Home Bibles ଆଦି ପୁସ୍ତକ 25:18 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 25:18 · ଓଡ଼ିଆ ବାଇବେଲ

ଏହାପରେ ତାହାର ବଂଶଧରମାନେ ହବୀଲାରୁ ମିଶରର ପାଖ ରେ ଶୂରକୁ ଅଶ୍ବରିଯା ଦିଗ ରେ ବସତି କଲେ। ସମାନେେ ନିଜ ନିଜ ପାଖ ରେ ବାସ କଲେ ଏବଂ ଇଶ୍ମାଯଲେ ଆପଣଙ୍କର ବଂଶଧରମାନେ ଭାଇମାନଙ୍କ ସମ୍ମୁଖ ରେ ବସତି କଲେ।

Cross references

ଆଦି ପୁସ୍ତକ 2:11

ପ୍ରଥମ ନଦୀର ନାମ ପିଶାେନ୍ ଥିଲା। ତାହା ସମସ୍ତ ହବିଲା ଦେଶ ଚ଼ତୁପାଶର୍ବ ଦଇେ ବହିଗଲା, ଯେଉଁ ସ୍ଥାନ ରେ ସୁବର୍ଣ୍ଣ ଅଛି।

ଆଦି ପୁସ୍ତକ 10:7

ସବା, ହବୀଲା, ସପ୍ତା, ରଯମା ଓ ସପ୍ତକା ଏମାନେ ଥିଲେ କୂଶର ସନ୍ତାନ। ଶିବା ଓ ଦନାନ ଏମାନେ ରଯମାର ସନ୍ତାନ।

ଆଦି ପୁସ୍ତକ 10:29

ଓଫୀର, ହବୀଲା ଓ ୟୋବବ୍, ଏହି ସମସ୍ତ ୟକ୍ତଲର ସନ୍ତାନ।

ଆଦି ପୁସ୍ତକ 13:10

ଲୋଟ ୟର୍ଦ୍ଦନ ନଦୀର ଉପତ୍ୟକା ଆଡ଼େ ନିରୀକ୍ଷଣ କଲେ। ଲୋଟ ଦେଖିଲେ ସଠାେରେ ବହୁତ ଜଳ ଥିଲା। ସଦାପ୍ରଭୁ ସଦୋମ ଓ ହ ମାରୋକୁ ଧ୍ବଂସ କରିବା ପୂର୍ବରୁ ଏହାଥିଲା। ସହେି ସମୟରେ ୟର୍ଦ୍ଦନ ଉପତ୍ୟକା ସୋଯର ପର୍ୟ୍ଯନ୍ତ ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନପରି ସଜଳ ଓ ମିଶର ଦେଶ ତୁଲ୍ଯ ଥିଲା।

ଆଦି ପୁସ୍ତକ 14:10

ସହେି ସୀଦ୍ଦୀମ ପଦା ରେ ମାଟିଆତୈଳର ଅନକେ ଗାତ ଥିଲା ଏବଂ ସଦୋମର ରାଜା ଓ ଗ ମାରୋର ରାଜା ପଳାଯନ କଲେ ଓ ସଠାେରେ ପଡ଼ିଗଲେ ଏବଂ ଅବଶିଷ୍ଟ ସୈନ୍ଯମାନେ ପର୍ବତକୁ ପଳାଇ ଗଲେ।

ଆଦି ପୁସ୍ତକ 16:7

ସଦାପ୍ରଭୁଙ୍କର ଦୂତ ତାହାଙ୍କୁ ଏକ ମରୁଭୂମିର ଝରଣା ନିକଟରେ ଦେଖିଲେ। ସହେି ଝରଣାଟି, ଶୂରକୁ ଯାଉଥିବା ରାସ୍ତାର ପାଖ ରେ ଥିଲା।

ଆଦି ପୁସ୍ତକ 16:12

ତୁମ୍ଭର ପୁତ୍ର ବନ୍ଯ ଗଦ୍ଧର୍ଭ ଭଳି ଜୀବନୟାପନ କରିବ। ତା'ର ହସ୍ତ ସମସ୍ତଙ୍କ ବିରୁଦ୍ଧ ରେ ଓ ସମସ୍ତଙ୍କର ହସ୍ତ ତା'ର ବିରୁଦ୍ଧ ରେ ଥିବ। ଏବଂ ସେ ତା'ର ଭାଇମାନଙ୍କ ସମ୍ମୁଖ ରେ ବାସ କରିବ।

ଆଦି ପୁସ୍ତକ 20:1

ଏହାପରେ ଅବ୍ରହାମ ସଠାରୁେ ଦକ୍ଷିଣ ଦେଶକୁ ୟାତ୍ରାକରି କାଦେଶ ଓ ଶୁର ରେ ମଧ୍ଯସ୍ଥାନ ରେ ଥାଇ ଗରାର ରେ ବାସ କଲେ।

