Home Bibles ଆଦି ପୁସ୍ତକ 25:17 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 25:17 · ଓଡ଼ିଆ ବାଇବେଲ

ଇଶ୍ମାଯଲରେ ଆଯୁ 137 ବର୍ଷ ବଞ୍ଚିଲେ। ଏହାପରେ ସେ ପ୍ରାଣ ତ୍ଯାଗ କଲେ। ସେ ତାଙ୍କ ପୂର୍ବପୁରୁଷଙ୍କ ସହିତ କବର ପ୍ରାପ୍ତ ହେଲେ।

Cross references

ଆଦି ପୁସ୍ତକ 15:15

ତଥାପି ତୁମ୍ଭ ନିମନ୍ତେ, ତୁମ୍ଭେ ଶାନ୍ତି ରେ ମରିବ ଏବଂ ତୁମ୍ଭର ପୂର୍ବପୁରୁଷଙ୍କ ସହିତ ମିଳିତ ହବେ ଏବଂ ତୁମ୍ଭେ ବହୁତ ବୃଦ୍ଧ ବଯସ ରେ କବର ପା୍ରପ୍ତ ହବେ।

ଆଦି ପୁସ୍ତକ 25:7

ଅବ୍ରହାମ 175 ବର୍ଷ ବଞ୍ଚିଲେ।

ଆଦି ପୁସ୍ତକ 25:8

ଏହାପରେ ଅବ୍ରହାମ ଦୁର୍ବଳ ଦେଲେ ଓ ମୃତ୍ଯୁବରଣ କଲେ। ସେ ଅନକେ ବର୍ଷ ପର୍ୟ୍ଯନ୍ତ ବଞ୍ଚିଲେ। ସେ ଆପଣା ଲୋକମାନଙ୍କ ସହିତ କବର ପାଇଲେ।

Interlinear

Choose Theme