Home Bibles ଆଦି ପୁସ୍ତକ 25:5 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 25:5 · ଓଡ଼ିଆ ବାଇବେଲ

ଅବ୍ରହାମ ମରିବା ପୂର୍ବରୁ ସେ ତାଙ୍କର ଦାସୀ ପୁତ୍ରମାନଙ୍କୁ କିଛି ଉପହାର ଦେଲେ ଏବଂ ପୂର୍ବ ଦିଗକୁ ପଠାଇଲେ।

Cross references

ଆଦି ପୁସ୍ତକ 21:10

ସାରା ଅବ୍ରହାମକୁ କହିଲା, ସହେି ଦାସୀ ଓ ତା'ର ପୁତ୍ରକୁ ଦୂରସ୍ଥାନକୁ ତଡ଼ିଦିଅ। ଯେତବେେଳେ ଆମ୍ଭେ ମରିୟିବା ମାରେ ପୁତ୍ର ଇସ୍ହାକ ଆମ୍ଭର ଉତ୍ତରାଧିକାରୀ ହବେ। ମୁଁ ସହେି ଦାସୀର ପୁତ୍ର, ଇସ୍ହାକ ସହିତ ଅଂଶ ଅଧିକାର ପାଉ ବୋଲି ଚା ହେଁ ନାହିଁ।

ଆଦି ପୁସ୍ତକ 24:36

ସାରା ମାରେ କର୍ତ୍ତାଙ୍କର ସ୍ତ୍ରୀ, ସେ ବୁଢ଼ି ବଯସ ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ସମସ୍ତ ସମ୍ପତ୍ତି ମାେ କର୍ତ୍ତାଙ୍କର ପ୍ରାପ୍ତ ହବେ।

ଗୀତସଂହିତା 68:18

ସେ ଉଚ୍ଚ ପର୍ବତ ପର୍ୟ୍ଯନ୍ତ ଗଲେ, ସେ ବହୁତ ନିର୍ବାସିତମାନଙ୍କୁ ଆଗଇେ ନଲେେ ଏବଂ ୟଥେଷ୍ଟ ଉପହାରସବୁ ଗ୍ରହଣ କଲେ। ସମାନଙ୍କେଠାରୁ ଯେଉଁ ଲୋକମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ସଦାପ୍ରଭୁ ପରମେଶ୍ବର ସମାନଙ୍କେ ମଧ୍ୟରେ ବାସ କରିବେ।

ମାଥିଉଲିଖିତ ସୁସମାଚାର 11:27

ମାରେ ପରମ ପିତା ମାେତେ ସବୁକିଛ ଦଇେଛନ୍ତି। ପରମପିତାଙ୍କ ଛଡା ପୁତ୍ରଙ୍କୁ ଅନ୍ଯକହେି ଜାଣିନାହାଁନ୍ତି। ପୁତ୍ରଙ୍କ ଛଡା କହେି ପରମପିତାଙ୍କୁ ପ୍ରକୃତ ରେ ଜାଣିନାହାଁନ୍ତି। ଆଉ ପୁତ୍ର ଯେଉଁମାନଙ୍କୁ ମନନେୀତ କରିବେ, ସହେିମାନେ କବଳେ ପରମପିତାଙ୍କ ନିକଟରେ ପ୍ରକାଶିତ ହବେେ।

ମାଥିଉଲିଖିତ ସୁସମାଚାର 28:18

ତେଣୁ ଯୀଶୁ ସମାନଙ୍କେ ପାଖକୁ ଆସି କହିଲେ, ସ୍ବର୍ଗ ଓ ପୃଥିବୀର ସମସ୍ତ ଅଧିକାର ମାେତେ ଦିଆ ଯାଇଛି।

ଯୋହନଲିଖିତ ସୁସମାଚାର 3:35

ପରମପିତା ପୁତ୍ରଙ୍କୁ ଭଲ ପାଆନ୍ତି। ସେ ତାହାଙ୍କୁ ସମସ୍ତ ବିଷୟର ଉପରେ କ୍ଷମତା ପ୍ରଦାନ କରିଛନ୍ତି।

ଯୋହନଲିଖିତ ସୁସମାଚାର 17:2

ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଉପରେ କ୍ଷମତା ହଇେଛ। ଯେପରି ତୁମ୍ଭେ ତାହାଙ୍କୁ ଯେଉଁମାନଙ୍କ ପାଇଁ ଦଇେଛ, ସେସମସ୍ତଙ୍କୁ ସହେି ପୁତ୍ର ଅନନ୍ତ ଜୀବନ ଦିଅନ୍ତି।

