Home Bibles ☰ Books ଆଦି ପୁସ୍ତକ 25:4 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 25:4 · ଓଡ଼ିଆ ବାଇବେଲ

ମିଦିଯନର ସନ୍ତାନ ଐଫା ଓ ଏଫର ଓ ହନୋକ ଅବୀଦ ଓ ଇଲଦାଯା ଏହି ସମସ୍ତେ କଟୂରାର ସାନ୍ତାନ।

Cross references

ପ୍ରଥମ ରାଜାବଳୀ 11:18

ସମାନେେ ମିଦିଯନରୁ ଉଠି ପାରଣକୁ ଆସିଲେ। ପାରଣରୁ କେତକେ ଲୋକଙ୍କ ସହିତ ମିଶରକୁ ୟାଇ ମିଶରର ରାଜା ଫାରୋଙ୍କୁ ସାହାୟ୍ଯ ଭିକ୍ଷା କଲେ। ଫାରୋ ତାଙ୍କୁ ସମର୍ଥନ କରି ତାଙ୍କୁ ଗୋଟିଏ ଗୃହ ଓ କିଛି ଜମି ଦେଲେ। ତାଙ୍କୁ ସେ ଖାଦ୍ୟସାମଗ୍ରୀ ଯୋଗାଇଲେ।

ଯିଶାଇୟ 60:6

ଅକଳନ ଓଟ, ତୁମ୍ଭକୁ ଆବୃତ କରିବ ଏବଂ ୟୁବ ଓଟମାନେ ତୁମ୍ଭ ପାଖକୁ ଶିବା ଏବଂ ଐଫା ଦେଶରୁ ଆସିବେ। ସମାନେେ ସୁବର୍ଣ୍ଣ ଓ ସୁବାସିତ ଧୂପ ଆଣିବେ ଏବଂ ସଦାପ୍ରଭୁଙ୍କର ପ୍ରଶଂସାଗାନ କରିବେ।

Interlinear

Choose Theme