ସାରା ଅବ୍ରହାମକୁ କହିଲା, ସହେି ଦାସୀ ଓ ତା'ର ପୁତ୍ରକୁ ଦୂରସ୍ଥାନକୁ ତଡ଼ିଦିଅ। ଯେତବେେଳେ ଆମ୍ଭେ ମରିୟିବା ମାରେ ପୁତ୍ର ଇସ୍ହାକ ଆମ୍ଭର ଉତ୍ତରାଧିକାରୀ ହବେ। ମୁଁ ସହେି ଦାସୀର ପୁତ୍ର, ଇସ୍ହାକ ସହିତ ଅଂଶ ଅଧିକାର ପାଉ ବୋଲି ଚା ହେଁ ନାହିଁ।
Cross references
ପରମେଶ୍ବର କହିଲେ, ନାଁ, ମୁଁ କହିଲେ, ତୁମ୍ଭର ସ୍ତ୍ରୀ ସାରା, ପୁତ୍ର ଜନ୍ମ କରିବ। ତୁମ୍ଭେ ତା'ର ନାମ ଇସ୍ହାକ ରଖିବ। ମୁଁ ତାଙ୍କ ସହିତ ଚୁକ୍ତି କରିବି। ସହେି ଚୁକ୍ତି ତୁମ୍ଭର ବଂଶଧରମାନଙ୍କ ପାଇଁ ଚିରକାଳସ୍ଥାଯୀ ହବେ।
କିନ୍ତୁ ମାରେ ଚୁକ୍ତି ଇସ୍ହାକ ସହିତ ହବେ। ସାରା ଇସ୍ହାକକୁ ଜନ୍ମ ଦବେ। ଆସନ୍ତା ବର୍ଷ ଏହି ସମୟରେ ଇସ୍ହାକ ଜନ୍ମ ନବେ।
ଏହାପରେ ଅବ୍ରହାମ କହିଲେ, ଏଠା ରେ କହେି ପରମେଶ୍ବରଙ୍କୁ ଭୟ କରୁନାହିଁ ବୋଲି ପ୍ରାଯ ମୁଁ ଡ଼ାକିଲି। ମୁଁ ଭାବିଲି ଏଠା ରେ କାଳେ କିଏ ମାେତେ ହତ୍ଯାକରି ସାରାକୁ ମାଠାରୁେ ନଇୟିବେ।
ଏହାପରେ ଅବ୍ରହାମ ତାଙ୍କର ଛୁରି ଆଣିଲେ ଏବଂ ଇସ୍ହାକକୁ ହତ୍ଯା କରିବା ପାଇଁ ପ୍ରସ୍ତୁତ ହେଲେ।
ଅବ୍ରହାମ ମୃତ୍ଯୁ ପୂର୍ବରୁ ସେ ଦାମୀମାନଙ୍କ ପୁତ୍ରଗଣଙ୍କୁ କିଛି ଉପହାର ଦେଲେ ଓ ସହେି ପୁତ୍ରଗଣଙ୍କୁ ପୂର୍ବ ଦିଗସ୍ଥ ଦେଶ ରେ ରହିବାକୁ ବିଦାଯ କଲେ। ସେ ସମାନଙ୍କେୁ ଇସ୍ହାକଠାରୁ ହୂରକୁ ପଠାଇଲେ। ତା'ପରେ ଅବ୍ରହାମ ତାଙ୍କର ସମସ୍ତ ସମ୍ପତ୍ତି ଇସ୍ହାକକୁ ଦେଲେ।
ଅବ୍ରହାମଙ୍କର ପୁତ୍ର ଇସ୍ହାକଙ୍କର ବଂଶାବଳୀ ଏହି। ଅବ୍ରହାମ ଇସ୍ହାକଙ୍କୁ ଜନ୍ମ କଲେ।
ଯାକୁବ ଓ ଏଷୌର ପରିବାର ବହୁତ ବଢ଼ିୟିବାରୁ ସମାନେେ କିଣାନ ରେ ବାସ କରିପାରିଲେ ନାହିଁ। ତେଣୁ ଏଷୌ ଯାକୁବଠାରୁ ଦୂରକୁ ଚାଲିଗଲେ।
ଗିଲିଯଦର ସ୍ତ୍ରୀ ତାହାର କେତକେ ପକ୍ସ୍ଟତ୍ର ଜନ୍ମ କଲା ଏବଂ ଯେତବେେଳେ ପକ୍ସ୍ଟତ୍ରମାନେ ବଡ ହେଲେ ସମାନେେ ୟୀଲ୍ଗହକକ୍ସ୍ଟ ଏହା କହି ତଡି ଦେଲେ, ତୁମ୍ଭେ ଆମ୍ଭର ପିତୃ ସଐତ୍ତି ରେ ତୁମ୍ଭର କୌଣସି ଅଧିକାର ନାହିଁ, କାରଣ ତୁମ୍ଭେ ଅନ୍ୟ ସ୍ତ୍ରୀର ପକ୍ସ୍ଟତ୍ର।