ରୋମୀୟଙ୍କ ପ୍ରତି ପତ୍ର 8:17

ଆମ୍ଭେ ଯଦି ପରମେଶ୍ବରଙ୍କର ସନ୍ତାନ, ତା ହେଲେ ପରମେଶ୍ବର ତାହାଙ୍କ ଲୋକଙ୍କ ପାଇଁ ଯେଉଁ ଆଶୀର୍ବାଦ ରଖିଛନ୍ତି, ତାହା ଆମ୍ଭକୁ ମିଳିବ। ଆମ୍ଭେ ଏହା ପରମେଶ୍ବରଙ୍କଠାରୁ ପାଇବୁ। ଖ୍ରୀଷ୍ଟଙ୍କ ସହିତ ଆମ୍ଭେ ମଧ୍ଯ ଏହି ଆଶୀର୍ବାଦ ପାଇବୁ। କାନ୍ତୁ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ କଷ୍ଟ ପାଇବା ଦରକାର। ତାହା ହେଲେ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ ମଧ୍ଯ ମହିମାର ଅଧିକାରୀ ହବୋ।

ରୋମୀୟଙ୍କ ପ୍ରତି ପତ୍ର 8:32

ପରମେଶ୍ବର ଆମ୍ଭ ପାଇଁ ସବୁ କିଛି

ରୋମୀୟଙ୍କ ପ୍ରତି ପତ୍ର 9:7

ଅବ୍ରାହମଙ୍କ କବଳେ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତ ରେ ପରମେଶ୍ବରଙ୍କର ସନ୍ତାନ। ଅବ୍ରାହମଙ୍କୁ ପରମେଶ୍ବର କହିଥୀଲେ: ଇସ୍ହାସ ଦ୍ବାରା ତୁମ୍ଭର ବିଧୀ ସଂଗତ ବଂଶବୃଦ୍ଦି ହବେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:21

ସେଥିପାଇଁ ମନୁଷ୍ଯମାନଙ୍କ ପାଇଁ ତୁମ୍ଭମାନେେ ଗର୍ବ କରିବା ଉଚିତ୍ ନୁହେଁ, କାରଣ ସମସ୍ତ ବିଷୟ ତୁମ୍ଭମାନଙ୍କର।

ଗାଲାତୀୟଙ୍କ ପ୍ରତି ପତ୍ର 3:29

ଯଦି ତୁମ୍ଭମାନେେ ସମସ୍ତେ ଖ୍ରୀଷ୍ଟଙ୍କର ଅଟ, ତବେେ ସ୍ବଭାବତଃ ତୁମ୍ଭେ ଅବ୍ରହାମଙ୍କ ବଂଶଜ ମଧ୍ଯ ଅଟ, ଓ ପରମେଶ୍ବର ଅବ୍ରହାମଙ୍କୁ ଯେଉଁ ପ୍ରତିଶୃତି ଦଇେଥିଲେ, ସହେି ପ୍ରତିଶୃତିର ମଧ୍ଯ ତୁମ୍ଭେ ଉତ୍ତରାଧିକାରୀ ଅଟ।

ଗାଲାତୀୟଙ୍କ ପ୍ରତି ପତ୍ର 4:28

ଏବଂ ଅବୟହାମଙ୍କର ଗୋଟିଏ ପୁତ୍ର ସାଧାରଣ ଭାବରେ ଜନ୍ମ ହେଲା। ଅନ୍ୟ ପୁତ୍ର ୟିସ୍ହାକ୍ ଆତ୍ମାଙ୍କ ଶକ୍ତି ଦ୍ବାରା ଜାତ ହେଲା। ମାେ ଭାଇ ଓ ଭଉଣୀମାନେ ! ତୁମ୍ଭମାନେେ ମଧ୍ଯ ୟିସ୍ହାକ ଭଳି ପ୍ରତିତୃତିର ସନ୍ତାନ ଅଟ।

କଲସୀୟଙ୍କ ପ୍ରତି ପତ୍ର 1:19

ପରମେଶ୍ବର ଖ୍ରୀଷ୍ଟଙ୍କଠା ରେ ବାସ କରିବାକୁ ପସନ୍ଦ କଲେ।

ଏବ୍ରୀ 1:2

କିନ୍ତୁ ଏହି ଶଷେ ସମୟରେ ପରମେଶ୍ବର ଆପଣା ପୁତ୍ରଙ୍କ ଦ୍ବାରା ଆମ୍ଭମାନଙ୍କୁ ପୁନର୍ବାର କଥା କହିଅଛନ୍ତି। ସେ ନିଜ ପୁତ୍ରଙ୍କ ଦ୍ବାରା ସାରା ବିଶ୍ବ ସୃଷ୍ଟି କଲେ। ସେ ନିଜ ପୁତ୍ରଙ୍କୁ ସମସ୍ତ ବିଷୟର ଉତ୍ତରାଧିକାରୀ କରିବା ନିମନ୍ତେ ମନୋନୀତ କରିଛନ୍ତି। ସହେି ପୁତ୍ର ପରମେଶ୍ବରଙ୍କ ମହିମା ପ୍ରକାଶ କରନ୍ତି।

Interlinear

Choose Theme