ତୃତୀୟ ନଦୀର ନାମ ହିଦ୍ଦକେଲ୍ ଥିଲା, ଏହା ଅଶ୍ବରୀଯ ଦେଶର ସମ୍ମୁଖ ଦଇେ ଗମନ କରେ। ଏବଂ ଚ଼ତୁର୍ଥ ନଦୀର ନାମ ଫରାତ୍ ଥିଲା।
Cross references
ସହେି ଦେଶରୁ ଅଗ୍ରିଯା ବାହାରି ନୀନିବୀ ରହୋବୋଚ୍ ପୁରୀ ଓ କଲହେ
ଶମରେ ଏହିସବୁ ସନ୍ତାନ: ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୂଦ୍ ଓ ଅରାମ୍।
ସହେିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦଲେି। ମିଶରୀଯ ନଦୀଠାରୁ ମହାନ ନଦୀ ଫରାତ୍ ପର୍ୟ୍ଯନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦଲେି।
ଏହାପରେ ତାହାର ବଂଶଧରମାନେ ହବୀଲାରୁ ମିଶରର ପାଖ ରେ ଶୂରକୁ ଅଶ୍ବରିଯା ଦିଗ ରେ ବସତି କଲେ। ସମାନେେ ନିଜ ନିଜ ପାଖ ରେ ବାସ କଲେ ଏବଂ ଇଶ୍ମାଯଲେ ଆପଣଙ୍କର ବଂଶଧରମାନେ ଭାଇମାନଙ୍କ ସମ୍ମୁଖ ରେ ବସତି କଲେ।
ଇମାରେୀୟମାନଙ୍କ ପର୍ବତ ଦେଶକକ୍ସ୍ଟ ୟାଅ। ତୁମ୍ଭେ ସହେି ଦେଶର ପଡ଼ୋଶୀ ଅଞ୍ଚଳ ଗୁଡିକୁ ୟାଅ, ପର୍ବତମଯ ଦେଶ, ୟର୍ଦ୍ଦନର ଉପତ୍ୟକାକକ୍ସ୍ଟ ତଳଭୂମି, ମରକ୍ସ୍ଟଭୂମି ଏବଂ ସମକ୍ସ୍ଟଦ୍ର ଉପକୂଳ ସମତେ କିଣାନୀଯମାନଙ୍କ ସମସ୍ତଦେଶ ଓ ଲିବାନୋନ୍ ଦଇେ ଫରାତ ନଦୀ ପର୍ୟ୍ଯନ୍ତ ୟାଅ।
ଯେଉଁଠା ରେ ତୁମ୍ଭର ପାଦ ପଡିବ, ସେ ସ୍ଥାନ ତୁମ୍ଭମାନଙ୍କର ହବେ। ପ୍ରାନ୍ତରରକ୍ସ୍ଟ ଲିବାନୋନ ପର୍ୟ୍ଯନ୍ତ ଏବଂ ଫରାତ ନଦୀଠାରକ୍ସ୍ଟ ପଶ୍ଚିମ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ତୁମ୍ଭମାନଙ୍କର ସୀମା ହବେ।
ବର୍ଷର ପ୍ରଥମ ମାସର ଚତୁର୍ବିଂଶ ଦିବସ ରେ ମୁଁ ଟାଇଗ୍ରୀସ ନାମକ ମହାନଦୀ ତୀର ରେ ଠିଆ ହାଇେଥିଲି।
ଏହି ସ୍ବର ତୂରୀ ଧରିଥିବା ଷଷ୍ଠ ଦୂତଙ୍କୁ କହିଲା, ଫରାତ୍ ମହାନଦୀ ରେ ବନ୍ଧା ହାଇେ ରହିଥିବା ଗ୍ଭରି ଜଣ ସ୍ବର୍ଗଦୂତଙ୍କୁ ମୁକ୍ତ କରିଦିଅ।