ଆଦି ପୁସ୍ତକ 26:21 · ଓଡ଼ିଆ ବାଇବେଲ
ଏହାପରେ ଇସ୍ହାକର ଦାସମାନେ ଆଉ ଏକ କୂପ ଖୋଳନ୍ତେ ସଠାେକାର ଲୋକମାନେ ତା' ପାଇଁ ମଧ୍ଯ ବିବାଦ କଲେ। ତହିଁରେ ଇସ୍ହାକ ତହିଁର ନାମ ସିଟନା ରଖିଲେ।
Cross references
ଆଦି ପୁସ୍ତକ 21:25
ଏହାପରେ ଅବ୍ରହାମ ଅବିମଲକଠାେ ରେ ଅଭିଯୋଗ କଲେ। କାରଣ ଅବିମଲକରେ ଦାସମାନେ ଏକ କୂଅକୁ କବ୍ଜା ରେ କରି ନଇେଛନ୍ତି।
ଏଜ୍ରା 4:6
ଆଉ ଅକ୍ଷଶ୍ବରେଶର ସମୟରେ ତାହାର ଅଧିକାରର ଆରମ୍ଭ ରେ ସମାନେେ ଯିହୁଦା ଓ ୟିରୁଶାଲମ ନିବାସୀମାନଙ୍କ ବୁରୁଦ୍ଧ ରେ ଏକ ଅପବାଦ ପତ୍ର ଲେଖିଲେ।