ଆଦି ପୁସ୍ତକ 21:14

ତା'ପର ଦିନ ପ୍ରତ୍ଯୁଷରୁ ଅବ୍ରହାମ କିଛି ଖାଦ୍ୟ ଓ ପାଣିଥଳି ଆଣିଲା। ଅବ୍ରହାମ ତାହା ହାଗାରକୁ ଦେଲେ। ଅବ୍ରହାମ ହାଗାର ଓ ତା'ର ପୁତ୍ରକୁ ପଠାଇ ଦେଲେ ସହେି ଜିନିଷ ସହିତ। ହାଗାର ସେ ସ୍ଥାନ ଛାଡ଼ି ବରେଶବୋ ମରୁଭୂମିରେ ଭ୍ରମଣ କଲେ।

ଆଦି ପୁସ୍ତକ 21:21

ତାଙ୍କର ମା ତାଙ୍କ ପାଇଁ ଏକ ସ୍ତ୍ରୀ ମିଶର ରେ ଠିକ୍ କଲେ। ସମାନେେ ପାରଣ ନାମକ ମରୁଭୂମିରେ ବାସ କଲେ।

ଯାତ୍ରା ପୁସ୍ତକ 15:22

ମାଶାେ ଇଶ୍ରାୟେଲ ଲୋକମାନଙ୍କୁ ସୂଫ ସମୁଦ୍ରଠାରୁ ପର୍ବତ ଆଡକୁ ନଇଗେଲେ। ସମାନେେ ତିନିଦିନ ଧରି ମରୁଭୂମିରେ ୟାତ୍ରା କଲେ, ଲୋକମାନେ ଟିକେ ମଧ୍ଯ ପାଣି ପିଇଲେ ନାହିଁ।

ପ୍ରଥମ ଶାମୁୟେଲ 15:7

ଶାଉଲ ଅମାଲକମାନଙ୍କେୁ ପରାସ୍ତ କଲେ। ସେ ହବୀଲାଠାରକ୍ସ୍ଟ ମିଶର ସୀମାବର୍ତ୍ତୀ ଶକ୍ସ୍ଟରର ନିକଟ ପର୍ୟ୍ଯନ୍ତ ଅମାଲକେୀଯମାନଙ୍କୁ ଆକ୍ରମଣ କଲେ।

ଦିତୀୟ ରାଜାବଳୀ 23:29

ଯୋଶିୟଯଙ୍କ ରାଜତ୍ବ କାଳ ରେ ମିଶରର ରାଜା ଫାରୋ-ନଖୋଶୂରୀଯ ରାଜା ବିପକ୍ଷ ରେ ୟୁଦ୍ଧ କରିବାକୁ ଫରତ ନଦୀ ଆଡକୁ ୟାତ୍ରା କଲେ। ଯୋଶିୟଯ ଫାରୋ ସହିତ ମାଗିଦ୍ଦୋ ନିକଟରେ ଭଟେିବାକୁ ଗଲେ। ସହେିଠା ରେ ଫାରୋ ଯୋଶିୟଙ୍କୁ ଦେଖି ବଧକଲେ।

ପ୍ରଥମ ବଂଶାବଳୀ 1:23

ଓଫୀର, ହବୀଲା, ୟୋବବଙ୍କର ପିତା ଥିଲେ। ଏହି ସମସ୍ତ ବ୍ଯକ୍ତିଗଣ ୟକ୍ତନର ପୁତ୍ରଗଣ ଥିଲେ।

ଗୀତସଂହିତା 78:64

ୟାଜକଗଣ ହତ୍ଯା ହେଲେ। କିନ୍ତୁ ବିଧବାମାନେ ସମାନଙ୍କେ ପାଇଁ ବିଳାପ କରିବାକୁ ସୁଯୋଗ ଦେଲେ ନାହିଁ।

ଯିଶାଇୟ 19:23

ସହେି ସମୟରେ ମିଶରରୁ ଅଶୂର ପର୍ୟ୍ଯନ୍ତ ଏକ ରାଜପଥ ନିର୍ମିତ ହବେ। ତା'ପ ରେ ଅଶୂରର ଲୋକମନେ ମିଶରକୁ ଆସିବେ ଓ ମିଶରର ଲୋକମାନେ ଅଶୂରକୁ ଯିବେ। ମିଶରର ଲୋକମାନେ ଅଶୂରର ଲୋକମାନଙ୍କ ସହିତ ପୂଜା କରିବେ।

Interlinear

Choose Theme