ଆଦି ପୁସ୍ତକ 25:16 · ଓଡ଼ିଆ ବାଇବେଲ
ଏହି ସମସ୍ତେ ଇଶ୍ମାଯଲରେ ସନ୍ତାନ, ସମାନଙ୍କେର ଗ୍ରାମ ଓ ଛାଉଣୀ ସ୍ଥାନ ଥିଲା। ସହେି ବାରଜଣ ତାଙ୍କ ଗୋତ୍ରର ରାଜକୁମାର ଥିଲେ।
Cross references
ଆଦି ପୁସ୍ତକ 17:20
ମୁଁ ଇଶ୍ମାଯଲେ ବିଷଯ ରେ ତୁମ୍ଭର ଅନୁ ରୋଧ ଶୁଣିଛି। ମୁଁ ତାଙ୍କୁ ଆଶୀର୍ବାଦ କରିବି। ତା'ର ବହୁସନ୍ତାନ ଜନ୍ମ ହବେେ। ତାହାଠାରୁ ବାରଜଣ ଅଧିପତି ଜନ୍ମ ନବେେ ତାଙ୍କର ପରିବାର ଏକ ବିରାଟ ଜାତି ହବେ।
ଆଦି ପୁସ୍ତକ 17:23
ତା'ପରେ ଠିକ୍ ସହେିଦିନ ଅବ୍ରହାମ ଇଶ୍ମାଯଲେ ଓ ତାଙ୍କର ସମସ୍ତ ସବେକଗଣଙ୍କୁ ଏବଂ ଦାସଗଣଙ୍କୁ ଏକତ୍ରୀତ କଲେ। ଅବ୍ରହାମ ମଧ୍ଯ କ୍ରିତଦାସମାନଙ୍କୁ ଏକତ୍ରୀତ କଲେ। ଅବ୍ରହାମ ପରିବାରର ସମସ୍ତ ପୁରୁଷଗଣ ଏକତ୍ରିତ ହେଲେ। ଏବଂ ସମସ୍ତେ ସୁନ୍ନତ ହେଲେ। ପରମେଶ୍ବରଙ୍କ ବାକ୍ଯାନୁସା ରେ ଅବ୍ରହାମ ସମାନଙ୍କେୁ ସୁନ୍ନତ କରାଇଲେ।