ମୁଁ ତୁମ୍ଭକୁ ପୁଣି କହି ରଖୁଛି ଯେ, ପୂର୍ବ ଓ ପଶ୍ଚିମରୁ ବହୁତ ଲୋକ ଆସିବେ ଏବଂ ସମାନେେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ସ୍ବର୍ଗରାଜ୍ଯ ରେ ଭୋଜି ରେ ନିଜ ନିଜ ଆସନ ଗ୍ରହଣ କରିବେ।
ତେଣୁ ରାଜା କେତକେ ଚ଼ାକରଙ୍କୁ କହିଲେ, 'ଏ ଲୋକର ହାତ ଗୋଡ଼ ବାନ୍ଧି ପକାଅ। ଏହାକୁ ବାହା ରେ ଅନ୍ଧାର ରେ ଫିଙ୍ଗିଦିଅ, ଯେଉଁଠା ରେ ଲୋକେ କାନ୍ଦୁଥିବେ ଓ ୟନ୍ତ୍ରଣା ରେ ଦାନ୍ତ କଡ଼ମଡ଼ କରୁଥିବେ।'
ଜଣେ କ୍ରୀତଦାସ ଗୋଟିଏ ପରିବାର ରେ ସର୍ବଦା ରହେ ନାହିଁ। କିନ୍ତୁ ଜଣେ ପୁତ୍ର ଗୋଟିଏ ପରିବାରଭୁକ୍ତ ହାଇେ ସବୁବେଳେ ରୁ ହେ।
ଯଦି ଉତ୍ତରାଧିକାର ବ୍ଯବସ୍ଥା ଆଧାରିତ ଅଟେ, ତବେେ ତାହା 'ପ୍ରତିଶୃତି ଆଧାରିତ ହାଇେ ପାରିବ ନାହିଁ। କିନ୍ତୁ ପରମେଶ୍ବର ଆପଣା ପ୍ରତିଶୃତି ମାଧ୍ଯମ ରେ ମୁକ୍ତ ଭାବରେ ଅବ୍ରହାମଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ କରିଥିଲେ।
ଅତଏବ, ତୁମ୍ଭମାନେେ ପୂର୍ବଭଳି ଏବେ ଆଉ ଦାସ ନୁହଁ। ତୁମ୍ଭେ ପରମେଶ୍ବରଙ୍କ ପୁତ୍ର ଅଟ। ତୁମ୍ଭେ ତାହାଙ୍କର ସନ୍ତାନ ହାଇେଥିବାରୁ ସେ ତୁମ୍ଭକୁ ଉତ୍ତରାଧିକାରୀ ଭାବେ ସବୁ ପ୍ରତିଜ୍ଞାତ ବିଷୟ ପ୍ରଦାନ କରିବେ।
ଶାସ୍ତ୍ର କୁ ହେ, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ। ଗୋଟିଏ ପୁଅର ମା ଜଣେ ଦାସୀ। ଅନ୍ୟଟିର ମା ଜଣେ ସ୍ବାଧୀନା ସ୍ତ୍ରୀ।
ପରମେଶ୍ବର ଆପଣା ସନ୍ତାନମାନଙ୍କ ପାଇଁ ରଖିଥିବା ଆଶୀର୍ବାଦ ଆମ୍ଭେ ଏବେ ପାଇବାକୁ ଭରସା କରୁ। ସହେି ଆଶୀର୍ବାଦଗୁଡ଼ିକ ସ୍ବର୍ଗ ରେ ତୁମ୍ଭ ପାଇଁ ସୁରକ୍ଷିତ। ସହେି ଆଶୀର୍ବାଦଗୁଡ଼ିକ କଦାପି ନଷ୍ଟ ହବେ ନାହିଁ, ବା ଧ୍ବଂସ ପାଇବ ନାହିଁ କିଅବା ସଗେୁଡ଼ିକ ସମାନଙ୍କେର ସୌନ୍ଦର୍ୟ୍ଯ ହରାଇବେ ନାହିଁ।
ଏହି ଖ୍ରୀଷ୍ଟଙ୍କ ଶତ୍ରୁମାନେ ଆମ୍ଭ ଦଳ ରେ ଥିଲେ, ମାତ୍ର ଆମ୍ଭକୁ ଛାଡ଼ି ଚାଲିଗଲେ। ସମାନେେ ପ୍ରକୃତ ରେ ଆମ୍ଭ ନିଜର ନ ଥିଲେ। ଯଦି ସମାନେେ ଆମ୍ଭ ନିଜର ହାଇେଥାନ୍ତେ, ତବେେ ସମାନେେ ଆମ୍ଭ ସହିତ ରହିଥାନ୍ତେ। ସମାନେେ ଆମ୍ଭକୁ ଛାଡ଼ି ଚାଲିଗଲେ ତେଣୁ, ଏହା ସ୍ପଷ୍ଟ ରୂପେ ପ୍ରକାଶ ପାଇଲା ଯେ, ସମାନେେ ପ୍ରକୃତ ରେ ଆମ୍ଭର ନୁହଁନ୍ତି।