲୋକ ମାଠାେ ରେ ବିଶ୍ବାସ କରେ ତବେେ ତା'ର ହୃଦୟରୁ ଜୀବନ୍ତ ଜଳ ପ୍ରବାହିତ ହବେ। ଏହି କଥା ଧର୍ମ ଶାସ୍ତ୍ର ରେ ଲଖାେ ଅଛି।